Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ, ଇସ୍ତଫା ଦେଲେ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଘଟିଥିବା ବିବାଦ ଏବେ ରାଜନୈତିକ ଓ ଶିକ୍ଷାଗତ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ୟାମ୍ପସରେ କଥିତ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲର ସମସ୍ତ ୱାର୍ଡେନ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେମାନେ କୂଳପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର…

Ceiling Falls on Maternity Ward:ଡାକ୍ତରଖାନାରେ ଖସିଲା ଛାତ ସିଲିଂ, ଅଳ୍ପକେ ବର୍ତ୍ତିଲେ ନବଜାତକ ଏବଂ ପ୍ରସୂତି

ଉଦଳା:ମୟୂରଭଞ୍ଜ ଉଦଳା ମେଡିକାଲ ପ୍ରସୂତି ବିଭାଗରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ମହିଳା ସଞ୍ଜୁଲତା ପାତ୍ର ନବଜାତକକୁ ଧରି ବସିଥିବା ବେଳେ ହଠାତ ତାଙ୍କ ପିଠି ଉପରେ ସିଲିଂର କିଛି ଅଂଶ ଖସି ପଡିଥିଲା । ସୌଭାଗ୍ୟବଶତଃ ନବଜାତକ ଶିଶୁ ଓ ପ୍ରସୂତି ମାଆ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ଗୁରୁତର ତ୍ରୁଟି, ଜାଣନ୍ତୁ କଣ ରହିଛି ଭୁଲ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାହିତ୍ୟ ବହିରେ ପୁଣି ନୂଆ ତ୍ରୁଟି ଚିହ୍ନଟ ହୋଇଛି, ଯାହା ନୂତନ ପ୍ରକାଶିତ ପାଠ୍ୟପୁସ୍ତକକୁ ନେଇ ବିବାଦକୁ ଅଧିକ ଜଟିଳ କରିଛି। ପୂର୍ବରୁ ଅନେକ ଭୁଲ ପାଇଁ ବ୍ୟାପକ ସମାଲୋଚନାର ଶିକାର ହୋଇସାରିଛି। ଏବେ ପୁଣି ଏକ ଭୁଲ ନୂଆ ବିବାଦ ସୃଷ୍ଟି କରିଛି।…

ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ !

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ଯୁଗର ଆରମ୍ଭ ! ଏବେ ଦେଶ ଛାଡ଼ି ବିଦେଶ ଯିବାର ଆବଶ୍ୟକତା ନାହିଁ। ଭାରତରେ ହିଁ ମିଳିବ ବିଶ୍ୱସ୍ତରୀୟ ଶିକ୍ଷା। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, UGC ଏକ ବଡ଼ ନିଷ୍ପତ୍ତି ନେଇ ୧୫ଟି ପ୍ରସିଦ୍ଧ ବିଦେଶୀ ବିଶ୍ୱବିଦ୍ୟାଳୟକୁ ଭାରତରେ…

ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬: ତୃତୀୟ ସ୍ଥାନରେ କିସ୍

ଭୁବନେଶ୍ୱର: ନ୍ୟାସ୍‍ନାଲ୍‍ ଗ୍ରୀନ୍ ୟୁନିଭର୍‍ସିଟି ରାଙ୍କିଙ୍ଗ୍‌ ୨୦୨୬ରେ କିସ୍‍ ବିଶ୍ୱବିଦ୍ୟାଳୟ ସମଗ୍ର ଭାରତରେ ତୃତୀୟ ସ୍ଥାନ ଅଧିକାର କରିଛି। ପରିବେଶ ଅନୁକୂଳ କ୍ୟାମ୍ପସ ଗଠନ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

ଗାଁରେ ବିଲୁଆ ପଶିଲା ବିଲୁଆ…ଆକ୍ରମଣରେ ୬ ଗୁରୁତର

ବୈପାରୀଗୁଡା: କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ବିଲୁଆ ଆତଙ୍କ । ବିଲୁଆ ଆକ୍ରମଣରେ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଗାଁରେ ବିଲୁଆ ପଶି ଅନେକ ଲୋକଙ୍କୁ ଆକ୍ରମଣ କରିଛି । ସୂଚନାଥାଉକି, ବୈପାରୀଗୁଡା…

ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖିଲେ ହେଲ୍ପଲାଇନରେ ସୂଚନା ଦେବାକୁ ବନ ବିଭାଗର ଅନୁରୋଧ

ଭୁବନେଶ୍ୱର: ମଣିଷ-କୁମ୍ଭୀର ସଂଘର୍ଷର ବିପଦକୁ ହ୍ରାସ କରିବା ପାଇଁ ଲୁଣାଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ସକ୍ରିୟ କରାଯାଇଛି। ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଏବଂ ବୈତରଣୀ ନଦୀ ପ୍ରଣାଳୀରେ…

Heavy rain alert: ଆଜିଠୁ ବଢ଼ିବ ବର୍ଷା;ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର:ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା। ଭୁବନେଶ୍ଵର ସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି , ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ…

‘ସୋଲାର ରଥ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ; ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ

କଟକ: ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ସହ ପିଏମ୍ ସୂର୍ଯ୍ୟ ଘର : ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଟିପିସିଓଡିଏଲ (TPCODL) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ‘ସୋଲାର ରଥ’ର…

ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ; ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଫେରିବେ…

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ବିତୀୟ ଦିନରେ ଗୋପାଳପୁର ନିକଟବର୍ତ୍ତୀ ଧବଳେଶ୍ୱର ପୀଠରେ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ ତରଫରୁ ଜଳାଭିଷେକ ଓ…