Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Maoists Surrender: ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ, ୬୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର ରାଶି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବସ୍ତରରେ ଡିଭିଜନରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନଗୁଡ଼ିକ ନିରନ୍ତର ସଫଳତା ହାସଲ କରୁଛି । ଗୋଟିଏ ପଟେ, ମାଓବାଦୀଙ୍କ ବିରୁଦ୍ଧରେ ବାହିନୀର ଅଭିଯାନ ଲାଲ ଆତଙ୍କକୁ ଦମନ କରୁଛି, ଅନ୍ୟପଟେ ମାଓବାଦୀମାନେ ବହୁ ସଂଖ୍ୟାରେ ଆତ୍ମସମର୍ପଣ କରୁଛନ୍ତି…

Ied Blast: ଆଇଇଡି ବିସ୍ଫୋରଣରେ ମହିଳା ମୃତ, ୨ ଯୁବତୀ ଗୁରୁତର

ରାଉରକେଲା: ଆଇଇଡି ବିସ୍ଫୋରଣରେ ଜଣେ ମଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯୁବତୀ ଗୁରୁତର ହୋଇଛନ୍ତି । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଜରେଇକେଲା ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର କୋଇଭଙ୍ଗାରେ ଶୁକ୍ରବାର ଅପରାହ୍ନରେ ମାଓବାଦୀମାନେ ଏହି ଆଇଡି ବିସ୍ଫୋରଣ କରିଥିଲେ ।…

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି ବ୍ୟୟବରାଦ

ଭୁବନେଶ୍ୱର: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି । ଶୁକ୍ରବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଛନ୍ତି । କୃଷି ଜଳସେଚନ ପାଇଁ ୧୬୭୩ କୋଟି ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଧାନ କ୍ରୟ ପାଇଁ…

Supplementary Budget: ବିଧାନସଭାରେ ଅତିରିକ୍ତ ବଜେଟ ଆଗତ: ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗ ପାଇଁ ଏତିକି କୋଟିର…

ଭୁବନେଶ୍ୱର: ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୁମୀର ବିକାଶ ପାଇଁ…

Mahindra:ନୂଆ ବର୍ଷରେ ଗାଡ଼ି ମୂଲ୍ୟ ବୃଦ୍ଧି ହେବ ନାହିଁ…ସ୍ପଷ୍ଟ କଲା ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସ୍ପଷ୍ଟ କରିଛି ଯେ କମ୍ପାନୀ ଆଗାମୀ ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୬ରୁ ନିଜର ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁନାହିଁ। ସାଧାରଣତଃ, ଅଧିକାଂଶ କାର କମ୍ପାନୀ ପ୍ରତିବର୍ଷ ଜାନୁଆରୀରେ ନୂତନ ମୂଲ୍ୟ ଘୋଷଣା କରନ୍ତି, କିନ୍ତୁ ଏଥର ମହିନ୍ଦ୍ରା ଏକ…

Budget: ଅତିରିକ୍ତ ବଜେଟ୍ ଉପସ୍ଥାପନ, ଆହାର ଯୋଜନା ପାଇଁ ୧୫ କୋଟି ଆବଣ୍ଟନ

ଭୁବନେଶ୍ୱର: ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ । ବିଭିନ୍ନ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟୟବରାଦ ହୋଇଥିବା…

ଭାରତୀୟ ନୌସେନାର ନୂତନ ଶକ୍ତି: ଚୀନ୍ ବୁଡ଼ାଜାହାଜକୁ ସହଜରେ ଚିହ୍ନଟ କରିପାରିବ MH-60R ହେଲିକପ୍ଟର

ନୂଆଦିଲ୍ଲୀ: ଏଣିକି ସହଜରେ ଚିହ୍ନଟ କରାଯାଇପାରିବ ଚୀନ୍ ବୁଡ଼ାଜାହାଜ। MH-60R ହେଲିକପ୍ଟର ଦ୍ୱାରା ଭାରତୀୟ ନୌସେନାକୁ ସୁଦୃଢ଼ ​​କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ନୌସେନାର MH-60R ହେଲିକପ୍ଟର ଫ୍ଲିଟ୍ ପାଇଁ ଏକ ପ୍ରମୁଖ ସହାୟତା ଚୁକ୍ତିକୁ ଅନୁମୋଦନ କରିଛି। ମନ୍ତ୍ରଣାଳୟ ପ୍ରାୟ…

ଆଧୁନିକ ଅଡିଟିଂ ବ୍ୟବସ୍ଥା ସୁଶାସନର ଚାବିକାଠି: ରାଜ୍ୟପାଳ

ଭୁବନେଶ୍ୱର: ଆଜି ଜୟଦେବ ଭବନରେ ପଞ୍ଚମ ଅଡିଟ୍ ସପ୍ତାହ ପାଳନର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଆଧୁନିକ ଅଡିଟିଂ ଅଭ୍ୟାସ ସୁଶାସନର ଚାବିକାଠି । ଶାସନର ସଠିକ୍ କାର୍ଯ୍ୟାନ୍ୱୟନ ପାଇଁ ଅଡିଟିଂ ଅଭ୍ୟାସକୁ…

ଓସୱାସରେ କାମ ନକରିବା ପଡ଼ିଲା ମହଙ୍ଗା: ଜିଲ୍ଲା ପ୍ରଶାସନର ୪୨ ଅଧିକାରୀଙ୍କ ଦରମା ବନ୍ଦ

କେନ୍ଦ୍ରାପଡ଼ା: ଓଡ଼ିଶା ଷ୍ଟେଟ୍ ଓ୍ବାର୍କଫ୍ଲୋ ଅଟୋମେସନ ସିଷ୍ଟମ (OSWAS)ରେ କାମ ନକରିବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ୪୨ ବିଭାଗରେ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କଲେ ଜିଲ୍ଲାପାଳ । ସରକାରୀ ନିର୍ଦ୍ଦେଶନାମାର ୩ ମାସ ପରେ ବି ଓସଓ୍ବାସରେ କାମ କରୁନଥିଲେ ।…

ହଂକଂ ଅଗ୍ନିକାଣ୍ଡରେ ୧୨୮ଜଣଙ୍କ ଗଲାଣି ଜୀବନ…ଏଥିପାଇଁ କିଏ ଦାୟୀ?

ନୂଆଦିଲ୍ଲୀ: ହଂକଂର ତାଇପୋ ଜିଲ୍ଲାରେ ଏକ ହାଉସିଂ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨୮ରେ ପହଞ୍ଚିଛି। ୨୮୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅନେକ ଲୋକ ଏବେ ବି କୋଠାଘରେ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ମୋଟ ୭୬ ଜଣ ଆହତ…