Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ଅନୁମତି ପରେ ଆରମ୍ଭ ହେବ ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା..

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ରତ୍ନ ଭଣ୍ଡାର ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗୁରୁତ୍ୱ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗଣତି ମଣତି ନେଇ ବୈଠକରେ ଚିଠା ମାର୍ଗଦର୍ଶିକା ଅନୁମୋଦିତ ହୋଇଛି । ଏହା ରାଜ୍ୟ…

Parking Fee: ନିଜ ଜିଦରୁ ଓହରିଲା ପ୍ରଶାସନ, ୫୦୦ରୁ ୨୪୦କୁ କମିଲା ଭକ୍ତ ନିବାସର ପାର୍କିଂ ଫି

ପୁରୀ: ନିଜ ନିଷ୍ପତ୍ତିରୁ ଓହରିଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ନିବାସରେ ଚାରିଚକିଆ ଯାନ ପାଇଁ ପାର୍କିଂ ଫି ୫ ଶହ ଟଙ୍କାରୁ ୨୪୦ ଟଙ୍କା ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ନିୟମ ଆସନ୍ତାକାଲି (୧୭ ଜାନୁଆରୀ) ଠାରୁ ଲାଗୁ କରାଯିବ । ପୁରୀରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି…

Bande Bharat Sleeper Train: ଆରମ୍ଭ ହେଲା ବନ୍ଦେ ଭାରତ ସ୍ଲିପର ଟ୍ରେନ; ନିରାପଦ ଏବଂ ଆରାମଦାୟକ ଯାତ୍ରା କରିବେ…

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସେ ଦେଶର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଟି ହାଓଡ଼ା ଏବଂ ଗ୍ବାହାଟି (କାମାଖ୍ୟା) ମଧ୍ୟରେ ଚାଲିବ ଏବଂ ଜାନୁଆରୀ ୧୮ ତାରିଖରେ ନିୟମିତ…

Private Bus Owners Protest: ‘ମୁଖ୍ୟମନ୍ତ୍ରୀ ନ ଶୁଣିଲେ ୨୪ ପରେ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ’

କଟକ: ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ କରିବାକୁ ଘରୋଇ ବସ୍ ମାଲିକ ସଂଘର ଦାବି । ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ଘରୋଇ…

Republic Day Terror Threat: ବଡ଼ ଆତଙ୍କୀ ଆକ୍ରମଣ ନେଇ ହାଇଆଲର୍ଟ, ଦିଲ୍ଲୀ ସମେତ ଏହି ସହର ଟାର୍ଗେଟରେ…

ନୂଆଦିଲ୍ଲୀ: ହାଇଆଲର୍ଟରେ ଦିଲ୍ଲୀଠୁ ପଲ୍ଲୀ ହୋଇପାରେ ବଡ଼ ଆତଙ୍କୀ ଆକ୍ରମଣ ଦିଲ୍ଲୀ ସମେତ ଅନେକ ସହରରେ ହୋଇପାରେ ବଡ଼ ଆକ୍ରମଣ! ସତର୍କ ହେଲେ ସୁରକ୍ଷା ଏଜେନ୍ସି ଜାନୁଆରି ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଘାରିଲାଣି ଆତଙ୍କୀ ଆକ୍ରମଣ ବ୍ୟାୟାମ ଖଲିସ୍ତାନ ବାଂଲାଦେଶ ଆତଙ୍କବାଦୀ…

ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ। ବାଥରୁମରୁ ମିଳିଲା ମୃତଦେହ। ମୃତକ ହେଲେ ମୋଚିରାମ ମାରାଣ୍ଡି । ସେ ରହୁଥିବା ଭଡ଼ା ଘରୁ ମୃତଦେହକୁ ଗତକାଲି ଜବତ କରିଛି ପୋଲିସ । ମୃତ କନଷ୍ଟେବଳ ଜଣକ ଧଉଳି ଥାନାରେ ପୋଷ୍ଟିଂ ହୋଇଥିଲେ । କନଷ୍ଟେବଳ ମୋଚିରାମ ଗତ ଦୁଇ ଦିନ ଧରି ଛୁଟିରେ ଥିଲେ।…

Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ

ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ଆଗରେ ପିଟାପିଟି ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରୁ । ବୁର୍ଲାର କିର୍ବା ପ୍ରାଥମିକ ବିଦ୍ୟାଳୟରେ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ । ଗୁରୁବାର ଘଟଣା ଘଟିଥିବା ବେଳେ ତଦନ୍ତ ନିର୍ଦ୍ଦେଶ…

Sand Mafia: ଦ୍ବୀତିୟ ଦିନରେ ବାଲି ମାଫିଆଙ୍କ ଠିକଣାରେ ଚାଲିଛି ରେଡ୍, ମିଳୁଛି ପୁଳା ପୁଳା ଟଙ୍କା…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ ଜାରି ଜାରି ରହିଛି । ଏହି ଚଢାଉ ସମୟରେ ଆଲମିରା ଭର୍ତ୍ତି ଟଙ୍କା ମିଳିଛି । ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଅଧିକାରୀଙ୍କ ହୋସ୍ ଉଡାଇ ଦେଇଛି ।…

ମିଡ୍‌ ଡେ’ ଅପରେସନ ବି ଫେଲ୍‌:  ବିଜେଡି ନେତା ଲେନିନ ମହାନ୍ତି

ଭୁବନେଶ୍ୱର: ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି। ମିଡ୍ ଡେ’ ଅପରେସନ ବି ଫେଲ୍ କହିଲେ ବିଜେଡି ନେତା ଲେନିନ ମହାନ୍ତି । ମିଡ୍ ନାଇଟ୍ ଅପରେସନ୍ ଫେଲ୍ ହୋଇଥିଲା, ମିଡ୍ ଡେ’ ଅପରେସନ ବି ଫେଲ୍ ହୋଇଗଲା। ମିଡ୍ ଇଭିନିଙ୍ଗ ଅପରେସନ୍ ବି ଫେଲ୍ ହେବ କହିଲେ ଲେନିନ ମହାନ୍ତି। ଏହା ସହ ସେ

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଗୋଷ୍ଠୀର ୬ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ବରରେ ଦାବି କରିଥିଲେ। ଆକ୍ସନ ମୁଡ୍ ରେ ଆସିଛି ପୋଲିସ। ଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୋଲିସ ଚଢ଼ଉ କରି