Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଚୀନକୁ ଭାରତର କଡ଼ା ବାର୍ତ୍ତା…

ନୂଆଦିଲ୍ଲୀ: ଚୀନ୍ ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନକୁ ସାହାଯ୍ୟ କରିଥିଲା ​​ଏବଂ ଚୀନ୍ ଏହାକୁ ସ୍ୱୀକାର କରିଛି । ଏହା ପରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, "ଆମେ ପାଇଥିବା ଏହି ରିପୋର୍ଟଗୁଡ଼ିକ ଆମେ ପୂର୍ବରୁ ଯାହା ଜାଣିଛୁ ତାହା ନିଶ୍ଚିତ କରୁଛି ।"…

୧୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କଳାମଣ୍ଡଳ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସଂସ୍କୃତି ମନ୍ତ୍ରୀଙ୍କ…

ଭୁବନେଶ୍ୱର: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ନିର୍ମାଣଧୀନ କଳାମଣ୍ଡଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କଳାମଣ୍ଡଳର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ନିର୍ଦ୍ଦେଶ ଦେଇଛନ୍ତି ।…

ସୁରକ୍ଷାବାହିନୀକୁ ସଫଳତା; ମାଓ ଡମ୍ପ ଠାବ, ବିପୁଳ ପରିମଣର ଅସ୍ତ୍ରଶସ୍ତ୍ର ସହ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ

ନାରାୟଣପୁର: ନକ୍ସଲ ପ୍ରଭାବିତ ଅଞ୍ଚଳରେ ଚାଲିଥିବା "ମାଡ ବଚାଓ ଅଭିଯାନ"ରେ ସୁରକ୍ଷା ବାହିନୀକୁ ଏକ ବଡ଼ ଏବଂ ନିର୍ଣ୍ଣାୟକ ସଫଳତା ମିଳିଛି । ପୋଲିସ, ଡିଆରଜି, ଏସଟିଏଫ, ଆଇଟିବିପି ଏବଂ ବିଏସଏଫର ଏକ ମିଳିତ ଟିମ୍ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଏକ ମାଓ ଡମ୍ପରୁ ୧ କୋଟି…

ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ। ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟ ସହ ଦେଶରେ ମଧ୍ୟ ଯଥେଷ୍ଟ ମହଜୁଦ ରହିଛି। ଟାଙ୍କି କେଉଁଠି ବି ବନ୍ଦ ନାହିଁ। ସବୁଠାରେ ଖୋଲା ଅଛି। ମୁଁ ସ୍ଥିତି ଉପରେ ନଜର ରଖିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। କୌଣସି…

ଶିକାରୀଙ୍କ ଫାଶରେ ପଡି କଲରାପତରିଆ ବାଘ ମୃତ

ଭୁବନେଶ୍ୱର: ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନର ନୀଳଗିରି ବନାଞ୍ଚଳ ଅନ୍ତର୍ଗତ କାଠଗୋଛି ଜଙ୍ଗଲରେ କଲରା ପତରିଆ ବାଘ ମୃତ। ଶିକାରୀମାନେ ଶିକାର ପାଇଁ ବିଛାଯାଇଥିବା ଜାଲରେ ପଡିଯାଇ ପ୍ରାଣ ହରାଇଛି ବାଘ। ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି…

ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା, ଅସନ୍ତୋଷ ଜଗନ୍ନାଥ ପ୍ରେମୀ

ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିଭିନ୍ନ ଦେଶରେ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନ କରିବା ପାଇଁ ଓଡ଼ିଶା ଏବଂ ବାହାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର କୃଷ୍ଣ କନସିସନେସ୍ (ଇସ୍କନ)କୁ ସମାଲୋଚନା କରିଛନ୍ତି। ୟୁକେର ୱାଟଫୋର୍ଡରେ ଇସ୍କନର…

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଫେକ୍ ଆଇଡ ଓ ୟୁନିଫର୍ମ ପିନ୍ଧି ଲୋକଙ୍କୁ ଲଗାଉଥଲା ଚୂନ

ଭୁବନେଶ୍ୱର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ। ରାଜଧାନୀରୁ ହେଲା ଗିରଫ। ନିଜକୁ ପୋଲିସ କହି ଲୋକଙ୍କୁ ଲଗାଉଥଲା ଚୂନ। ଓଡ଼ିଶା ଫାୟାର ସର୍ଭିସର ଫେକ୍ ଆଇ କାର୍ଡ ବନାଇବା ସହ ଗାଡ଼ିରେ ପୋଲିସ ଲୋଗ ଲଗାଇ ବୁଲୁଥିଲା। ପୋଲିସ ପରିଚୟ ଦେଇ ଟୋଲ୍ ଗେଟ୍ ପାରି ହେଉଥିଲା। ଡମଣା ଛକରେ ବ୍ଲକିଂ…

ଦେଶ ଜିତିବ ଯୁଦ୍ଧ, ନେତା ହାରାଇବେ ଗାଦି?

ଇତିହାସର ଇସାରା: ଯୁଦ୍ଧ କେବେ ଭୋଟ୍ ଦିଏନି! ନୂଆଦିଲ୍ଲୀ: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏବେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ମଧ୍ୟପ୍ରାଚ୍ୟର ଏହି ତିକ୍ତତା ଭିତରେ ସାରା ବିଶ୍ୱରେ ଏବେ ଏକ ନୂଆ ରାଜନୈତିକ ଆଭିମୁଖ୍ୟ ଓ ଚର୍ଚ୍ଚା ଜୋର ଧରିଛି। ଇତିହାସର ପୃଷ୍ଠା ଓଲଟାଇଲେ…

ପ୍ରକାଶ ପାଇଲା ସାକ୍ଷରତା ହାର, ଜାଣନ୍ତୁ ଓଡିଶାର ସ୍ଥାନ କେଉଁଠି ?

ଭୁବନେଶ୍ୱର: ପ୍ରକାଶ ପାଇଲା ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସର୍ବାଧିକ ସାକ୍ଷରତା ହାର ୯୯.୯% ରହିଥିବା ବେଳେ ଗୋଆ ୯୯.୭%, ହିମାଚଳ ପ୍ରଦେଶ ୯୯%,…

ତୁରନ୍ତ ମହିଳାଙ୍କ ଦାବି ମାନିଲେ ମୁଖ୍ୟମନ୍ତ୍ରୀ, ୭୧୭ଟି ମଦ ଦୋକାନ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

ଚେନ୍ନାଇ: ତାମିଲନାଡୁରେ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ନଜର ଆସିଛନ୍ତି। ଶପଥ ଗ୍ରହଣ ମଞ୍ଚ ଉପରୁ ହିଁ ସେ ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଥିଲେ। ଆଉ ଏବେ ବିଜୟ ସରକାରଙ୍କର ପୁଣି ଏକ ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ତାମିଲନାଡୁରେ…