Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର…

ନୂଆଦିଲ୍ଲୀ:ନୂତନ ବର୍ଷ ପୂର୍ବରୁ ଦେଶ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେଲା ଭାରତ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଭାରତ ୪.୧୮ ଟ୍ରିଲିୟନ ଡଲାରର ଜିଡିପି ସହ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ…

୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍‌ଡି ଗିରଫ

ଭୁବନେଶ୍ୱର: ୭୯ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେରଫେର ମାମଲାରେ ସମ୍ବଲପୁରର ଜମନକିରା ଲାର୍ଜ-ସାଇଜ୍ ଏଗ୍ରିକଲ୍ଚରାଲ୍ ମଲ୍ଟି-ପର୍ପଜ୍ କୋଅପରେଟିଭ୍ ସୋସାଇଟି (ଲ୍ୟାମ୍ପସ) ଲିମିଟେଡ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଫଣିନ୍ଦ୍ର କୁମାର ସାହୁଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି।…

January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ

ଭୁବନେଶ୍ବର: ଜ୍ୟୋତିଷ ଦୃଷ୍ଟିକୋଣରୁ ୨୦୨୬ ମସିହାର ଆରମ୍ଭ ବହୁତ ଖାସ୍ ହେବାକୁ ଯାଉଛି। ଜାନୁଆରୀ ୨୦୨୬ରେ ଗ୍ରହ ସ୍ଥିତି ଏପରି ସୃଷ୍ଟି ହେଉଛି ଯେ ସେମାନେ ଗୋଟିଏ ନୁହେଁ ପାଞ୍ଚଟି ଦୁର୍ଲଭ ଏବଂ ଶୁଭ ରାଜଯୋଗ (ଉପକାରୀ ଗ୍ରହ ମିଶ୍ରଣ) ସୃଷ୍ଟି କରିବେ। ଜାନୁୟାରୀ ୨୦୨୬ରେ ମାଲବ୍ୟ ରାଜଯୋଗ,…

Bangladeshi Fundamentalist Groups: ଉତ୍ତର-ପୂର୍ବକୁ ଅସ୍ଥିର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ…କୁଖ୍ୟାତ JMBର…

ନୂଆଦିଲ୍ଲୀ:ଆସାମରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (JMB) ସହିତ ଜଡିତ ଏଗାର ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆସାମର ଚାରୋଟି ଭିନ୍ନ ଭିନ୍ନ ଜିଲ୍ଲା: ବରପେଟା, ବକ୍ସା, ଚିରଙ୍ଗ ଏବଂ ଦାରାଙ୍ଗରୁ ଏହି ଗିରଫଦାରୀ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,…

Dhruv NG Helicopter Lifts Off:ଭାରତୀୟ ସେନାର ଧ୍ରୁବ-ଏନଜି ହେଲିକପ୍ଟରରେ ଯାତ୍ରା କରିପାରିବେ ସାଧାରଣ ନାଗରିକ ;…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତର ଏରୋସ୍ପେସ୍ ହବ୍ ବେଙ୍ଗାଲୁରୁର ଆକାଶରେ ଏକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଛି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର ଧ୍ରୁବ-ନ୍ୟୁ ଜେନେରେସନ (NG) (Dhruv NG Helicopter Lifts Off)ମଙ୍ଗଳବାର ଦିନ…

ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ସରକାରୀ କାର୍ଯ୍ୟାଳୟ ନଯିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର:ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟ ଦିବସ ଭାବେ ଚାଲିବ। ତେବେ, ମୁଖ୍ୟମନ୍ତ୍ରୀଙ୍କୁ…

Gun Mafia: ବନ୍ଧା ହେଲେ ଚୋରା ବନ୍ଧୁକ ବେପାରୀ, ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୋଲିସର ଚଢ଼ଉ

ସୁନ୍ଦରଗଡ଼: ରାଉରକେଲା ସହରରେ କଥା କଥାକେ ଗୁଳି ଫୁଟିବା ଜିଲ୍ଲା ପୋଲିସର ଚିନ୍ତା ବଢ଼ାଇଛି। ଗତ ୩୫ ମାସ ମଧ୍ୟରେ ରାଉରକେଲା ଜିଲ୍ଲା ପୋଲିସ ୬୬ ବନ୍ଧୁକ ଜବତ କରିବା ସହ ୧୨୨ଜଣକୁ ଗିରଫ କରି ଜେଲ୍‌ ପଠାଇଥିଲା। ଅବୈଧ ଭାବରେ ବନ୍ଧୁକ ବିକ୍ରି କରୁଥିବା କିଛି ଅଭିଯୁକ୍ତକୁ ଧରିଛି ପୋଲିସ।…

ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ସମ୍ବଲପୁର: ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ଶତାଧିକ ଭାରୀ ଯାନ ଯାତାୟାତ କରୁଛି। ଫଳରେ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି। ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ରେଢ଼ାଖୋଲ ସହରବାସୀଙ୍କ ଦୀର୍ଘଦିନର…

Humane Death Case: ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ। ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲାରେ…

Corruption: ‘ଯେଉଁମାନେ ଆଜି ନୂଆ ଚାକିରି ପାଉଛନ୍ତି, ସମ୍ପତ୍ତି ରଖି ଟିଭିରେ ନ ବାହାରନ୍ତୁ’;…ନିଯୁକ୍ତି…

ଭୁବନେଶ୍ବର: ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନର ତିନୋଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ଵଚ୍ଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କର। ଆଜିର ନିଯୁକ୍ତି ମେଳା ହେଉଛି ୧୪ତମ ନିଯୁକ୍ତି ମେଳା ଏବଂ ପଞ୍ଚମ ବୃହତମ ନିଯୁକ୍ତି ମେଳା ବୋଲି କହିଛନ୍ତି…