Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India’s Trishul Exercise: ଆଜିଠୁ ସୀମାରେ ଭାରତର ‘ଅପରେସନ୍ ତ୍ରିଶୂଲ୍’, ଚୀନ ଏବଂ ପାକିସ୍ତାନର…

ନୂଆଦିଲ୍ଲୀ: ପଶ୍ଚିମ ରାଜସ୍ଥାନର ମରୁଭୂମିରୁ ଗୁଜରାଟର ସର କ୍ରିକ୍ ପର୍ଯ୍ୟନ୍ତ, ଭାରତ-ପାକିସ୍ତାନ ସୀମା ପୁଣି ଥରେ ଯୁଦ୍ଧରେ ଲିପ୍ତ ହେବ, ଏବଂ ଏହି ଯୁଦ୍ଧକୁ ଅପରେସନ୍ ତ୍ରିଶୂଲ୍ ନାମ ଦିଆଯାଇଛି। "ଅପରେସନ୍ ତ୍ରିଶୂଲ" ହେଉଛି ଭାରତର ତିନି ସଶସ୍ତ୍ର ବାହିନୀର ଏକ ମିଳିତ ସାମରିକ ଅଭ୍ୟାସ,…

Dead body recovered: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ମିଳିଲା ପରିଚୟ, ପରିବାର କହିଲା ସେ…

ବଲାଙ୍ଗିର:ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର ଘଟଣା । କାଲି ଦେଓଗାଁ ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମିଲିଥିଲା ମୃତଦେହ । ଉକ୍ତ ମହିଳାଙ୍କ ପରିଚୟ ମିଳିଲା । ମୃତକ ପାଟଣାଗଡ଼ ଅଞ୍ଚଳର । ବୁଧବାର ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର କୁମୁନସି ଜଙ୍ଗଲରେ ଜଣେ ମହିଳାଙ୍କ…

US Nuclear Weapons Tests: ଆମେରିକା କରିବ ପରମାଣୁ ପରୀକ୍ଷଣ…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକାର ପରମାଣୁ ପରୀକ୍ଷଣ...ପରମାଣୁ ପରୀକ୍ଷଣ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଟ୍ରମ୍ପ...ସାରା ବିଶ୍ବରେ ହଇଚଇ...କିଛି ବଡ ସଙ୍କେତ ଦେଉଛନ୍ତି କି?...ନା ପୁଟିନ୍, ଜିନପିଙ୍ଗଙ୍କ ଭୟରେ ଦେଖାଉଛନ୍ତି ଶକ୍ତି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ…

One nation One Police Uniform: ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ନେଇ କେନ୍ଦ୍ରର ତନାଘନା: ଓଡ଼ିଶା ପୋଲିସକୁ…

ଭୁବନେଶ୍ୱର: ଖୁବଶୀଘ୍ର ୱାନ୍ ନେସନ୍ ୱାନ୍ ପୋଲିସ ୟୁନିଫର୍ମ ପଲିସି ଆପଣେଇବ ସାରା ଦେଶ। ଦେଶରେ ଏଣିକି ଲାଗୁ ହେବ ପୋଲିସମାନଙ୍କ ଗୋଟିଏ ପ୍ରକାରର ୟୁନିଫର୍ମ। ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଭିନ୍ନ ଭିନ୍ନ ରାଜ୍ୟରେ ଆଉ ଭିନ୍ନ ଭିନ୍ନ…

“ଦିଲ୍ଲୀରେ ମୁଁ ଆଜାଦ୍ ଅଛି”, ନିର୍ବାସନ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ Sheikh Hasina…ବାଂଲାଦେଶ…

ନୂଆଦିଲ୍ଲୀ: ବାଂଲାଦେଶୀ ରାଜନୀତିର ଏକଦା ପ୍ରମୁଖ ବ୍ୟକ୍ତିତ୍ୱ ଶେଖ୍ ହସିନା ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ସେହି ହସିନା ଯିଏ ୧୫ ବର୍ଷ ଧରି କ୍ଷମତାରେ ରହିଥିଲେ। ସେହି ହସିନା ଯାହାଙ୍କ ଶାସନକୁ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଶଂସା କରାଯାଇଥିଲା । ହେଲେ ତା'ପରେ ଏକଛତ୍ରବାଦୀଙ୍କ ଅଭିଯୋଗ…

Lingaraj Temple: କାଲିଠାରୁ ଓପାସରେ ଥିଲେ ମହାପ୍ରଭୁ ଲିଙ୍ଗରାଜ; ଆଜି ସ୍ବାଭାବିକ ହେଲା ନୀତିକାନ୍ତି

ଭୁବନେଶ୍ବର: କାର୍ତ୍ତିକ ମାସ ପରି ପବିତ୍ର ଧର୍ମମାସରେ ଦେଖା ଦେଖାଦେଇଥିଲା ମହାବିଭ୍ରାଟ । ପ୍ରାୟ ୨୪ ଘଣ୍ଟା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗୁରୁବାର ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି। କୋଠ ଭୋଗ ପ୍ରକ୍ରିୟା ଆରମ୍ଭ ହୋଇଛି ।ଗତକାଲି ଲିଙ୍ଗରାଜ ମନ୍ଦିର…

Naxals surrender: ୫୧ ନକ୍ସଲଙ୍କ ଆତ୍ମସମର୍ପଣ; ସେମାନଙ୍କ ମଧ୍ୟରେ ୯ ଜଣ ମହିଳା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏକ ବଡ଼ ସଫଳତା ମିଳିଛି। ବିଜାପୁରରେ ୫୧ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟଧାରାରେ ସାମିଲ ହୋଇଥିବା ଏହି କ୍ୟାଡରମାନଙ୍କ ମଧ୍ୟରେ ନଅ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ଅଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୨୦ ଜଣ…

Shukra Gochar 2025: ନଭେମ୍ବର ୨ରେ ଶୁକ୍ର ଗ୍ରହଙ୍କ ଗୋଚର; ଏହି ୩ ରାଶିକୁ ମିଳିବ ଶୁଭଫଳ

ନୂଆଦିଲ୍ଲୀ: ୨୦୨୫ ନଭେମ୍ବର ମାସଟି ଜ୍ୟୋତିଷ ଦୃଷ୍ଟିକୋଣରୁ ବହୁତ ସ୍ୱତନ୍ତ୍ର ହେବ। ଏହି ମାସ ଆରମ୍ଭରେ ଶୁଭ ଗ୍ରହ ଶୁକ୍ର ତାଙ୍କ ରାଶି ପରିବର୍ତ୍ତନ କରିବେ। ନଭେମ୍ବର ୨ ତାରିଖରେ ଦିନ ୧:୨୧ ସମୟରେ, ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିକୁ ଶୁକ୍ରଙ୍କ ରାଶି , ତେଣୁ ଏହି ଗୋଚର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା…