Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାଆର ଜାତି ଆଧାରରେ ଝିଅର ଅନୁସୂଚିତ ଜାତି ପ୍ରମାଣପତ୍ରକୁ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜାତି ପ୍ରମାଣପତ୍ର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପରିବାରର ଗୋଟେ ଝିଅକୁ ନିଜ ମାଆଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ଏହି ରାୟ ଅନନ୍ୟ। କାରଣ ଗୋଟେ ପିଲାର ଜାତି ସାଧାରଣତଃ ପିତାଙ୍କ…

ଚୀନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିକଟରେ ଚୀନ୍‌ର ସାଂଘାଇ ବିମାନବନ୍ଦରରେ ଜଣେ ଭାରତୀୟ ନାଗରିକଙ୍କୁ ନିର୍ଯାତନା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏବେ ଏହି ଘଟଣା ସମ୍ପର୍କରେ ପଚରା ଯାଇତିବା ପ୍ରଶ୍ନର ଉତ୍ତର ଦେଇଛି ।…

T-20 Match: ମ୍ୟାଚ୍ ପୂର୍ବରୁ କାଳିଆର ଆଶୀର୍ବାଦ ନେଲେ ଟିମ୍ ଇଣ୍ଡିଆ କୋଚ୍ ସମେତ ଖେଳାଳୀ

ପୁରୀ: ଆଜି ସନ୍ଧ୍ୟା ୭ଟାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଟି-୨୦ରେ ଭାରତର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଟିମ୍‌ । କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର…

Cold Wave: ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ୧୨ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ବୋହିବ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତଲହରୀ ଜାରି ରହିଛି । ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ…

Earthquake: ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ଟୋକିଓ: ଜାପାନରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୬ ରହିଥିଲା । ଏହା ପରେ ଜାପାନର ଉତ୍ତର-ପୂର୍ବ ଉପକୂଳ ପାଇଁ ୩ ମିଟର ପର୍ଯ୍ୟନ୍ତ ସୁନାମି ଆସିପାରେ ବୋଲି ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ସୋମବାର ରାତି ପ୍ରାୟ…

Goa Fire: ୨୫ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ନାଇଟ୍ କ୍ଲବ୍ ମାଲିକ ଭାରତ ଛାଡି ଏହି ଦେଶରେ ନେଇଛନ୍ତି ଆଶ୍ରୟ

ପାଣାଜୀ: ଗୋଆର ଏକ ନାଇଟ୍ କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । କ୍ଲବ୍‌ର ଜେନେରାଲ ମ୍ୟାନେଜରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି । ପୋଲିସ ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ମଧ୍ୟ ଅଭିଯୁକ୍ତ ଭାବରେ ନାମିତ କରିଛି, କିନ୍ତୁ…

Odisha Vigilance: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସ୍‌ଆଇ ଗିରଫ

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଯାଜପୁର ଟାଉନ ଥାନାର ଏଏସ୍‌ଆଇଙ୍କୁ ମାଡିବସିଲା ପୋଲିସ । ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଏକ ପାନଦୋକାନୀଙ୍କଠାରୁ ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିଲେ ଏଏସ୍‌ଆଇ ନନ୍ଦ କିଶୋର ଦାସ । ଖବର ମୁତାବକ, ପାନଦୋକାନୀ ଜଣଙ୍କ ତାଙ୍କ ଜମିର ସୀମା…

Chinese National Detained: କାଶ୍ମୀରରେ ଚୀନ୍ ନାଗରିକ ଅଟକ; ଫୋନ୍ ରୁ ମିଳିଲା ସମ୍ବେଦନଶୀଳ ସୂଚନା…

ନୂଆଦିଲ୍ଲୀ:କାଶ୍ମୀରର ସୁରକ୍ଷା ଏଜେନ୍ସିଗୁଡ଼ିକ ଜଣେ ଚୀନ୍ ନାଗରିକଙ୍କୁ ଅଟକ ରଖିଛନ୍ତି । ଉକ୍ତ ଅଟକ ଚୀନ ନାଗରିକ ବିନା ଅନୁମତିରେ ଲଦାଖ ଏବଂ କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳରେ ବୁଲୁଥିଲା। ୨୯ ବର୍ଷୀୟ ହୁ କଙ୍ଗଟାଇ (Hu Congtai)ନଭେମ୍ବର ୧୯ ତାରିଖରେ ଏକ ପର୍ଯ୍ୟଟନ ଭିସାରେ ଦିଲ୍ଲୀ…

Vigilance Raid: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ASI ବାବୁ

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଟାଉନ ଥାନା ଏଏସଆଇ ନନ୍ଦକିଶୋର ଦାସ। ଜମିବାଡି ମାମଲାକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ କାର୍ଯ୍ୟାଳୟକୁ ନେଇ ପଚରାଉଚରା…

Odisha Masters 2025: ଆସନ୍ତାକାଲିଠୁ କଟକରେ ଟପ୍ ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ଖେଳାଳୀ ଦେଖାଇବେ ଦମ୍;୧୭ଟି…

କଟକ: କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ହେବ ଓଡ଼ିଶା ମାଷ୍ଟର୍ସ ୨୦୨୫-ବିଡବ୍ଲ୍ୟୁଏଫ୍ ଟୁର୍ ସୁପର ୧୦୦ ଟୁର୍ଣ୍ଣାମେଣ୍ଟ। ବ୍ୟାଡ଼ମିଣ୍ଟନ ୱାର୍ଲଡ଼ ଫେଡ଼େରେସନ୍‌, ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଷ୍ଟେଟ୍ ବ୍ୟାଡ଼ମିଣ୍ଟନ ଆସୋସିଏସନ୍‌ ଏବଂ…