Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲଘୁ ଖଣିଜ କ୍ୱାରି ପରମିଟ୍‌ରେ ମନମାନିକୁ ବ୍ରେକ୍: ବେସରକାରୀ ପ୍ରକଳ୍ପକୁ ଅନୁମତି ମନା

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ଉତ୍ତୋଳନ ପାଇଁ ଦିଆଯାଉଥିବା କ୍ୱାରି ପରମିଟ୍‌କୁ ନେଇ ଏବେ ପ୍ରଶାସନିକ ସ୍ତରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପରମିଟ୍ ପ୍ରଦାନରେ କୌଣସି ପ୍ରକାରର ଅନିୟମିତତା କିମ୍ବା ମନମାନିକୁ ଆଉ ବରଦାସ୍ତ କରାଯିବ ନାହିଁ। କେବଳ ସରକାରୀ ଏବଂ ଜନସ୍ୱାର୍ଥମୂଳକ…

ପୋକ୍ସୋ ମାମଲା ତଦନ୍ତରେ ଗୁରୁତର ଅବହେଳା: ରାଇରଙ୍ଗପୁର ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ…

୧୨୦ ଦିନରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍, ସହଜରେ ଡିଫଲ୍ଟ ଜାମିନ ପାଇଲା ଅଭିଯୁକ୍ତ; କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ଗଲା ଆଇଜିଙ୍କ ରିପୋର୍ଟ

ବିଏମସିର କଡ଼ା ଆଭିମୁଖ୍ୟ: ଆବାସିକ ଘରେ ଚାଲିଛି ବେଆଇନ ବ୍ୟବସାୟ, ୧୩୮୦ ଘର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଏମସିର ଦକ୍ଷିଣ-ପୂର୍ବ ଜୋନ୍‌ ଅଧୀନରେ ଆସୁଥିବା ଆବାସିକ ଘରଗୁଡ଼ିକୁ ବେଆଇନ ଭାବେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର…

କମୁଛି ଜଳସ୍ତର; ହୀରାକୁଦରେ ୧୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଛି। ଯାହା ଏବେ ୬୧୮.୭୧ ଫୁଟ ରହିଛି। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଛି। ଫଳରେ ଡ୍ୟାମର ୧୩ଟି ଗେଟ ଦେଇ ବନ୍ୟାଜଳ ଛଡାଯାଉଛି। ୯୦,୭୩୧ କ୍ୟୁସେକ୍ ଜଳ…

ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରେନରେ ଯାତ୍ରା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ବ୍ରହ୍ମପୁର ରେଳ ଷ୍ଟେସନକୁ ଟ୍ରେନରେ ଯାତ୍ରା କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଯାତ୍ରା…

ଟ୍ରମ୍ପ, ପୁଟିନ ଓ ଏମାନେ… ବିଶ୍ୱର ୧୦ ସବୁଠୁ ବଡ ଧନୀ ଶାସକ

ନୂଆଦିଲ୍ଲୀ: ଅନେକ ବିଶ୍ୱ ନେତା କେବଳ ସେମାନଙ୍କର ରାଜନୈତିକ କ୍ୟାରିଅର ପାଇଁ ନୁହେଁ ବରଂ ସେମାନଙ୍କର ଅମାପ ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଆସନ୍ତୁ ଜାଣିବା ସେହିପରି ବିଶ୍ୱର କିଛି ସବୁଠାରୁ ଧନୀ ଶାସକ ଏବଂ ନେତାମାନଙ୍କ ବିଷୟରେ... ଆଉ…

ଦିଲ୍ଲୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ

ନୂଆଦିଲ୍ଲୀ: ଦିଲ୍ଲୀର ଲଜ୍‌‌ପତ ଭବନ ପରିସରରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନାବରଣ କରିଛନ୍ତି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ସୋମବାର…

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ ପାଇଁ ପ୍ରକଳ୍ପ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ (ବିକେପିପିଇଆର୍) ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ (ପିପିଆର୍) କୁ ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ମନିଟରିଂ କମିଟି (ଏସ୍ଏଲପିଏମସି) ଅନୁମୋଦିତ କରିଛି । ବୈଠକ ମୁଖ୍ୟ…

ଆଠ ମାସରେ କ’ଣ ପରିବର୍ତ୍ତନ ଘଟିଲା ଯେ BJP ବାଙ୍କିପୁର ଆସନରୁ ପ୍ରଶାନ୍ତ କିଶୋରଙ୍କଠୁ ହାରିଲା? ୫ଟି ବଡ଼ କାରଣ

ପାଟନା: ବିଜେପି ୨୦୧୪ରୁ କ୍ଷମତାକୁ ଆସିବା ପରେ ସବୁବେଲେ ଖବର ଥାଏ ବିଜେପି ଅନେକ ନିର୍ବାଚନ ମଣ୍ଡଳ ବା ରାଜ୍ୟରେ କ୍ଷମତା ଦଖଲ କଲା। କିନ୍ତୁ ଏଥର ବିଜେପି ଗଡରେ ଏକ ନୂଆ ଦଳ ଦଖଲ କରିଛି । ବିହାରର ରାଜଧାନୀ ପାଟନା ସ୍ଥିତ ହାଇ-ପ୍ରୋଫାଇଲ୍ 'ବାଙ୍କିପୁର' ବିଧାନସଭା ଆସନରେ ସୃଷ୍ଟି ହୋଇଛି ନୂଆ…

କଟକରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟିତ: ଯୁବପିଢ଼ିଙ୍କ ପାଇଁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ…

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ସୋମବାର କଟକ ଜିଲ୍ଲା ବାଙ୍କୀଠାରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ସଂସ୍କୃତି, ପ୍ରାଚୀନ ପରମ୍ପରା ଏବଂ ଆଧୁନିକ ଶିକ୍ଷାର ସମନ୍ୱୟରେ…