Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ।…

ଇରାନ ଉପରେ ଜାରି ରହିବ ଆକ୍ରମଣ, IDF ସାଧାରଣ ନାଗରିକଙ୍କୁ ରିଜର୍ଭ ବେସରେ ରହିବାକୁ ନିର୍ଦ୍ଦେଶ

ୱାଶିଂଟନ: ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଇରାନରେ ବ୍ୟାପକ ଧ୍ୱଂସ ଘଟାଇଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନରେ ମୃତ୍ୟୁ ସଂଖ୍ୟା ୧୦୪୫ ରେ ପହଞ୍ଚିଛି। ଏହି ସଂଖ୍ୟା ଇରାନର ସରକାରୀ ଏବଂ ଅର୍ଦ୍ଧ-ସରକାରୀ ସଂସ୍ଥା, ଯେପରିକି ତସନିମ୍ ନ୍ୟୁଜ୍ ଏଜେନ୍ସି ଏବଂ ଫାଉଣ୍ଡେସନ୍ ଫର୍ ମାର୍ଟର୍ସ…

ନେପାଳରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍, କେବଳ ୬୦% ସାଂସଦ ସିଧାସଳଖ ହେବେ ନିର୍ବାଚିତ

କାଠମାଣ୍ଡୁ: ନେପାଳରେ ଆଜି (ଗୁରୁବାର) ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ ଦେବା ପାଇଁ ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଯାଉଛନ୍ତି। ସେପ୍ଟେମ୍ବର ୨୦୨୫ ର ହିଂସାତ୍ମକ GenZ ଆନ୍ଦୋଳନ ପରେ ଗଠିତ ଅନ୍ତରୀଣ ସରକାରକୁ ବଦଳାଇ ନେପାଳରେ ଏକ ନୂତନ ସଂସଦ ନିର୍ବାଚିତ ହେଉଛି। ଗତ…

ରାଜ୍ୟସଭା ଆସନ ପାଇଁ ନାମାଙ୍କନର ଶେଷ ଦିନ, ମାର୍ଚ୍ଚ ୧୬ରେ ଭୋଟ୍

ଭୁବନେଶ୍ୱର: ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ରାଜ୍ୟସଭା ଆସନ ପାଇଁ ନାଁ ଘୋଷଣା ସରିଥିବାରୁ ଓ ଆଜି ଶେଷ ଦିନ ହୋଇଥିବାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏନେଇ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ…

Iran War: ‘ଆବଶ୍ୟକ ହେଲେ ଆମେରିକୀୟ ନୌସେନା ତୈଳ ଜାହାଜକୁ ସୁରକ୍ଷା ଦେବ’; ହୋର୍ମୁଜ ସଙ୍କଟ…

ନୂଆଦିଲ୍ଲୀ: ଇରାନର ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରିବା କିମ୍ବା ତୈଳ ଯୋଗାଣ ବାଧାପ୍ରାପ୍ତ କରିବା ଧମକର ଜବାବରେ, ଆମେରିକା ଏବେ ସିଧାସଳଖ ହସ୍ତକ୍ଷେପ ଘୋଷଣା କରିଛି। ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ନୌସେନା ଏବେ ହୋର୍ମୁଜ୍ ପ୍ରଣାଳୀରେ ତୈଳ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବ। ଏହାର…

ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ୪ ମୃତ

ଫୁଲବାଣୀ: ହୋଲି ଖେଳିବାକୁ ଯାଉଥିବା ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ମହିଳା ଗୁରୁତର ଅଛନ୍ତି। ମୃତକଙ୍କ…

Puri Srimandir:ବିଶୃଙ୍ଖଳିତ ଆଚରଣ ପାଇଁ ୩ ସେବାୟତଙ୍କୁ କୈଫିୟତ ତଲବ; ଅଫିସରଙ୍କୁ ଦୁର୍ବ୍ୟବହାର…

ପୁରୀ: ଗତ ୨୮ ଫେବୃଆରୀ ତାରିଖରେ ସେବାପୂଜାରେ ବିଳମ୍ବ, ଡ୍ୟୁଟିରେ ଥିବା ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ କୈଫିୟତ ତଲବ । ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଉକ୍ତ ତିନିଜଣ ସେବକଙ୍କୁ ସାତ ଦିନ ମଧ୍ୟରେ ନିଜର ଲିଖିତ…

Leave Pakistan: ଆମେରିକୀୟ ଅଧିକାରୀମାନେ ଛାଡିଲେ ପାକିସ୍ତାନ;ଦୂତାବାସ କରାଗଲା ଖାଲି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇରାନ ସହିତ ଚାଲିଥିବା ସାମରିକ ମୁକାବିଲା ମଧ୍ୟରେ, ଆମେରିକା ପାକିସ୍ତାନରେ ଥିବା ନିଜର କୂଟନୀତିଜ୍ଞଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କରାଚୀ ଏବଂ ଲାହୋରରେ ଥିବା କନସୁଲେଟର…

ଶ୍ରୀଲଙ୍କା ନିକଟରେ ଇରାନୀ ନୌସେନା ଜାହାଜ ଉପରେ ଆକ୍ରମଣ, ୧୦୧ ନିଖୋଜ ଏବଂ ୭୮ ଆହତ

କଲମ୍ବୋ:ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଏକ ଇରାନୀ ନୌସେନା ଜାହାଜ ଉପରେ ସନ୍ଦିଗ୍ଧ ବୁଡ଼ାଜାହାଜ ଆକ୍ରମଣ ପରେ ଅତି କମରେ ୧୦୧ ଜଣ ନିଖୋଜ ଅଛନ୍ତି ଏବଂ ୭୮ ଜଣ ଆହତ ହୋଇଛନ୍ତି।​​ ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ବୁଧବାର ରଏଟର୍ସକୁ ସୂଚନା ଦିଆଯାଇଛି। ତେବେ କିଏ…

ତିହିଡ଼ିରେ ଗୋଷ୍ଠୀ ସଂଘର୍ଷ: ୧୨ ଆହତ, ୨ ପ୍ଲାଟୁନ ପୋଲିସ ମୁତୟନ

ଭଦ୍ରକ: ତିହିଡ଼ିରେ ଡିଜେ ବଜାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ। ଏହି ସଂଘର୍ଷରେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ବୋଡ଼କ ପଞ୍ଚାୟତ ଖୋର୍ଦ୍ଧାପାଟଣାରେ କୁମ୍ଭବୁଡ଼ାରୁ ଆରମ୍ଭ ହେଲା ଗୋଷ୍ଠୀ ସଂଘର୍ଷ। ସୂଚନା ଅନୁସାରେ କୁମ୍ଭବୁଡ଼ାରେ ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ…