Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Industrial Projects In Khordha:୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ…

ଭୁବନେଶ୍ୱର: ଶିଳ୍ପ ଅଭିବୃଦ୍ଧି ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରତି ରାଜ୍ୟର ଦୃଢ଼ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ୪୦, ୮୧୧ କୋଟି ଟଙ୍କା…

Job Alert: ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି; ୩୦ଜିଲ୍ଲାରେ ସିଧାସଳଖ ନିଯୁକ୍ତି…

ଭୁବନେଶ୍ବର: ରାଜ୍ୟର ରାଜସ୍ବ ପ୍ରଶାସନକୁ ଆହୁରି ସୁଦୃଢ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀକୁ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୂରଣ କରିବାକୁ ସ୍ୱୀକୃତି ମିଳିଛି। ଏହି ନିଯୁକ୍ତି ନିମନ୍ତେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ…

PG Entrance Test: ମେ’ ୫ରୁ ଅନୁଷ୍ଠିତ ହେବ ପିଜି ପ୍ରବେଶିକା ପରୀକ୍ଷା;୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ

ଭୁବନେଶ୍ୱର: ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୬ ମେ' ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି) ପକ୍ଷରୁ CPET ପ୍ରବେଶିକା ପରୀକ୍ଷା…

Expeditiously exit Iran:’ଯଥାଶୀଘ୍ର ଇରାନ ଛାଡି ଦିଅ’; ଯୁଦ୍ଧବିରତି ମଧ୍ୟରେ ଭାରତୀୟ ଦୂତବାସର ହାଇ…

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହୋଇଥିଲେ ମଧ୍ୟ ଭାରତ ଇରାନରେ ଉପସ୍ଥିତ ଥିବା ନିଜର ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି। ବୁଧବାର ଦିନ ଭାରତ ଇରାନରେ ଥିବା ନିଜର ନାଗରିକଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରିଛି। ଇରାନରେ ଥିବା…

LPG Crisis: ଯୁଦ୍ଧବିରତି ଘୋଷଣା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି, ରାଜ୍ୟ ସରକାରଙ୍କୁ କହିଲେ ତୁରନ୍ତ କର ଏହି…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଲପିଜି ଯୋଗାଣ ପାଇଁ ନୂତନ ଫର୍ମୁଲା ପ୍ରସ୍ତୁତ କରିଥିବା ବେଳେ ସମସ୍ତ ରାଜ୍ୟ ସରକାରଙ୍କୁ ୩ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଦେଶବ୍ୟାପୀ ଏଲପିଜି ଅଭାବକୁ ଦୃଷ୍ଟିରେ…

ଜନ୍ମଦିନରେ ନୂଆ ଲୁକରେ ଆସିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି ଅଲ୍ଲୁଙ୍କର ୪୪ତମ ଜନ୍ମଦିନ । ଏହି ପବିତ୍ର ଜନ୍ମଦିନରେ ସେ ପ୍ରଂଶସକଙ୍କ ପାଇଁ ନୂଆ ଭେଟି ଆଣି ଦେଇଛନ୍ତି । ଜନ୍ମଦିନରେ ନୂତନ ଚଳଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି । ରାକା ଚଳଚିତ୍ର ପୋଷ୍ଟର…

୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ବିଶ୍ୱରେ ଘୋଡ଼ାଇ ହୋଇଥିବା ଯୁଦ୍ଧର କଳାବାଦଲ ଏବେ ହଟିବା ଆରମ୍ଭ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ୧୫ ଦିନିଆ ଯୁଦ୍ଧବିରତି କେବଳ ବନ୍ଧୁକକୁ ନୀରବ କରିନାହିଁ, ବରଂ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ହ୍ରାସ ପାଇବା ମଧ୍ୟ ନୂତନ ଆଶା ସୃଷ୍ଟି କରିଛି। ଯଦି ଆପଣ ମଧ୍ୟ ମହଙ୍ଗା…

LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ

ଡେରାଡୁନ: ଗ୍ୟାସ୍ ଟାଙ୍କି ପାଇଁ ଦେଶରେ ଚାଲିଛି ଟଣାଓଟରା। ସରକାର ଯେତେ କହିଲେ ବି, ଠିକ୍ ସମୟରେ ମିଳିପାରୁନି ଟାଙ୍କି। କେଉଁଠି ୩୦୦୦ ତ ଆଉ କେଉଁଠି ୫୦୦୦ ଟଙ୍କା ମୂଲ୍ୟ ହୋଇଥିବା ବେଳେ... ଉଜ୍ବଳାରେ ସାମିଲ ଥିବା ଗ୍ରାହକ ବି ବହି ଥାଇ ହାତ ଖାଲି। ମିଳୁନି ଗ୍ୟାସ୍ ଯୋଗାଣ। ଏହି ସମୟରେ…

ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି। ଏହାର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ମଧ୍ୟ ପଡୁଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା, ଯେତେବେଳେ…