Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Konark Sun Temple: ସୂର୍ଯ୍ୟମନ୍ଦିରରେ ଉନ୍ନତ ଲାଇଟ ଆଣ୍ଡ ସାଉଣ୍ଡ ଶୋ ସିଷ୍ଟମର ଉଦଘାଟନ; ୪୦ମିନିଟର ପୂରା…

କୋଣାର୍କ: ପର୍ଯ୍ୟଟକମାନେ ଏଣିକି ନୂଆ ରୂପରେ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ଶୋ ଦେଖି ପାରିବେ। ଶୁକ୍ରବାର ସନ୍ଧ୍ୟାରେ ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମକୁ ଉଦଘାଟନ କରିଛନ୍ତି । ସନ୍ଧ୍ୟା ୬ଟା ୩୦ରୁ ୭ଟା ୧୦ ଏବଂ ୭ଟା ୩୦ରୁ ୮ଟା ୧୦ପର୍ଯ୍ୟନ୍ତ ଦୁଇଟି ଶୋ…

Dr. Harekrushna Mahatab:’ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ’

ଭୁବନେଶ୍ୱର: ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

Rath Wood: ରଥଯାତ୍ରା-୨୦୨୬: ରଥକାଠ ଅନୁକୂଳ ପୂଜା ପାଇଁ ଶୁଭଦିନ ନିର୍ଘଣ୍ଟ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ହେବାକୁ ଥିବା ରଥକାଠ ଅନୁକୂଳ ପୂଜା ପାଇଁ ଆଜି ଶୁଭଦିନ ନିର୍ଘଣ୍ଟ ହେଇଛି । ବନଖଣ୍ତ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର…

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର, ମୃତ୍ୟୁକୁ ନେଇ ଗୁଜବ ନକରିବାକୁ ନିବେଦନ କଲେ ପରିବାର…

ଭୁବନେଶ୍ବର: ଧିରେ ଧିରେ ସୁଧୁରୁଛି ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟ । ଆଜି ତାଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରାଯାଇ ମେଡ଼ିସିନ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କର ଭାଇଟାଲସ୍ଥିର ରହିଛି । ଏନେଇ ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ବୁଲେଟିନରେ…

Terror plot Foiled:ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ବିପୁଳ ସଂଖ୍ୟକ ରାଇଫଲ୍ ଏବଂ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ଘାଟିରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ନିୟନ୍ତ୍ରଣ ରେଖା ନିକଟରେ ହନ୍ଦୱାଡା-ନୌଗାମ ସେକ୍ଟରରେ ଏକ ମିଳିତ ଅପରେସନ ସମୟରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ଆତଙ୍କବାଦୀ ଆଡ୍ଡାକୁ ଠାବ କରିଛନ୍ତି । ଏହି ଅପରେସନରେ…

ବିଡିଏର ୧୫୧ତମ ବୈଠକରେ ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପର ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୧ତମ କର୍ତ୍ତୃପକ୍ଷ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବିଡିଏର ୧୫୧ତମ ବୈଠକରେ…

Danda Dance: ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚ ପାଇଁ ଏସଓପି ଜାରି, ଅଶ୍ଳୀଳ ଡ୍ୟାନ୍ସ ହେଲେ ନିଆଯିବ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପାଳିତ ହେଉଥିବା ଏକ ପ୍ରସିଦ୍ଧ ଯାତ୍ରା ହେଉଛି ଦଣ୍ଡଯାତ୍ରା । ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । ମୀନ ମାସର ୧୭ ଦିନ ପରେ ଓ ମେଷର ତ୍ରୟୋଦଶ ଦିନରୁ ଆରମ୍ଭ ହୋଇଥିବା ଦଣ୍ଡକାଳୀଙ୍କ ପ୍ରସିଦ୍ଧ ଦଣ୍ଡନାଚ…

ଅମାନିଆଙ୍କ ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ: ୪ ଦିନରେ କଟିଲା ୧୨,୧୫୫ ଇ-ଚାଲାଣ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି ।…

Fraud in Deogarh: ଚାଷୀଙ୍କ ଋଣ ପରିଶୋଧ ଟଙ୍କା ହଡ଼ପ ଅଭିଯୋଗରେ ପ୍ୟାକ୍ସ ସଂପାଦକ ଗିରଫ

ଭୁବନେଶ୍ବର: ଚାଷୀମାନଙ୍କ ‌ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସମ୍ପାଦକଙ୍କୁ ଗରିଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି । ଦେଓଗଡ଼ ଜିଲ୍ଲାର କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସମିତି (PACS)ର ସମ୍ପାଦକ ସୁରେଶ…

ଭବାନୀପାଟଣା ବିଧାୟକଙ୍କୁ ହତ୍ୟା ଧମକ

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ହତ୍ୟା ଧମକ । ଏନେଇ ନିଜେ ସାମାଜିକ ଗଣମାଧ୍ୟମ “ଏକ୍ସ” ରେ ପୋଷ୍ଟ କରିଛନ୍ତି ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ । ଏହା ସହ ସେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି ଯେ, ଯଦି ରାଜ୍ୟରେ ଜଣେ ନିର୍ବାଚିତ ବିଧାୟକ…