Latest Odisha News
Browsing Category

ମୁଖ୍ୟ ଖବର

Board Exam: ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

କଟକ: ଆସନ୍ତାକାଲି ଠାରୁ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଫର୍ମ ପୂରଣର ଶେଷ…

ଚଳଚ୍ଚିତ୍ର ‘ମହିମା ଅଲେଖ’ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ

ଭୁବନେଶ୍ୱର: 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI)ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ହିମାଂଶୁ ଶେଖର ଖଟୁଆ । ଓଡିଶାରେ ଜନ୍ମିତ ମହିମା…

‘ଏକାମ୍ର ୱାକ୍‌ସ’ର ୯ମ ସଂସ୍କରଣ ଶୁଭାରମ୍ଭ: ଐତିହ୍ୟ ପାଳନ ଓ ସ୍ୱଚ୍ଛତାକୁ ପ୍ରୋତ୍ସାହନ

ଭୁବନେଶ୍ବର: ଇଣ୍ଡିଆନ ରୋଡ୍ କଂଗ୍ରେସର (ଆଇଆରସି) ଅବସରରେ 'ଐତିହ୍ୟ ପାଳନ କରନ୍ତୁ, ଭୁବନେଶ୍ବରକୁ ସଫା ରଖନ୍ତୁ ।' ଶୀର୍ଷକ ବାର୍ତ୍ତାକୁ ନେଇ 'ଏକାମ୍ର ୱାକ୍‌ସ'ର ୯ମ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି । ଶୁକ୍ରବାର ଜନତା ମଇଦାନ ଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ମହାନଗର…

ଓଡିଶାରେ ଗଡିବ ହାଇଡ୍ରୋଜେନ ଯାନ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଜୟରାମ ଗଡକରୀଙ୍କ ଦ୍ୱାରା ୮୪ତମ ଭାରତୀୟ ସଡକ କଂଗ୍ରେସ ସମାବେଶ ଉଦଘାଟନ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓଡିଶା ପାଇଁ ୧୦୦୦ କୋଟି ଟଙ୍କାର…

ନୂଆପଡାରେ ସରକାରଙ୍କୁ ଧୋଇଲେ ନବୀନ, ଏମିତି କଲେ ଟାର୍ଗେଟ…

ନୂଆପଡା: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଦିନିକିଆ ନୂଆପଡା ଗସ୍ତରେ ଯାଇ ସେଠାରେ ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ଦୀର୍ଘ ତିନି ଘଣ୍ଟା ଧରି ଖରିଆର ରୋଡ ଓ ନୂଆପଡାରେ ବିଶାଳ ରୋଡ ଶୋ ରେ ଯୋଗ ଦେଇ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ…

ଭୋଟ ଗ୍ରହଣ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା

ଭୁବନେଶ୍ବର: ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ…

ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ ଘଟଣା: ‘ନବୀନଙ୍କ ଫ୍ଲାଇଟ୍ ପ୍ଲାନ୍ ଦାଖଲ ହୋଇନଥିଲା’

ଭୁବନେଶ୍ବର: ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ବିଜେଡି ନେତା ଚିନ୍ମୟ ସାହୁଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବମିଟ୍ କରି…

NISAR: ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ଜାଣିପାରିବ ଭାରତ!, ବଡ ସଫଳତା ହାସଲ କଲେ…

ନୂଆଦିଲ୍ଲୀ: ଭାରତ ଭୂମିକମ୍ପ ଏବଂ ସୁନାମି ଭଳି ବିପର୍ଯ୍ୟୟର ସଂକେତ ପୂର୍ବରୁ ଜାଣିପାରିବ । ଆଜିଠୁ କାର୍ଯ୍ୟକ୍ଷମ ହୋଇଛି NISAR। NISAR ଉପଗ୍ରହଟି ISRO ଏବଂ NASA ମଧ୍ୟରେ ଏକ ମିଳିତ ମିଶନ ଭାବରେ ନିର୍ମିତ ହୋଇଥିଲା। ଏହା ଆଜି, ନଭେମ୍ବର 7 ତାରିଖରେ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ଜୁଲାଇ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୨୦୯ ଓକିଲ ଦାଖଲ କଲେ ୱକାଲତନାମା

ଗଞ୍ଜାମ: ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ସପକ୍ଷରେ ପୂର୍ବରୁ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିବାବେଳେ, ଏବେ ୨୦୯ଜଣ ଓକିଲ ତାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କରିଥିବା ଜଣାପଡିଛି ।…

ଏସଆଇ ପରୀକ୍ଷା ଘୋଟାଲା ମାମଲା; ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ…