Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Police SI Exam Scam: ଭୁବନେଶ୍ୱରରେ ପହଞ୍ଚିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି, ଉତ୍ତରାଖଣ୍ଡରୁ ଗିରଫ କରିଥିଲା…

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲା ବହୁଚର୍ଚ୍ଚିତ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲା କ୍ରାଇମ୍‌ବ୍ରାଞ୍ଚ । ଏୟାରପୋର୍ଟରୁ ସିଧା କ୍ରାଇମ୍‌ବ୍ରାଞ୍ଚ ଅଫିସ୍ ଗଲା ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି । ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…

ଟ୍ରେନ୍ ଲାଇନ୍ ପାର୍ ସମୟରେ ଦନ୍ତା ହାତୀ ମୃତ

ବାରିପଦା: ଥମୁନି ହାତୀ ମୃତ୍ୟୁ । ପୁଣି ଟ୍ରେନ୍ ଧକ୍କାରେ ଆଉ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧିନ ଜୁଗଳ ଷ୍ଟେସନ ନିକଟରେ ଏକ ଦନ୍ତାକୁ ଶାଲିମାର୍-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କା ଦେବା ଫଳରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ରାତି…

ମହାକାର୍ତ୍ତିକ ପଞ୍ଚୁକ ଆରମ୍ଭ: ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନିତିକାନ୍ତି, ବାହାରକାଠରୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଆଜିଠୁ ଧର୍ମମାସ କାର୍ତ୍ତିକର ପଞ୍ଚୁକ ବ୍ରତ ଆରମ୍ଭ । ଏଥର ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେବ । କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ କ୍ଷୟ ହେଉଥିବାରୁ ୪ ଦିନ ବ୍ରତ ପଡ଼ୁଛି । ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ । ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ…

Ragging Allegation: MKCGରେ ପୁଣି ରାଗିଂ ଅଭିଯୋଗ; ବେନାମୀ ଅଭିଯୋଗ ନେଇ ଅସନ୍ତୋଷ…

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ଆସିଛି ।କଲେଜର ୫ ସିନିଅର ଛାତ୍ରଙ୍କ ନାଁରେ ରାଗିଂ ଅଭିଯୋଗ ହୋଇଛି । ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ କରିଛନ୍ତି ଜଣେ ଛାତ୍ର । ଏହାକୁ ଭିତ୍ତି କରି ଶନିବାର ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ…

Nuapada Bypoll: ବିଜେପି ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି;କହିଲା-ପୋଲିସ ପ୍ରଶାସନକୁ ବ୍ୟବହାର କରୁଛି…

ଭୁବନେଶ୍ୱର: ପୋଲିସ ପ୍ରଶାସନର ଅପବ୍ୟବହାର କରି ଭାରତୀୟ ଜନତା ପାର୍ଟି ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜୁ ଜନତା ଦଳ ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି । ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଶନିବାର ରାଜ୍ୟର ମୁଖ୍ୟ…

SI Exam Scam:ଏସଆଇ ପରୀକ୍ଷା କେଳେଙ୍କାରୀ; ନେପାଳ ବର୍ଡରରୁ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ଭୁବନେଶ୍ବର: ବହୁଚର୍ଚ୍ଚିତ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡଅଞ୍ଚଳରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ତେବେ ଘଟଣା ପରଠାରୁ ସେ ନେପାଳ ବର୍ଡରରେ ଆତ୍ମଗୋପନ କରିଥିଲା । ତେବେ ପୁଲିସ ଶଙ୍କରକୁ ଖୋଜିଖୋଜି…

Subhadra Shakti Mela: ‘ସୁଭଦ୍ରା ଶକ୍ତିମେଳା’ ଉଦ୍‌ଘାଟିତ; ନଭେମ୍ୱର ୧ ରୁ ୧୨ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର:ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା…

Government holiday: ୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି

ଭୁବନେଶ୍ବର:ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ RDC । ଏସବୁ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି । ନ୍ଧମାଳ ଜିଲ୍ଲାର ବାଲିଗୁଡ଼ା…

Bali Yatra 2025: ରାତି ୧୧ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ…

ବାଲିଯାତ୍ରା:ପାଖେଇ ଆସିଲାଣି କଟକ ଐତିହାସିକ କଟକ ବାଲିଯାତ୍ରା । ୫ ତାରିଖରୁ ମହାନଦୀ ପଠା ଦୁଲୁକିବ । କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତବର୍ଷ ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…