Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରଧାନ ବିଚାରପତିଙ୍କ କଡ଼ା ତାଗିଦ; ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ୍ ଖୋଲ, ନହେଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ଫାଟକ ଅପରାହ୍ଣ କିମ୍ବା ମଧ୍ୟାହ୍ନ ଭୋଜନ ସୁଦ୍ଧା ଖୋଲା ନ ଯାଏ ତେବେ ହସ୍ତକ୍ଷେପ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଗୁରୁବାର ଦିନ କଡ଼ା ତାଗିଦ କରି ଏଭଳି କହିଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଅନୁରୋଧରେ…

Parliament Monsoon Session: NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର, ସଂସଦରେ ଜାରି ରହିଛି…

ନୂଆଦିଲ୍ଲୀ: NEET ପେପର ଲିକ୍‌ ମାମଲାକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ତାତି ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବିରୋଧୀଙ୍କୁ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଖୋଲା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବିରୋଧୀ ଦଳମାନେ କେନ୍ଦ୍ର…

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର। ୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା। ସବୁଠାରୁ ବଡ଼ କଥା ହେଉଛି, ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବ । ଫଳରେ କର୍ମଚାରୀମାନେ ବର୍ତ୍ତମାନର…

Weather Update: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା: ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା…

ନିଟ୍ ପେପର ଲିକ୍ ଘଟଣା: ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କହିଲେ ପ୍ରଧାନମନ୍ତ୍ରୀ, ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ…

ନୂଆଦିଲ୍ଲୀ: NEET 2026 ପେପର୍ ଲିକ୍ ମାମଲାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ଲଗାତାର ଚାପ ପକାଉଛି। ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି…

ପୋଖରୀ ଭିତରେ ପଶିଗଲା ବରଯାତ୍ରୀ କାର୍; ୫ ମୃତ

ମୋଟଙ୍ଗା: ଢେଙ୍କାନାଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା।ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଗ୍ରାମ ନିକଟରେ ପୋଖରୀ ଭିତରେ କାର୍ ପଶିଯିବାରୁ ୫ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରିପୋର୍ଟ…

ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତୃଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ବିଜେଡି ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ନବୀନ; ଯୋଗ୍ୟ ଭୋଟରଙ୍କ ନାମ ନ କଟେ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର: ୭ ଦିନିଆ ଦିଲ୍ଲୀ ଗସ୍ତ ସାରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ଫେରିଛନ୍ତି। ସାଙ୍ଗଠନିକ କାର୍ଯ୍ୟକ୍ରମ, ପଞ୍ଚାୟତ ନିର୍ବାଚନ ଓ SIR ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ…

ଫୁଲିଲା ହୀରାକୁଦ ଜଳଭଣ୍ଡାର;୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି । ଏହାକୁ ନଜରରେ ରଖି ହୀରାକୁଦର ଆଉ ୨ଟି ଗେଟ୍ ଖୋଲାଯାଇଛି।ପୂର୍ବରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ବର୍ତ୍ତମାନ…

ରାହୁଲ ଗାନ୍ଧୀଙ୍କୁ ନଡ୍ଡାଙ୍କ ନିଶାନା: ପେପର ଲିକ୍‌କୁ ନେଇ ରାଜନୀତି ଠିକ୍ ନୁହେଁ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ…

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି। ଆଉ ଏହି ପ୍ରେସମିଟ୍‌ରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ପେପର ଲିକ୍‌କୁ ନେଇ ରାଜନୀତି କରିବା ଉଚିତ୍…