Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆନ୍ଧ୍ରରେ ବଢୁଛି କୋଭିଡ୍ ମାମଲା, ଗଞ୍ଜାମରେ ହାଇ ଆଲର୍ଟ…

ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ଯୋଗୁ ଓଡ଼ିଶା ସରକାର ରାଜ୍ୟ ସହିତ ସୀମାବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମରେ ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନିରୀକ୍ଷଣ ଏବଂ ପ୍ରସ୍ତୁତିକୁ…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର 

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ।…

ମର୍ସିଡିଜ୍ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ୧୦୦ମି. ଘୋଷାଡ଼ି ନେଲା…

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଶାସ୍ତ୍ରୀ ନଗର ଛକରେ ଏକ ମର୍ସିଡିଜ୍-ବେଞ୍ଜ୍ ଏକ ବାଇକକୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା ବାଇକ୍। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ…

ହର୍ମୁଜରେ ୟୁଇର ଟ୍ୟାଙ୍କରକୁ ଇରାନର ମିସାଇଲ ମାଡ, ଭାରତୀୟ ମୃତ

ତେହେରାନ: ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ୟୁଏଇ ପତାକାଯୁକ୍ତ ଟ୍ୟାଙ୍କର ଉପରେ ଇରାନୀ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଜଣେ ଭାରତୀୟ କ୍ରୁଜ୍ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆଠ ଜଣ…

ପାକିସ୍ତାନକୁ PoK ନେତାଙ୍କ ଖୋଲା ଚେତାବନୀ: ‘ସ୍ୱାଧୀନତା’ ପାଇଁ ଦେଲେ ଡେଡଲାଇନ୍, ଉଡ଼ିଲା ଶାହବାଜ ଓ…

ଇସଲାମାବାଦ/ମୁଜାଫରାବାଦ: ପାକିସ୍ତାନ ସରକାର ଏବଂ ସେନା ପାଇଁ ଏବେ ବଡ଼ ଅଡୁଆ ପାଲଟିଛି ପାକ୍ ଅଧିକୃତ କାଶ୍ମୀର। ଦୀର୍ଘ ଦିନ ଧରି ପାକିସ୍ତାନର ଅତ୍ୟାଚାର, ଅବହେଳା ଏବଂ ଶୋଷଣର ଶିକାର ହେଉଥିବା PoK ବାସୀ ଏବେ ସିଧାସଳଖ ଇସଲାମାବାଦକୁ ଚାଲେଞ୍ଜ ଦେଇଛନ୍ତି। ପାକିସ୍ତାନ କବଜାରୁ ମୁକୁଳିବା…

ପକେଟ୍ ଉପରେ ପୁଣି ମହଙ୍ଗା ମାଡ଼! ୧୭ ମାସ ପରେ ଡରାଇଲାଣି ଦରଦାମ, ବଢ଼ିଲା ଆରବିଆଇର ଟେନସନ୍…

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଏକ ନିରାଶାଜନକ ଖବର। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ଗତ ୧୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟକୁ ଅତିକ୍ରମ କରିଛି। ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଜୁନ୍ ମାସରେ ଦେଶରେ ମହଙ୍ଗା ମାଡ଼ ତୀବ୍ର ହୋଇଛି, ଯାହା…

Puri Rath Yatra:ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବେ ୨୩୦ ଡାକ୍ତର;ବଡଦାଣ୍ଡରେ ହେବ ୮ ଅସ୍ଥାୟୀ ଡାକ୍ତରଖାନା

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ…

କୋଚିଂ ସେଣ୍ଟର ବିବାଦ ମାମଲା; ଖାନ୍ ସାରଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ

ପାଟନା: କୋଚିଂ ସେଣ୍ଟର ମାରପିଟ୍ ତଥା ଗୁଳିକାଣ୍ଡ ମାମଲାରେ ଖାନ୍ ସାରଙ୍କୁ ଆଶ୍ବସ୍ତି । ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ । ଖାନ୍ ସାରଙ୍କ ସହିତ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀଙ୍କୁ ମଧ୍ୟ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଖାନ୍ ସାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବରୁ…

E20 ପେଟ୍ରୋଲକୁ ନେଇ କାହିଁକି ଉଠୁଛି ଝଡ଼? ଜାଣନ୍ତୁ ଇଥାନଲ୍ ବ୍ଲେଣ୍ଡିଂର ପୂରା କାହାଣୀ ଏବଂ ଥାଇଲାଣ୍ଡରୁ ମିଳୁଥିବା…

ନୂଆଦିଲ୍ଲୀ: ନିକଟ ଅତୀତରେ E20 ପେଟ୍ରୋଲକୁ ନେଇ ସାରା ଦେଶରେ ଏକ ବଡ଼ ବିବାଦ ଦେଖାଦେଇଛି। ସୋସିଆଲ ମିଡିଆରେ ଅନେକ ଲୋକ ଅଭିଯୋଗ କରୁଛନ୍ତି ଯେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (E20) ବ୍ୟବହାର କରିବା ଦ୍ୱାରା ସେମାନଙ୍କ ଗାଡ଼ିର ଇଞ୍ଜିନ ଖରାପ ହେଉଛି ଏବଂ ମାଇଲେଜ୍ ମଧ୍ୟ କମିଯାଉଛି।…

କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ, ଖର୍ଚ୍ଚ ହେବ ୭୪.୭୮ କୋଟି

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି । ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ…