Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖଟଲାପଦର ବ୍ରିଜରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡପଦର ଗ୍ରାମ ହରିଜନ…

ଟେମ୍ପୋକୁ ଧକ୍କା ଦେଲା ଟ୍ରେଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

ଯୋଧପୁର: ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିରେ ୧୪ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି । ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ…

Bihar New Government: ନୂତନ ସରକାର ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନୀତିଶ,…

ପାଟନା: ବିହାରରେ ନୂତନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ମଧ୍ୟ ଏକ ସିରିଜ ବୈଠକ ହୋଇଥିଲା। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ ଜେଡିୟୁ ନେତା ଏବଂ କେନ୍ଦ୍ର…

ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକପାଳଙ୍କ ମଞ୍ଜୁରୀ

କୋଲକାତା: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି…

Baladevjew temple complex: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।…

ଭାରତରେ ଖୁବ୍‌ଶୀଘ୍ର ଚାଲିବ ବୁଲେଟ୍ ଟ୍ରେନ୍, ସୁରଟ ଷ୍ଟେସନ୍ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ଭାରତର ରେଳ ଚଳାଚଳରେ ଖୁବ୍ ଶୀଘ୍ର ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର କାମ ଦ୍ରୁତ ଗତିରେ ଚାଲିଛି । ଏହି କରିଡର…

WBF in Bihar Elections: ବିହାର ନିର୍ବାଚନରେ ​​NDA ବିଶ୍ୱ ବ୍ୟାଙ୍କରୁ ୧୦,୦୦୦ କୋଟି ଖର୍ଚ୍ଚ କରିଥିଲା ​​କି?,…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଏବେ ଅନେକ ପ୍ରଶ୍ନ ଉଠାଇଛି। ବିରୋଧୀ ମହାଗଠବନ୍ଧନ ଅଭିଯୋଗ କରୁଛି ଯେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ସରକାର ମହିଳାମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏହା ବ୍ୟତୀତ, ଜନସୁରାଜ ନେତା ପବନ ବର୍ମା…

ଭକ୍ତ ଦାସଙ୍କୁ କଡ଼ା କାଉଣ୍ଟର କଲେ ପୃଥ୍ବୀରାଜ ହରିଚନ୍ଦନ…

ଭୁବନେଶ୍ବର: ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ୍‌ ପାଇ ଦ୍ଵିତୀୟରେ…

ହତ୍ୟାକାରୀ ମୁହଁରେ ହତ୍ୟାର ସତ, ସ୍ୱାମୀକୁ ମାରିବା ପାଇଁ ଷଡ଼ଯାନ୍ତ୍ର ରଚିଥିଲା ସ୍ତ୍ରୀ

ବେଙ୍ଗାଲୁରୁ: ସ୍ୱାମୀ ସ୍ତ୍ରୀଙ୍କୁ ମଝି ରାସ୍ତାରେ ହଠାତ୍ ଦୃର୍ବୃତ୍ତଙ୍କ ଆକ୍ରମଣ। ଆଉ ଏହି ଆକ୍ରମଣରେ ଗଲା ସ୍ୱାମୀଙ୍କ ଜୀବନ। ପାର ପାଇଗଲା ସ୍ତ୍ରୀ। କର୍ଣ୍ଣାଟକର ମଇସୁରରେ, ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହଠାତ୍ କିଛି ଲୋକ ଆକ୍ରମଣ କରିଥିଲେ। ସେମାନେ ବାଇକ୍ ଚଲାଉଥିବା ସମୟରେ ଏକ କାର ଯୋଗେ…

Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ପାକିସ୍ତାନ୍ ଚାଲ୍?

ନୂଆଦିଲ୍ଲୀ: ୨୬/୧୧ ପରେ ୧୦/୧୧ର ସେ କଳା ରାତି...ଆତଙ୍କୀ ଆକ୍ରମଣ ବୋଲି ଘୋଷଣା କରିସାରିଛନ୍ତି ସରକାର...ସୂତାଖିଅ ଖୋଜୁଛି ଏନଆଇଏ...ତୁର୍କୀରୁ ପାକିସ୍ତାନ ସବୁ ରାଡାରରେ...ନିଜେ ପାକିସ୍ତାନୀ ସାମ୍ବାଦିକ କଲେ ଚାଞ୍ଚଲ୍ୟକର ଖୁଲାସା...କହିଦେଲେ ଦିଲ୍ଲୀ ବିସ୍ଫୋରଣର ଯୋଜନା କାହାର?…