Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୮୬୩ ଏକରରେ ହେବ ୩ ନୂଆ ଟିପି ସ୍କିମ୍

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ‘ସମୃଦ୍ଧ ସହର’ ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ ) ସାଧାରଣ ଲୋକଙ୍କ ପାଇଁ ଆଉ ତିନୋଟି ନୂଆ ସହର ପରିକଳ୍ପନା ଯୋଜନା (ଟିପି ସ୍କିମ୍) ୫, ୬ ଏବଂ ୦୭/୨୦୨୬ ତିଆରି କରିବାକୁ ଘୋଷଣା କରିଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ,…

ସୌର ଶକ୍ତିର ସଫଳତା: ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ପରିବାର ମଇ ମାସରେ କୌଣସି ବିଦ୍ୟୁତ ବିଲ୍ ପୈଠ କରିନାହାଁନ୍ତି । ଯାହା ଜିଲ୍ଲାର ସୌର ଶକ୍ତିର ସଫଳତାକୁ ଦର୍ଶାଏ । ମୋଟ ୨,୯୪୩ ପରିବାର ରେକର୍ଡ ଭାବରେ ଶୂନ୍ୟ ୟୁନିଟ୍ ବିଲିଂ ପାଇଛନ୍ତି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା…

ଭତ୍ତା ପ୍ରଦାନ କରିବାକୁ ମୋହନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ତିନି ମାସ ଧରି ବନ୍ଦ ରହିଛି ଭତ୍ତା। ରାଜ୍ୟରେ ଥିବା ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ପୋଷ୍ଟ କରିଛନ୍ତି। ସେ…

India on Pakistan in UN: ଭାରତ UNHRCରେ ପାକିସ୍ତାନ ଏବଂ OICକୁ କଲା ନିନ୍ଦା,ଦେଲା କଡ଼ା ଜବାବ

ନୂଆଦିଲ୍ଲୀ:ଜାତିସଂଘ ମାନବାଧିକାର ପରିଷଦର ୬୨ତମ ଅଧିବେଶନରେ ଜମ୍ମୁ-କାଶ୍ମୀର ସମ୍ପର୍କରେ ପାକିସ୍ତାନ ଏବଂ ଇସଲାମିକ୍ ସହଯୋଗ ସଂଗଠନ (OIC) ଦେଇଥିବା ମନ୍ତବ୍ୟ ଉପରେ ଭାରତ ଦୃଢ଼ ଆପତ୍ତି ପ୍ରକାଶ କରିଛି। ଭାରତ ପାକିସ୍ତାନର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଭାରତ…

ପ୍ରତିକୂଳ ପାଗ ଯୋଗୁଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ବିଳମ୍ବ: ବାୟୁସେନା ହେଲିକପ୍ଟର ବଦଳରେ ସଡ଼କ ପଥରେ ରାଇରଙ୍ଗପୁର…

କୋଲକାତା: ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପାଗ ଖରାପ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ସାମାନ୍ୟ ବିଳମ୍ବ । ପ୍ରତିକୂଳ ପାଗ କାରଣରୁ ମହାମହିମଙ୍କ ବିମାନ ବା ବାୟୁସେନା ହେଲିକପ୍ଟର ଉଡ଼ାଣ ଭରିପାରି ନାହିଁ। ବର୍ତ୍ତମାନ ରାଷ୍ଟ୍ରପତି ପଶ୍ଚିମବଙ୍ଗର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଂସ୍କୃତିକ କୂଟନୀତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ହସ୍ତତନ୍ତ ଚିତ୍ରକଳା ମହାଭାରତ ପେଣ୍ଟିଂ ଉପହାର ଦେଇଛନ୍ତି। ଏହି ଚମତ୍କାର ପେଣ୍ଟିଂଟି ପ୍ରସ୍ତୁତ ହେବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା। ପାରମ୍ପରିକ କଲମ ଚିତ୍ର…

NEET-UG 2026 ପୁନଃପରୀକ୍ଷା: ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ଜୁନ 21, 2026 ରେ ଆୟୋଜିତ ହେବାକୁ ଯାଉଛି NEET-UG 2026 ପୁନଃପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET ପୁନଃପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଛି। ଜୁନ୍ 21 ତାରିଖରେ NEET ପୁନଃପରୀକ୍ଷା ପାଇଁ 2.2 ମିଲିୟନରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। ଏଥିଲାଗି…

ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ସିଟ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଯୁକ୍ତ ୩ ନାମଲେଖା ପାଇଁ…

ଖରା ଯୋଗୁଁ ତିନି ରଥର ବିଭିନ୍ନ ଅଂଶରେ ଫାଟ, ବଢିଲା ଚିନ୍ତା

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳାରେ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରଖର ଖରା ଯୋଗୁଁ ମହାପ୍ରଭୁଙ୍କ ତିନି ରଥର କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶରେ…

Education Crisis: ବଦଳି ପାଇଁ ୬୪୮ ଶିକ୍ଷକଙ୍କ ଆବେଦନ, ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ?

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ ପାଠ ପଢାଇବାକୁ ଚାହୁଁ ନାହାଁନ୍ତି ଶିକ୍ଷକଶିକ୍ଷୟତ୍ରୀ। କାରଣ ସମସ୍ତେ ବଦଳି ପାଇଁ ଆବେଦନ କରିଛନ୍ତି। ଯଦି ସମସ୍ତଙ୍କର ବଦଳି ଆବେଦନ ସ୍ୱୀକାର କରାଯାଏ ତେବେ ବନ୍ଦ ହୋଇଯିବ କି ଆଦିବାସୀ ସ୍କୁଲ? ଅବିଭକ୍ତ କୋରାପୁଟ ଜିଲ୍ଲାରୁ 648 ଜଣ ଶିକ୍ଷକ ଟର୍ମିନାଲ୍…