Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର:ଅବଢା ଯୋଜନାରେ ପ୍ରକଳ୍ପ ପାଇଁ ଆଉ ୧୦୦.୮୩ କୋଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଅବଢ଼ା ଯୋଜନା ଅଧିନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ…

ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !

କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଞ୍ଚାୟତର ମାଳପାଟଣା ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ନିରଞ୍ଜନ ସାହୁ । ଅଭିଯୁକ୍ତ ସ୍ତ୍ରୀକୁ ପୁଲିସ ଅଟକ ରଖି ପଚରାଉଚରା କରିଥିବା…

ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଜେନ ଜି ଏବଂ ଜେନ ଆଲଫାଙ୍କୁ ସମ୍ବୋଧିତ କରି କହିଥିଲେ, "ଯୁବକମାନଙ୍କୁ ଜେନ ଜେଡ, ଜେନ ଆଲଫା, ବିଟା କିମ୍ବା ଗାମାରେ କାହିଁକି ବିଭକ୍ତ କରାଯାଉଛି? ଏହା ସବୁ ଯୁବପିଢ଼ିଙ୍କୁ ବିଭାଜିତ କରିବାର ଏକ ଷଡ଼ଯନ୍ତ୍ର। ଆମ ଦେଶର ଯୁବମାନେ କେବଳ…

ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ

ନୂଆଦିଲ୍ଲୀ: ଘାନା ଗସ୍ତରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ସେଠାକାର ବୈଦେଶିକ ମନ୍ତ୍ରୀ ସାମୁଏଲ୍ ଓକୁଡ୍‌ଜେଟୋ ଆବ୍ଲାକ୍ୱାଙ୍କୁ ଭେଟିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​କରିବା, ନୂତନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଏବଂ…

ୟୁକ୍ରେନରେ ଋଷର ବଡ଼ ଆକ୍ରମଣ: ବସ୍ ଉପରେ ବୋମା ବିସ୍ଫୋରଣରେ ୩୩ ନାଗରିକ ମୃତ

କିଭ୍ : ପୂର୍ବ ୟୁକ୍ରେନର କ୍ରାମାଟୋର୍ସ୍କ ସହରରେ ଋଷ ସେନାର ଏକ ଭୟାନକ ବିମାନ ଆକ୍ରମଣ ଯୋଗୁଁ ଅତି କମରେ ୩୩ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଋଷ ଗ୍ଲାଇଡ୍ ବୋମା ବ୍ୟବହାର କରି ଯାତ୍ରୀବାହୀ ବସ୍ ଏବଂ ବସ୍…

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବଡ଼ ସ୍କାମ: ଚାକିରି ପାଇଁ ବୟସ ଜାଲିଆତି ଅଭିଯୋଗ

ଭୁବନେଶ୍ବର: ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ ସରକାରୀ ବେତନ ସହ…

Bbsr-Daspalla MEMU Train:ମେମୁ ଟ୍ରେନ୍‌ରୁ କଲେଜର ଅଧକ୍ଷଙ୍କ ମୃତଦେହ ଉଦ୍ଧାର

ନୟାଗଡ଼:ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଦଶପଲ୍ଲା ଷ୍ଟେସନରେ ସନ୍ଦେହଜନକ ଅବସ୍ଥାରେ ଠାବ । ଭୁବନେଶ୍ବର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜର ଅଧକ୍ଷ ମହେଶ୍ବର ମହାପାତ୍ର(୫୬)ଙ୍କ ମୃଦହେଦ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । କଲେଜ ଅଧ୍ୟକ୍ଷଙ୍କ ମୃତଦେହ…

କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ…

ପୁରୀ: ଶ୍ରୀମନ୍ଦିରର ପାୱରଫୁଲ୍ ଜେଟିପି ଲଖିଆ ଓରଫ୍ ଲକ୍ଷ୍ମୀଧର ଉପାଧୟଙ୍କ ଆଗରେ ମୁଣ୍ଡ ନୁଆଁଇଛି କି ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ? ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜୋର ଧରିଛି । କ୍ୟାମେରାମ୍ୟାନଙ୍କ ଉପରେ ଶ୍ରମନ୍ଦିର ଭିତରେ…

ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି

ଭୁବନେଶ୍ୱର: ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଭିଯାନ (ସିଏସଡ଼ି) ଓଡିଶା ଏବଂ ଅନ୍ୟାନ୍ୟ ଲୋକ ସଂଗଠନମାନଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପେସା ଆଇନ୍ ନିୟମାବଳୀ ପ୍ରଣୟନ କ୍ଷେତ୍ରରେ ଅହେତୁକ ବିଳମ୍ବ ଏବଂ ଜଙ୍ଗଲ ଅଧିକାର ଆଇନ-୨୦୦୬ ର ଉପଯୁକ୍ତ କାର୍ଯ୍ୟକାରିତା…

Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ

ଭୁବନେଶ୍ବର: ରାଜ୍ୟବ୍ୟାପୀ ଔଷଧ ଦୋକାନରେ ଚଢ଼ଉ ଜାରି ରହିଛି । ନିଶାମୁକ୍ତ ଅଭିଯାନ ଅଧୀନରେ ଚଳିତମାସ ପହିଲାରୁ ଚଢ଼ଉ ଆରମ୍ଭ ହୋଇଛି। ପୋଲିସ ଓ ଭେଷଜ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଏହି ଚଢ଼ଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ କରାଯାଇଛି ।…