Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା…

ଭୁବନେଶ୍ୱର: ଆଗ ଅଗ୍ନି ନିରାପତ୍ତା ବ୍ୟବସ୍ଥା...ତାପରେ କୋଠା ନିର୍ମାଣ। ଓଡିଶା ସରକାର ସମସ୍ତ ସରକାରୀ କୋଠା ପ୍ରକଳ୍ପ ପାଇଁ ଅନୁପାଳନକୁ ବାଧ୍ୟତାମୂଳକ କରି କଠୋର ନିୟମ ଲାଗୁ କରିଛନ୍ତି। ଯେଉଁଥିରେ ନୂତନ ଅଗ୍ନି ନିରାପତ୍ତା ନିର୍ଦ୍ଦେଶାବଳୀ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ…

ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ରିପୋର୍ଟ ଅନୁଯାୟୀ, ଭାରତ ଏହାର ତୃତୀୟ ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ (Nuclear Submarine) INS ଅରିଧମନ ଲଞ୍ଚ କରିଛି। ଯାହା ଏହାର ନୌସେନା ପରମାଣୁ ଶକ୍ତିକୁ ଏକ ପ୍ରମୁଖ ବୃଦ୍ଧି ପ୍ରଦାନ କରିଛି। ଶୁକ୍ରବାର ଦିନ…

ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..

ଭୁବନେଶ୍ବର: ଅବକାରୀ ବିଭାଗ ଆଣିଲା ନୂଆ ଗାଇଡ ଲାଇନ୍ । ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ । ଏଥିରେ ୬ଟି ସୁରକ୍ଷା ଲେୟର ରହିବ । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ ଇକୋ ରିଟ୍ରିଟରେ…

LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଲପିଜି ସମ୍ପର୍କରେ ପ୍ରଚାର ହେଉଥିବା ଗୁଜବ ବିରୋଧରେ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସଚିବ ଡକ୍ଟର ନୀରଜ ମିତ୍ତଲ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ…

ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି

ଇସଲାମାବାଦ: ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗୋଟିଏ ମାସରୁ କମ୍ ସମୟ ମଧ୍ୟରେ ଏହା ଦ୍ୱିତୀୟ ବୃଦ୍ଧି, ଯାହା ମୂଲ୍ୟକୁ ଆକାଶଛୁଆଁ କରିଛି। ଇରାନ ବିବାଦ ଯୋଗୁଁ ବିଶ୍ୱ ତୈଳ ଦରରେ ବୃଦ୍ଧି ଯୋଗୁଁ ଏହି ବୃଦ୍ଧି ହୋଇଛି। ଏହିପରି ପାକିସ୍ତାନର ଶାହବାଜ ସରିଫ…

Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର…

ନୂଆଦିଲ୍ଲୀ: ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ଆପ ରାଜ୍ୟସଭା ସାଂସଦ ରାଘବ ରାଘବ ଚଡ୍ଡାଙ୍କୁ ଉପନେତା ପଦରୁ ହଟାଇ ଦେଇଛି। ଯାହାକୁ ନେଇ ଏବେ ପୁଣି ନିଜ ମୁହଁ ଖୋଲିଛନ୍ତି ରାଘବ ଚଡ୍ଡା। ଏନେଇ X ରେ ଏକ ଭିଡିଓ ପୋଷ୍ଟ କରି ରାଘବ କହିଛନ୍ତି, "ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର…

ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ

ରାଞ୍ଚି: ଝାଡ଼ଖଣ୍ଡ ପୋଲିସ ଓ ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା। JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର ସୁରେନ୍ଦ୍ର ଲୋହାର ଓରଫ୍ ଟାଇଗର ଜୀ ପୋଲିସ୍ ନିକଟରେ ଆତ୍ମସମପର୍ଣ କରିଛି। ଜୋନାଲ କମାଣ୍ଡର ସୁରେନ୍ଦ୍ର ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ରହିଥିଲା । ଆତ୍ମସମପର୍ଣ…

ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ। ରାଜ୍ୟରେ ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଖାତା ଦେଖା। ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୧୫୧ଟି କେନ୍ଦ୍ରରେ ନିୟୋଜିତ ୮୨୫୮ ଜଣ ଅଧ୍ୟାପକ ଖାତା…

୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ

କଟକ: ଥମୁନି ଧଳା ଜହର ବ୍ୟବସାୟ। ପ୍ରଶାସନ ପକ୍ଷରୁ କଡାକଡି ଯାଞ୍ଚ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁଦ୍ଧା ଏହି ନିଶାକାରବାର ରୋକିବାରେ ନାଁ ଧରୁନି।କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି ଭିନ୍ନ ଭିନ୍ନ ନିଶା କାରବାର ମାମଲାରେ ୩ ନିଶା ମାଫିଆଙ୍କୁ ଗିରଫ କରିବା…