Latest Odisha News
Browsing Category

ମୁଖ୍ୟ ଖବର

ଶୋଇଥିବା ଅବସ୍ଥାରେ ପୁଟିନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଫଳ, ରୁଷ ରାଷ୍ଟ୍ରପତିଙ୍କୁ କିପରି ଦିଆଯାଏ ସୁରକ୍ଷା…

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଏକ ବିପଦପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ଏଥର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ବଡ଼ ଡ୍ରୋନ ଆକ୍ରମଣ କରାଯାଇଛି। ତାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୮-୨୯…

ପରସ୍ପରକୁ ପରମାଣୁ ସ୍ଥାନ ତାଲିକା ହସ୍ତାନ୍ତର କଲେ ଭାରତ-ପାକିସ୍ତାନ, ପ୍ରତିବର୍ଷ କାହିଁକି ହୁଏ ଏହି ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଗୁରୁବାର ଦିନ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ପରମାଣୁ ପ୍ରତିଷ୍ଠାନର ଏକ ତାଲିକା ଆଦାନପ୍ରଦାନ କରିଛନ୍ତି ଯାହା ଉଭୟ ପକ୍ଷଙ୍କୁ ପରସ୍ପରର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ବାରଣ କରିଥାଏ। ନୂତନ ବର୍ଷ ଆରମ୍ଭରେ ଏହି ଅଭ୍ୟାସ…

ରାଷ୍ଟ୍ରପତି ଉଦଘାଟନ କଲେ ରାଇରଙ୍ଗପୁରରେ IGNOUର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର

ନୂଆଦିଲ୍ଲୀ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ #SkilltheNation AI ଚ୍ୟାଲେଞ୍ଜର ଶୁଭାରମ୍ଭ କରିଛନ୍ତି ଏବଂ ଓଡ଼ିଶାର ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର(IGNOU Regional Centre and Skill Centre) ଭର୍ଚୁଆଲ୍ ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି…

Gold Silver Price: ନୂତନ ବର୍ଷର ପ୍ରଥମ ଦିନରେ ବଢିଲା ସୁନା ମୂଲ୍ୟ, ଆଶ୍ବସ୍ତି ଦେଲା ରୂପା..

ଭୁବନେଶ୍ୱର: ନୂଆ ବର୍ଷର ଆରମ୍ଭରୁ ପୁଣି ଚିନ୍ତା ବଢାଇଲା ସୁନା ଦର । ନୂତନ ବର୍ଷର ପ୍ରଥମ ଦିନରେ ସୁନା ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାର ୧୦ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାରେ ପହଞ୍ଚିଛି, ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ…

Theater Release 2026: ଶାହରୁଖଙ୍କଠାରୁ ସଲମାନ ଖାନ ପର୍ଯ୍ୟନ୍ତ, ୨୦୨୬ରେ ହଲରେ କରିବେ ସିନେମା ବର୍ଷା, ୮…

ମୁମ୍ବାଇ: ୨୦୨୬ ବଲିଉଡ ଏବଂ ସର୍ବଭାରତୀୟ ସିନେମା ପାଇଁ ଏକ ଅତ୍ୟନ୍ତ ରୋମାଞ୍ଚକର ବର୍ଷ ହେବାକୁ ଯାଉଛି, ଯେଉଁଥିରେ ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରଣବୀର କପୁର ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ପରି ସୁପରଷ୍ଟାର ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି। ଏହି ବର୍ଷ, ଆକ୍ସନ,…

Nicco Park: ନିକୋ ପାର୍କର ହେବ ନବକଳେବର, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ । ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ । ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଆହୁରି କହିଛନ୍ତି ଯେ,…

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଏହା ହିନ୍ଦୁ ଧର୍ମର ଅପମାନ କହିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଭଗବାନ ରାମଙ୍କ ସହ ତୁଳନା। ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ…

ଏହି ଦେଶରେ ପାଳନ ହୁଏନି ନୂଆ ବର୍ଷ, ଜାନୁଆରୀ ୧ ସେଲିବ୍ରେସନ କଲେ ମିଳେ ଜେଲଦଣ୍ଡ

ନୂଆଦିଲ୍ଲୀ: ଆଜିଠାରୁ ନୂତନ ବର୍ଷ ଆରମ୍ଭ। ବିଶ୍ୱର ଅଧିକାଂଶ ସ୍ଥାନରେ, ଡିସେମ୍ବର ୩୧ ରାତିରେ ଜିରୋ ନାଇଟ ସେଲିବ୍ରେସନ କରିଛନ୍ତି। କିଛି ଦେଶ ଆତସବାଜି, କାଉଣ୍ଟଡାଉନ୍ ଏବଂ ଉତ୍ସବ ସହିତ ନୂତନ ବର୍ଷ ଆରମ୍ଭ କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦୁନିଆରେ ଏପରି କିଛି ଦେଶ ଅଛି…

ଗ୍ରାହକଙ୍କ ପାଇଁ ଖୁସିଖବର: BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ…

ନୂଆ ବର୍ଷ ପାଳନ ହେଲା କାଳ, ବିସ୍ଫୋରଣ ନେଲା ୪୦ ଜୀବନ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ…