Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

NMMS Exam: ଫେବୃଆରୀ ୧ରେ ହେବ ଏନଏମଏମଏସ ପରୀକ୍ଷା

ଭୁବନେଶ୍ୱର: ଫେବୃଆରୀ ୧ରେ ଅନୁଷ୍ଠିତ ହେବ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନଏମଏମଏସ) ପରୀକ୍ଷା । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଏସସିଇଆରଟି) ଦ୍ବାରା ପରିଚାଳିତ ହେବ ଏହି ପରୀକ୍ଷା । ଏନେଇ ଏସସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା…

ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ସମ୍ପନ୍ନ ହେଲା ପ୍ରଥମ ଲିଭର ପ୍ରତିରୋପଣ

ଭୁବନେଶ୍ୱର: ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି ଏମ୍ସ ଭୁବନେଶ୍ବର । ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ…

ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ ହେଲା ଘେଁସ କଲେଜ

ଭୁବନେଶ୍ୱର: ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତୀ…

Silent Warriors On Kartavya Path: ସିଆଚେନରୁ କାର୍ତ୍ତବ୍ୟ ପଥ; ‘ମୂକ ଯୋଦ୍ଧା’ ଗଣତନ୍ତ୍ର ଦିବସରେ…

ନୂଆଦିଲ୍ଲୀ: ୨୦୨୬ ମସିହାରେ ଚଳିତ ଗଣତନ୍ତ୍ର ଦିବସରେ କାର୍ତ୍ତବ୍ୟ ପଥ ଉପରେ ଏକ ସ୍ୱତନ୍ତ୍ର ଏବଂ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିବ। ଏହି ବର୍ଷର ପରେଡରେ ସେନାର 'ମୂକ ଯୋଦ୍ଧା'ମାନେ କାର୍ତ୍ତବ୍ୟ ପଥ ଉପରେ ମାର୍ଚ୍ଚିଙ୍ଗ କରିବେ। ଏହି ମୂକ ଯୋଦ୍ଧାମାନଙ୍କ ମଧ୍ୟରେ ବାକ୍ଟ୍ରିଆନ୍ ଓଟ, ଘୋଡା,…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ: ୩୫୦ ନୃତ୍ୟଶିଳ୍ପୀ ସହ ବିଦେଶରୁ ଭାଗନେଇଥିଲେ ୧୫ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ…

Sand Art: ବାଲୁକା କଳାରେ ବିଶ୍ୱକୁ ନବବର୍ଷର ଶୁଭେଚ୍ଛା ଓ ଶାନ୍ତିର ବାର୍ତ୍ତା…

ପୁରୀ: ରାତି ପାହିଲେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବ ସମସ୍ତ ବିଶ୍ବ । ଏନେଇ ଚାରିଆଡେ ଉତ୍ସବ ମୁଖର । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ…

୧୮ ମାସରେ ୪୦,୯୪୭ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ: ବିଜେଡି

ଭୁବନେଶ୍ୱର: ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ…

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ…

Russia Deploys Oreshnik Hypersonic Missile: ପୁଟିନଙ୍କୁ ଟାର୍ଗେଟ ପରେ… ରୁଷ କଲା ପରାମାଣୁ ମିସାଇଲ…

ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ…

Asim Munir: କାହିଁକି ଅସୀମ ମୁନିର ନିଜ ଝିଅର ବିବାହ ଗୁପ୍ତ ଭାବରେ କଲେ? ଭୟ ପଛର କାରଣ…

ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ସେନା ମୁଖ୍ୟାଳୟରେ ତାଙ୍କ ଝିଅର ବିବାହ କରିଛନ୍ତି । ଯାହାକି ବହୁତ ଗୁପ୍ତ ଭାବରେ ହୋଇଥିଲା । ମୁନିର ନିଜ ପୁତୁରା ସହିତ ତାଙ୍କ ଝିଅର ବିବାହ କରିଛନ୍ତି। ତେବେ ମୁନିରଙ୍କ ଏପରି ଭୟର କାରଣ କ’ଣ ବୋଲି ଚର୍ଚ୍ଚା ହେଉଛି । ପାକିସ୍ତାନର…