Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Adi kailash-Om parvat yatra: ସହଜ ହେବ ଆଦି କୈଳାସ ଯାତ୍ରା:୫.୪କି.ମି ସୁଡ଼ଙ୍ଗ ହେବ ନିର୍ମାଣ,ଏପରି ରହଛି…

ନୂଆଦିଲ୍ଲୀ:ଆଦି କୈଳାସ ଯାତ୍ରା ହେବ ସହଜ । ଓମ୍ ପର୍ବତ କୈଳାସ ମାନସରୋବର ଯାତ୍ରା ମାର୍ଗରେ ଚୀନ୍ ସୀମା ସଂଲଗ୍ନ ପିଥୌରାଗଡ଼ର ବ୍ୟାସ ଉପତ୍ୟକାକୁ ସହଜ ଏବଂ ନିରାପଦ କରିବା ପାଇଁ କେନ୍ଦ୍ର ସରକାର ଏକ ୫.୪ କିଲୋମିଟର ଲମ୍ବା ସୁଡ଼ଙ୍ଗ ନିର୍ମାଣ କରିବେ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ…

Ind-US Deal: ପ୍ରତିରକ୍ଷା କ୍ଷେତ୍ରରେ ବଡ ଡିଲ୍ କଲେ ଭାରତ-ଆମେରିକା, ପୂର୍ବରୁ କେବେ ହୋଇନଥିଲା ଏମିତିକା ଡିଲ୍…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ କରିବା ପରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହା ଘୋଷଣା କରିଛନ୍ତି। ଚୁକ୍ତି ଅନୁଯାୟୀ, ଉଭୟ…

SI Exam Scam Case: SI ପରୀକ୍ଷା କେଳେଙ୍କାରୀ ମାମଲା: CBIକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: SI ପରୀକ୍ଷା କେଳେଙ୍କାରୀ ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। ତଦନ୍ତରେ ସହଯୋଗ କରାଯିବ ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ। ଆନ୍ତଃରାଜ୍ୟ ଲିଙ୍କ୍ ଥିବା ପୂର୍ବରୁ କହିଥିଲୁ ବୋଲି କହିଛନ୍ତି…

Statue of Unity କାହିଁକି ସ୍ୱତନ୍ତ୍ର?, ଆସନ୍ତୁ ଜାଣିବା ବିଶ୍ବର ସବୁଠୁ ଉଚ୍ଚ ସର୍ଦ୍ଦାର ପଟେଲଙ୍କ ଏହି…

ନୂଆଦିଲ୍ଲୀ: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀ । ଏଥିପାଇଁ ଗୁରୁରାଟ ସ୍ଥିତ ବିଶ୍ବର ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଆଜି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି କେବଳ ସର୍ଦ୍ଦାର ପଟେଲଙ୍କ ଅନନ୍ୟ ଅବଦାନର…

Pak-Afghan Ceasefire: ଶେଷରେ ପଡିଲା ପୂର୍ଣ୍ଣଚ୍ଛେଦ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହେଲା ଯୁଦ୍ଧବିରାମ…

ନୂଆଦିଲ୍ଲୀ: ବାକ୍ ଯୁଦ୍ଧ, ଯୁକ୍ତିତର୍କ, ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଦୁଇ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ଏକ ଯୁଦ୍ଧବିରାମ ବଜାୟ ରଖିବାକୁ ରାଜି ହୋଇଛନ୍ତି। ଏହା ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି। ପୂର୍ବରୁ…

Ration KYC Deadline End: ସରିବାକୁ ଯାଉଛି ଡେଡ୍‌ଲାଇନ୍: ଇ-କେୱାଇସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର: ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି…

Sardar Patel 150th Birth Anniversary: ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଭବ୍ୟ କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

ନୂଆଦିଲ୍ଲୀ: ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ। ଏହି ଅବସରରେ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଥିମ୍ ଉପରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭାଡିଆରେ ଅଛନ୍ତି, ଯେଉଁଠାରେ ସେ ସର୍ଦ୍ଦାର ପଟେଲଙ୍କୁ…

Nuapada Bypoll: ବିଜେଡିର ମାରାଥନ ପ୍ରଚାରରେ ଦୁଲୁକୁଛି ନୂଆପଡ଼ା, ବିକାଶ ବନାମ ମିଛ ପ୍ରତିଶୃତିର ଲଢେଇ

ନୂଆପଡ଼ା: ମାତ୍ର କିଛି ଦିନ ପରେ ଉପନିର୍ବାଚନର ମତଦାନ। ନୂଆପଡା ଦଖଲ କରିବାକୁ ନେଇ ତିନି ପ୍ରମୁଖ ଦଳ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ରାଲି, ସଭା ସମିତିରେ ପ୍ରକମ୍ପିତ ହେଉଛି ନୂଆପଡା ନିର୍ବାଚନ ମଣ୍ଡଳୀ। ଆଜି ନୂଆପଡା ଏନଏସି ସ୍ଥିତ ଦଶ ନମ୍ବର ୱାର୍ଡରେ ବିଜେଡିର ପ୍ରଚାର ସମୟରେ…

Pitavas Panda Murder Case: ପୀତବାସ ହତ୍ୟା: ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌। ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର ହେଲେ ପୂର୍ବତନ ମେୟର ତଥା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ (ପିଣ୍ଟୁ)। କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ…

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ଦୌଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ। କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…