Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର: ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ…

ଜନ୍ମମାଟିକୁ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ମରଶରୀର, ଶେଷ ଦର୍ଶନ ପାଇଁ ସଙ୍ଗୀତପ୍ରେମୀଙ୍କ ଭିଡ଼

ବଲାଙ୍ଗିର: ଆରପାରିରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ହୋଇଥିଲା ପରଲୋକ । ଆଜି ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ହ୍ୟୁମାନଙ୍କ ମରଶରୀର ପହଞ୍ଚିଛି । ତାଙ୍କୁ ହରାଇ ପୂରା ଅଞ୍ଚଳରେ…

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ୩ ଆଇପିଏସ୍‌ ଅଧିକାରୀଙ୍କୁ ସମନ!

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୋଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦…

ଜିଲ୍ଲାପାଳମାନଙ୍କୁ ସିଏମ ମୋହନ ମାଝୀଙ୍କ ୯ଟି ଟାସ୍କ: ଦୁର୍ନୀତି ହଟାଅ, ସଚ୍ଚୋଟ ହୁଅ

ଭୁବନେଶ୍ୱର: ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ-ଏସପି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଜିଲ୍ଲାପାଳଙ୍କୁ କିଛି ଟାକ୍ସ…

1,000 km per day: ବୈଜ୍ଞାନିକଙ୍କୁ ଚକିତ କରୁଛି ବାଜପକ୍ଷୀର ଦୁଃସାହସିକତା, ୫ ଦିନରେ ଅତିକ୍ରମ କଲା ୫ ହଜାର କିମି…

ନୂଆଦିଲ୍ଲୀ: କୁନି ପକ୍ଷୀଟିର ବଡ କାମ ଏବେ ବୈଜ୍ଞାନିକମାନଙ୍କୁ ଚକିତ କରିଛି । ବନ୍ୟଜୀବନ ବୈଜ୍ଞାନିକଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା ତିନୋଟି ଆମୁର ବାଜପକ୍ଷୀ ମଧ୍ୟରୁ ଗୋଟିଏ ଭାରତରୁ ଉଡ଼ି ସୋମାଲିଆରେ ପହଞ୍ଚିଛି, ଯାହା ପ୍ରାୟ ପାଞ୍ଚ ଦିନ ମଧ୍ୟରେ ୫ ହଜାର କିଲୋମିଟର ବ୍ୟାପି ଏକ ପ୍ରବାସୀ…

ଅଛୁଆଁ ରୋଗ ନୁହେଁ ଅପସ୍ମାର: ରୋଗୀଙ୍କୁ ସହାୟତାର ହାତ ବଢାନ୍ତୁ, ସୁସ୍ଥ ଜୀବନ ଯାତ୍ରା କରନ୍ତୁ

ଭୁବନେଶ୍ୱର: ପିଢ଼ି ପିଢ଼ି ଧରି ଅପସ୍ମାରକୁ ଏକ ଭୟଙ୍କର, ଗୁପ୍ତ, ଅନ୍ଧବିଶ୍ୱାସରେ ଡୁବିଥିବା ରୋଗ ଭାବେ ଆମର ସମାଜରେ ପରିଗଣିତ ହୋଇଆସୁଛି। କିନ୍ତୁ ଆଧୁନିକ ବିଜ୍ଞାନ ଦୁନିଆରେ ଅପସ୍ମାର ଜୀବନକୁ ସମାପ୍ତ କରିଦେଇଥିବା ରୋଗ ନୁହେଁ ବରଂ ଏହାର ସଫଳତାର ସହିତ ନିୟନ୍ତ୍ରଣଯୋଗ୍ୟ ଚିକିତ୍ସା ସମ୍ଭବ।…

Prashant Kishor : ରାଜନୀତିରୁ ସନ୍ନ୍ୟାସ ନେବେ କି ପ୍ରଶାନ୍ତ କିଶୋର?, ନିର୍ବାଚନ ହାରିବା ପରେ ପ୍ରଥମ ଥର ଖୋଲିଲେ…

ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ, ଜନ ସୂରାଜ ପାର୍ଟି, ବିହାର ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ବରଣ କରିଛି। ବିହାର ନିର୍ବାଚନ ପରାଜୟ ପରେ କିଶୋର ପ୍ରଥମ ଥର ମିଡିଆ ଆଗକୁ ଆସିଛନ୍ତି। ସେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ…

Elephant Deadbody Found: ଜଙ୍ଗଲରୁ ଆଉ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର, କାରଣ ଖୋଜୁଛି ବନ ବିଭାଗ..

ସମ୍ବଲପୁର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କେତବେଳେ, ବିଦ୍ୟୁତ ଆଘାତରେ ଜୀବନ ଯାଉଚି ତ ଆଉ କେତବେଳେ, କୂଅ ଓ ବଡ ବଡ ଗାତରେ ପଡି । ଏହି ପରିପ୍ରେକ୍ଷୀରେ ପୁଣି ଉଦ୍ଧାର ହୋଇଛି ଦନ୍ତା ହାତୀର ମୃତ ଦେହ । ସମ୍ବଲପୁର ଜିଲ୍ଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର…

ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସ ନାମ, ଜାଣନ୍ତୁ କିଏ କେଉଁ ଭୂମିକାରେ କରିବେ ଅଭିନୟ

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି।…

Chinese Woman: ଭାରତରେ ଚୀନ ମହିଳାଙ୍କୁ ଦିଆଗଲା ୮ ବର୍ଷର ଜେଲ୍ ଦଣ୍ଡ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ଏକ କୋର୍ଟ ଜଣେ ଚୀନ୍ ମହିଳାଙ୍କୁ ଆଠ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କ ଉପରେ ଦୁଇ ବର୍ଷ ପୂର୍ବେ ଅବୈଧ ଭାବରେ ଭାରତରେ ପ୍ରବେଶ କରିବାର ଅଭିଯୋଗ ହୋଇଥିଲା । କୋର୍ଟ ଏହି ମାମଲାରେ ଚୀନ୍ ମହିଳା ଲି-ଜିନମେଇ, ଯାହାକୁ ଲି-ସିନମେଇ ନାମରେ…