Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲାଞ୍ଚ ନେବା ପଡିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ଫସିଲେ ଓଏଭି ପ୍ରିନ୍ସପାଲ୍

ଭବାନିପାଟଣା: ଭିଜିଲାନ୍ସ ଜାଲରେ ଫସିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳା. ରାମପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରିନ୍ସପାଲ୍ । ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଭି ପ୍ରିନ୍ସପାଲ୍ ସୀତାକାନ୍ତ ରଣା । ସଫେଇ କାମ ପାଇଁ ଏକ ପେଣ୍ଡିଂ ବିଲ୍ କରାଇଦେବା ପାଇଁ ସେ ୧୦…

ମହିଳା ସାଂସଦଙ୍କୁ ଅପମାନ କରି ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ। ଯାହା…

Malkangiri Airport:ସଫଳତାର ସହ ଶେଷ ହେଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା

ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ…

ଜାଲ୍ ରାସନ କାର୍ଡ ନାଁରେ ମହାଠକେଇ: କୁଜଙ୍ଗରେ ଗରିବଙ୍କୁ ଲୁଟିନେଲେ ଦଲାଲ, ହଡ଼ପ ହେଲା ୧୫ ଲକ୍ଷ ଟଙ୍କା!

ଜଗତସିଂହପୁର: କୁଜଙ୍ଗ ବ୍ଲକରେ ସାମ୍ନାକୁ ଆସିଛି ଏକ ବଡ଼ ଧରଣର ରାସନ କାର୍ଡ ଦୁର୍ନୀତି। ଗରିବ ଓ ଅସହାୟ ଲୋକଙ୍କୁ ରାସନ କାର୍ଡ ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଦଲାଲମାନେ ପ୍ରାୟ ୧୫ ଲକ୍ଷ ଟଙ୍କା ଠକି ନେଇଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ଗୋଟିଏ ପଟେ ଯୋଗ୍ୟ…

କାଗଜପତ୍ରରେ ଚାଲିଛି ସରକାରୀ ଯୋଜନା! ଦୁର୍ଗମ ଅଞ୍ଚଳରେ ଡହଳବିକଳ ଆଦିବାସୀ, ୮୨% କିଶୋରୀଙ୍କ ବିକାଶ ବାଧାପ୍ରାପ୍ତ

ଭୁବନେଶ୍ୱର: ଓଡ଼ିଶାର ଦୁର୍ଗମ ଆଦିବାସୀ ଅଞ୍ଚଳରେ ପୁଷ୍ଟିହୀନତା ଏବେ ଏକ ଭୟଙ୍କର ସଙ୍କଟ ଭାବେ ଉଭା ହୋଇଛି। କୋଟି କୋଟି ଟଙ୍କାର ସରକାରୀ ଯୋଜନା ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ସତ୍ତ୍ୱେ ବାସ୍ତବ ଚିତ୍ର କେତେ ସାଙ୍ଘାତିକ, ତାହା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସଦ୍ୟ…

World Brain Day:ମସ୍ତିଷ୍କ ପାଇଁ ଭିଟାମିନ୍ B12 କାହିଁକି ଜରୁରୀ ଆସନ୍ତୁ ଜାଣିବା…

ଭୁବନେଶ୍ବର: ମସ୍ତିଷ୍କ ହେଉଛି ଆମ ଶରୀରର 'ମଦରବୋର୍ଡ' (ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ର) । ଯଦି ଏହା ଦୁର୍ବଳ ହେବାକୁ ଲାଗେ ତେବେ ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ହୋଇଥାଏ। ଆଜିକାଲି ଲୋକମାନେ ଅନେକ ସମୟରେ ନିଜେ ଜାଣି ନ ପାରି ମାନସିକ ଚାପ ମଧ୍ୟରେ ଜୀବନଯାପନ କରୁଛନ୍ତି। ଭୁଲିଯିବାର…

ଏବେ ପରମାଣୁ ଅସ୍ତ୍ର ବିକଶିତ କରିପାରିବ ସାଉଦି ଆରବ! ସୁରକ୍ଷା ସର୍ତ୍ତ ବିନା ଚୁକ୍ତି ମଞ୍ଜୁର କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଉଦି ଆରବ ସହିତ ଏକ ବେସାମରିକ ପରମାଣୁ ଚୁକ୍ତିକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। ଏହି ଚୁକ୍ତିନାମା ସାଉଦି ଆରବକୁ ତା'ର ମାଟିରେ ୟୁରାନିୟମ ସମୃଦ୍ଧ କରିବାକୁ ଅନୁମତି ଦେଇପାରେ। ଏହାସହ ସାଉଦି ଆରବକୁ ଏକ ବେସାମରିକ ପରମାଣୁ…

ବନ୍ଧୁକ ମୁନରୁ ବଡ଼ ସ୍ୱପ୍ନର ଉଡ଼ାଣ: ଦୁର୍ଗମ ଗାଁରୁ ଆସି ଦେଶର ଟପ୍ ଇଞ୍ଜିନିୟରିଂ କଲେଜରେ ସିଟ୍ ହାତେଇଲେ ସାଗ୍ରାମ

ବାରିପଦା: ଗୋଟିଏ ପଟେ ବନ୍ଧୁକର ଗର୍ଜନ ଆଉ ଭୟର ବାତାବରଣ, ଅନ୍ୟପଟେ ନିଜ ସ୍ୱପ୍ନକୁ ସାକାର କରିବାର ଅଦମ୍ୟ ଜିଦ୍। ମୟୂରଭଞ୍ଜ ଜିଲ୍ଲାର ଏକ ଅତି ଦୁର୍ଗମ ତଥା ମାଓ ପ୍ରଭାବିତ ଅଞ୍ଚଳରୁ ଆସିଥିବା ଜଣେ ସାଧାରଣ ଆଦିବାସୀ ଛାତ୍ର ଏବେ ସମଗ୍ର ରାଜ୍ୟ ପାଇଁ ଗର୍ବର କାରଣ ପାଲଟିଛନ୍ତି। ପ୍ରତିକୂଳ…

କିଏ ସେ ଅଘୋଷିତ ମୁଖ୍ୟ? ସରକାରୀ ସ୍କୁଲରେ ବାହାର ଲୋକଙ୍କ ହୁକୁମ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶାର ଏକ ସରକାରୀ ସ୍କୁଲରେ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହା ଶିକ୍ଷା ବିଭାଗର ପରିଚାଳନା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍କୁଲରେ ୫୭ ଜଣ ଛାତ୍ରଛାତ୍ରୀ ଅଛନ୍ତି ଏବଂ ତାଙ୍କୁ ପଢ଼ାଇବା ପାଇଁ ୩ ଜଣ ନିଯୁକ୍ତିପ୍ରାପ୍ତ…

ଅନନ୍ତନାଗରେ ଅତର୍କିତ ଆତଙ୍କୀ ହମ୍‌ଲା, ଟଳିପଡ଼ିଲେ ବୀର କନଷ୍ଟେବଳ!

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପୁଣିଥରେ ଆତଙ୍କବାଦୀମାନେ ନିଜର ବର୍ବରତାର ପ୍ରମାଣ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଜଣେ ପୋଲିସ କନଷ୍ଟେବଳ ସହିଦ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା…