Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Delhi Blast: ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା । ଏହି ବୈଠକରେ…

Bhubaneswar Cold Wave: ଶୀତରେ ଥରୁଛି ରାଜଧାନୀ, ଭାଙ୍ଗିଲା ୨୫ ବର୍ଷର ରେକର୍ଡ

ଭୁବନେଶ୍ୱର: ସାରା ଓଡ଼ିଶା ଶୀତରେ ଥରୁଛି। ରାଜଧାନୀରେ ଭୁବନେଶ୍ୱରରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡାରେ ୨୫ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର। ଭୁବନେଶ୍ୱରରେ ଗତ ରାତିରେ ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି । ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯°C ରେକର୍ଡ…

ବଢୁଛି ଆମିଷ ଚାହିଦା; ହେଲେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଉତ୍ପାଦନ ହେଉନି ମାଛ ଓ ଅଣ୍ଡା

ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ ଭାବେ ଉତ୍ପାଦାନ ହେଉନି ମାଛ ଓ ଅଣ୍ଡା । ଯାହା ଫଳରେ ରାଜ୍ୟ ବାହାରୁ ଏସବୁକୁ ଆମଦାନୀ କରାଯାଉଛି । କାର୍ତ୍ତିକ ମାସ ଶେଷ ହେବାପରେ ଏବେ ରାଜ୍ୟରେ ଆମିଷ ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଆମିଷ ଉପଭୋକ୍ତାଙ୍କ ଚାହିଦା…

Bangladeshi Houses Demolished: ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା…

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଭାଙ୍ଗିଲା ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ…

ଦିଲ୍ଲୀ ବିସ୍ଫୋରଣ: ‘ମାଡାମ ସର୍ଜନ’ ଶାହିନ ନିକଟରୁ ମିଳିଲା ୩ଟି ପାସପୋର୍ଟ, ପାକିସ୍ତାନ ଏବଂ…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି । ତଦନ୍ତ ଆଗକୁ ବଢ଼ିବା ସହିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫରିଦାବାଦ ମଡ୍ୟୁଲ୍ ଏବଂ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ମାମଲାରେ ଜଡିତ । ଏହି ସମୟରେ, ଡକ୍ଟର ଶାହିନଙ୍କ…

Teachers Strike: ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ । ୨ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ । ନଭେମ୍ବର ୩୦ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଡିସେମ୍ବର ୧ରୁ ରାଜରାସ୍ତାରେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିପାଇଁ ରାଜ୍ୟ…

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଲା ସିବିଆଇ ଟିମ୍

ବ୍ରହ୍ମପୁର: ବ୍ରହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଏହି ମାମଲାକୁ ନେଇ ସିବିଆଇ ଘାଣ୍ଟିବ। ଓଡ଼ିଶା…

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଉନ୍ମୋଚନ;ୟୁଜର ସହଜରେ ଜାଣିବେ ବ୍ୟାକରଣ

ଭୁବନେଶ୍ୱର: ଓଡ଼ିଆ ଭାଷାର ମାନକୀକରଣ ବହୁ ଆବଶ୍ୟକ। ଏହା ସମୟର ମଧ୍ୟ ଆବଶ୍ୟକତା । କାରଣ ଏବେ ଡିଜିଟାଲ୍ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଗୁରୁତ୍ୱ ଦେଇ ଏଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଓଡ଼ିଆ ବିଭବ ୱେବ୍‌ସାଇଟ୍‌ର ଅଷ୍ଟମବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଅତିଥିମାନେ ମତ ଦେଇଥିଲେ ।…

ନରସଂହାର ମାମଲାରେ ଶେଖ୍ ହାସିନା ଦୋଷୀ ସାବ୍ୟସ୍ତ, ହିଂସା ଭିଆଇଲେ ତୁରନ୍ତ ଗୁଳି କରିବାକୁ ନିର୍ଦ୍ଦେଶ

ଢାକା: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦୋଷୀ ସାବ୍ୟସ୍ତ। ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କଲେ ବାଂଲାଦେଶ କୋର୍ଟ। ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା। ରାଜଧାନୀ ଢ଼ାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା…

ବ୍ରହ୍ମପୁରରୁ ଗଡିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍, ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ୍। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବ୍ରହ୍ମପୁର ରେଳ ଷ୍ଟେସନରୁ ଉତ୍ତରପ୍ରଦେଶର ଓଁକାରେଶ୍ଵର ଓ ଉଜ୍ଜୟିନୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ସ୍ଵତନ୍ତ୍ର…