Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଲୋକମାନଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ବଢ଼ାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏଣିକି ବିଡିଏ ଉପାଧ୍ୟକ୍ଷ ପ୍ରତି ମାସର ପ୍ରଥମ ଶନିବାର ଦିନ…

ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…

ପୁରୀ: ନବବର୍ଷରେ ଶୃଙ୍ଖଳିତ ନୀତି କାନ୍ତି ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ତେବେ ଆଜି ରାତ୍ର ୧୧ ଟାରେ ରାତ୍ର ପହୁଡ଼ କରାଯାଇ ରାତ୍ର ୨ଟା ରେ ଦ୍ବାରଫିଟା ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା…

ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ

ନୂଆଦିଲ୍ଲୀ: ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ଏପର୍ଯ୍ୟନ୍ତ ରାତି ୧୨ଟା ବାଜିବାକୁ ଅପେକ୍ଷା କରିଛନ୍ତି, ପ୍ରଶାନ୍ତ ମହାସାଗରର ଦୁର୍ଗମ ଅଞ୍ଚଳରେ ସ୍ଥିତ ଦୁଇଟି ଦ୍ବୀପରେ ନୂତନ ବର୍ଷ ପାଳନ ଆରମ୍ଭ ହୋଇସାରିଛି । ଭାରତଠାରୁ ପ୍ରାୟ ୯ ଘଣ୍ଟା ପୂର୍ବରୁ ୨୦୨୬ ଏଠାରେ ପହଞ୍ଚିଛି । ବିଶ୍ୱର…

IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ

ନୂଆଦିଲ୍ଲୀ:ଭାରତରେ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି ଯେ ଜାନୁଆରୀ ୧ ତାରିଖରେ GIFT Cityରେ ଭାରତୀୟ AI ଗବେଷଣା ପ୍ରତିଷ୍ଠାନ(IAIRO-Indian AI Research…

Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…

ପାରାଦୀପ: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପାରାଦୀପରେ ୩ କିଲୋମିଟର ବେଳାଭୂମି ହେବ । ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୪ କୋଟି ଟଙ୍କା । ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନବ ସମ୍ବଳ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ…

ଭାରତ ପାଇଁ ‘ସଂସ୍କାରର ବର୍ଷ’ ରୂପେ ସ୍ମରଣୀୟ ହୋଇ ରହିବ ୨୦୨୫

ନୂଆଦିଲ୍ଲୀ: ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭାରତୀୟଙ୍କ ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଏବଂ ଭରସାପୂର୍ଣ୍ଣ ଦୃଷ୍ଟିରେ ଦେଖୁଛି। ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ନେଇ ଭାରତର ଦ୍ରୁତ ପ୍ରଗତିକୁ ସାରା ବିଶ୍ୱରେ ପ୍ରଶଂସା…

Pralay Missile Test: ଚାନ୍ଦିପୁରରେ DRDO ପକ୍ଷରୁ ଦ୍ରୁତ କ୍ରମାଗତ ୨ଟି ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପ୍ରଳୟ କ୍ଷେପଣାସ୍ତ୍ରର ଏକ ପ୍ରମୁଖ ଏବଂ ସଫଳ ପରୀକ୍ଷଣ କରିଛି। ଓଡ଼ିଶାର ଚାନ୍ଦିପୁରରେ ଗୋଟିଏ ଲଞ୍ଚରରୁ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର କିଛି ସେକେଣ୍ଡ ମଧ୍ୟରେ ନିକ୍ଷେପ…

ସ୍ବଚ୍ଛ ସହରରେ ଦୂଷିତ ପାଣି ସାଜିଲା କାଳ: ଇନ୍ଦୋରରେ ଗଲାଣି ୮ ଜଣଙ୍କର ପ୍ରାଣ, ଅନେକ ହସ୍ପିଟାଲରେ ଭର୍ତ୍ତି

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି।…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? କଣ କହୁଛି ଆମେରିକୀୟ ଥିଙ୍କ ଟ୍ୟାଙ୍କ୍…

ନୂଆଦିଲ୍ଲୀ: ମେ ୨୦୨୫ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସଂଘର୍ଷ ଆରମ୍ଭ ହୋଇଥିଲା। ଯଦିଓ କିଛି ଦିନ ମଧ୍ୟରେ ଏକ ଯୁଦ୍ଧବିରତି ସ୍ଥିର ହୋଇଥିଲା। ପହଲଗାମ ଆକ୍ରମଣ ଏବଂ ଅପରେସନ ସିନ୍ଦୁର ପରେ ଏହି ସଂଘର୍ଷ ଦେଖାଦେଇଥିଲା। ଏବେ, ଏକ ପ୍ରମୁଖ ଆମେରିକୀୟ ଥିଙ୍କ ଟ୍ୟାଙ୍କ, ବୈଦେଶିକ ସମ୍ପର୍କ…

150 kg ammonium nitrate seized: ନୂଆବର୍ଷ ପାର୍ଟି ପୂର୍ବରୁ ୧୫୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ ଜବତ; ୨ ଗିରଫ

ନୂଆଦିଲ୍ଲୀ:ରାଜସ୍ଥାନର ଟୋଙ୍କ ଜିଲ୍ଲାରେ DST (ଜିଲ୍ଲା ସ୍ପେଶାଲ୍ ଟିମ୍) ଦଳ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ନୂଆବର୍ଷର ପାର୍ଟି ପୂର୍ବରୁ ରାଜସ୍ଥାନର ଟୋଙ୍କ ଜିଲ୍ଲାରେ ପୋଲିସର ଜିଲ୍ଲା ସ୍ୱତନ୍ତ୍ର ଦଳ (DST) ଏକ ବଡ଼ ଅଭିଯାନ ଚଳାଇଥିଲେ। ବରୋନି ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଯାଞ୍ଚ…