Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ପ୍ରଧାନ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ବିଦ୍ୟାଳୟ ଭିତରେ ପଶି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ପୁରୀ ଅସ୍ତରଙ୍ଗ ସରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି । ଅବସ୍ଥା ଗୁରୁତର ହେବାରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ…

India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି…

ନୂଆଦିଲ୍ଲୀ: ‘ନୋ ମିନ୍ସ ନୋ’, ଆଭିମୁଖ୍ୟରେ ଭାରତ ଗୋଟିଏ ସର୍ତ୍ତରେ ଅଟକିଛି, ଭାରତ-ଆମେରିକା ଟ୍ରେଡ୍ ଡିଲ୍! ବହୁ ପ୍ରତୀକ୍ଷିତ ତଥା ବହୁଚର୍ଚ୍ଚିତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ବାରମ୍ବାର ଆମେରିକା ପକ୍ଷରୁ…

ନିଜ କାର୍ଯ୍ୟକୁ ଫେରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସରପଞ୍ଚ ଚାମେଲୀ ଓଝା

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ। ଆଜି ସେ ନିଜ କାର୍ଯ୍ୟକୁ ଫେରିଛନ୍ତି। ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ନରେ…

ପାଲ ହାଇଟ୍ସ ଛକରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍। ଅଳ୍ପକେ ବର୍ତ୍ତିଲା ବଡ଼ ଅଘଟଣ। ପାଲ ହାଇଟ୍ସ ଛକ ଉପରେ ଜଳିଗଲା କାର୍। ସେଭେନ ସିଟର୍ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଯାତ୍ରୀ ତୁରନ୍ତ କାର୍ ଛାଡି ପଳାଇଥିଲେ। ଦେଖୁ ଦେଖୁ ସମ୍ପୂର୍ଣ୍ଣ କାରଟି ନିଆଁରେ…

ଜାମୁକୋଳି ଖାଇବାକୁ ଯାଇ ଦୁଇ ଗଛ ମଝିରେ ଫସିଗଲେ ଶିଶୁ

ବଲାଙ୍ଗୀର: ଗଛ ଉପରେ ଚଢିବା ପଡିଲା ମହଙ୍ଗା। ଦୀର୍ଘ ୨ ଘଣ୍ଟା ଧରି ଗଛ ସନ୍ଦିରେ ଫସି ରହିଥିଲେ ଶିଶୁ। ଗଛକୁ କାଟି ଶିଶୁକୁ କରାଗଲା ଉଦ୍ଧାର। ଜାମୁ କୋଳି ଖାଇବାକୁ ଯାଇ ଗଛ ସନ୍ଧିରେ ୨ ଘଣ୍ଟା ଧରି ଫସିଗଲେ ୧୦ ବର୍ଷର ଶିଶୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଇଁତଳା ଥାନା…

Poll Body In Textbook: ସ୍ବଚ୍ଛ, ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା, ଆହୁରି ଅନେକ କିଛି…NCERT ୯ମ ଶ୍ରେଣୀ…

ନୂଆଦିଲ୍ଲୀ: NCERT ୯ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଆଉ ଏକ ଅଧ୍ୟାୟ ଯୋଡିଛି। ଏହି ପୁସ୍ତକରେ, ଛାତ୍ରଛାତ୍ରୀମାନଙ୍କୁ ଏବେ ଭୋଟର ତାଲିକା ଏବଂ ନିର୍ବାଚନ କମିଶନର ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ ପଢ଼ାଯିବ। ନୂତନ ପୁସ୍ତକ ଭାରତର ନିର୍ବାଚନ ପ୍ରକ୍ରିୟାକୁ "ଅତୁଳନୀୟ" ଭାବରେ…

ପାଠ୍ୟପୁସ୍ତକ ତ୍ରୁଟିରେ ବଡ଼ ଷଡ଼ଯନ୍ତ୍ର! ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା କମିଟି। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉନ୍ନୟନ କମିଶନରଙ୍କ ନେତୃତ୍ବାଧୀନ ଟିମ୍। ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରସଙ୍ଗରେ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି: କେଉଁ ନେତାଙ୍କୁ କି ଦାୟିତ୍ୱ ମିଳିଲା ଜାଣନ୍ତୁ

ଭୁବନେଶ୍ୱର: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ପିଏସି କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେହିପରି ଜୟନାରାୟଣ ମିଶ୍ରଙ୍କୁ…

ପଛକୁ ପଛ ୨ଟି ଘୂର୍ଣ୍ଣିବଳୟ, ଝଡବର୍ଷା ସମ୍ଭାବନା: ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ବିଜୁଳି ଘଡଘଡି ନେଇ ପୁରା ରାଜ୍ୟକୁ ସତର୍କ ସୂଚନା ଜାରି ହୋଇଛି। ୯ ଜିଲ୍ଲାକୁ ଅରେଞ୍ଜ, ୨୧ ଜିଲ୍ଲାକୁ ୟେଲୋ…

ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି

ଭୁବନେଶ୍ବର: ହଷ୍ଟେଲରେ ରୋଷେଇ ପାଇଁ ଲାଗିବ ପିଏନଜି। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଜାରି ରହିଥିବା LPG ସଙ୍କଟ ଯୋଗୁଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ହଷ୍ଟେଲରେ ରୋଷେଇ ଯେପରି ବାଧାପ୍ରାପ୍ତ ନହୁଏ ସେନେଇ…