Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Trump’s ‘hellhole’ India post: ଭାରତକୁ ନର୍କ ସହ ତୁଳନା କଲେ ଟ୍ରମ୍ପ, କଡ଼ା ଉତ୍ତର ଦେଇ ଇରାନ କହିଲା,…

ନୂଆଦିଲ୍ଲୀ: ଉପରେ ଭାରତକୁ ବନ୍ଧୁ, ଭିତରେ ଭାରତ ପାଇଁ ବିଷ ଭରି ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପଦାରେ ପଡ଼ିଲା ଅସଲ ମୁଖା। କଡ଼ା ସମାଲୋଚନା କଲେ ଭାରତ ସରକାର। ଇରାନ ବି ବର୍ଷିଲା। ଇରାନର ମୁମ୍ବାଇ ସ୍ଥିତ ଦୂତାବାସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ…

PM Modi’s Boat Ride On Hooghly River: ବଙ୍ଗଳାର ଆତ୍ମାରେ ପ୍ରବାହିତ ଗଙ୍ଗା…ହୁଗଳି ନଦୀ କୂଳରେ ସମୟ…

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି ରହିଥିବା ବେଳେ ଏହାରି ଭିତରେ ଗଙ୍ଗା କୂଳରେ ବସି ଥଣ୍ଡା ଏବଂ ଶାନ୍ତ ପରିବେଶର ମଜା ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ କୋଲକାତାର ହୁଗୁଳି ନଦୀ କୂଳ ପରିଦର୍ଶନ କରିଥିଲେ। ଏଥିସହିତ ସେ ବୋଟ୍…

ଜନଗଣନାକାରୀଙ୍କ ସୁରକ୍ଷା ପାଇଁ ଏସ୍‌ଓପି ଜାରି; ବ୍ୟାଘାତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୩ ବର୍ଷ ଜେଲ୍..

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜନଗଣନାକାରୀଙ୍କ ଉପରେ ଆକ୍ରମଣ ପରେ ସେମାନଙ୍କ ସୁରକ୍ଷା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ଜନଗଣନାରେ ବାଧା ସୃଷ୍ଟି କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଏହାକୁ…

ଚାରିଆଡେ ଏବେ ଚର୍ଚ୍ଚା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ଅମିତ ଶାହ ସୋଶିଆଲ ମିଡିଆରେ କଲେ କ୍ଷମାପ୍ରାର୍ଥନା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଉଷ୍ମତା ମଧ୍ୟରେ ଏକ ଭିନ୍ନ ତଥା ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ନିଜର ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ପହଞ୍ଚିବାରେ ବିଳମ୍ବ ହେବାରୁ ନିଜ ସମର୍ଥକଙ୍କୁ ସୋସିଆଲ ମିଡିଆ…

ସାରା ରାଜ୍ୟକୁ କଲବଲ କରୁଛି ପ୍ରଚଣ୍ଡ ତାତି, ୪୩ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା

ଭୁବନେଶ୍ବର: ଓଡ଼ିଶାରେ ତାତିର କର୍ଫ୍ୟୁ। ଆକାଶରୁ ନଆଁ ବର୍ଷା। ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ। ୪୪ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର। ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି।…

ଇସ୍ରାଏଲ-ଲେବାନନ୍‌ରେ ୩ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

ତେହେରାନ: ଲେବାନନ୍ ଏବଂ ଇସ୍ରାଏଲ୍ ଯୁଦ୍ଧବିରତିକୁ ଆଉ ତିନି ସପ୍ତାହ ପାଇଁ ବୃଦ୍ଧି କରିବାକୁ ପାରସ୍ପରିକ ସହମତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ। ଇସ୍ରାଏଲୀ…

ଯୁଦ୍ଧବିରତି ମଧ୍ୟରେ ସତର୍କତା: ଇରାନରେ ଭାରତୀୟ ଦୂତାବାସର ନୂତନ ପରାମର୍ଶ

ନୂଆଦିଲ୍ଲୀ: ଇରାନ ନଯିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ। ଉଭୟ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭକୁ ନେଇ ଦୂତାବାସର ପରାମର୍ଶ। ଆକାଶ ଓ ଜଳପଥରେ ଯାତ୍ରା ନ କରିବାକୁ ପରାମର୍ଶ ଜାରି ହୋଇଛି। ଇରାନରେ ରହିଥିବା ଭାରତୀୟ ମାନେ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ସହ ସମ୍ପର୍କ…

Visa-free Transit: ଭାରତୀୟ ନାଗରିକଙ୍କ ପାଇଁ ଫ୍ରାନ୍ସ ଭିସା-ମୁକ୍ତ ଟ୍ରାଞ୍ଜିଟ୍ ସେବା ଆରମ୍ଭ

ନୂଆଦିଲ୍ଲୀ:ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ମଜବୁତ ହେଉଛି। ଏବେ ଏହାକୁ ଆହୁରି ମଜବୁତ କରିବା ପାଇଁ ଆଉ ଏକ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସ ଭାରତୀୟ ଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧା ଆରମ୍ଭ କରିଛି। ଫ୍ରାନ୍ସ ସରକାର ୟୁରୋପୀୟ କ୍ଷେତ୍ରରେ ନିଜର ବିମାନବନ୍ଦର ଦେଇ…

ShreeMandir:ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ପୁରୀ:ଶ୍ରୀମନ୍ଦିରର ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ…

ISI-Linked Module: ATSର ବଡ଼ କାର୍ଯ୍ୟାନୁଷ୍ଠାନ;ISI ଏବଂ ପାକିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ସହ ଜଡିତ ଦୁଇ ସନ୍ଦିଗ୍ଧ…

ନୂଆଦିଲ୍ଲୀ:ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ATS) ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ପାକିସ୍ତାନୀ ଗ୍ୟାଙ୍ଗଷ୍ଟରମାନଙ୍କ ପାଇଁ କାମ କରୁଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ନାମ ତୁଷାର ଚୌହାନ ଓରଫ ହିଜବୁଲ୍ଲାହ…