Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତୀୟ ନୌସେନା ଦିବସ: ଜଗନ୍ନାଥ ଧାମରୁ ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ଵ

ପୁରୀ: ଆଜି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା…

ମୁଣ୍ଡ ନୁଆଁଇଲେ ରାଷ୍ଟ୍ରପତି, ୬ ଘଣ୍ଟାରେ ମାର୍ଶଲ ଲ’ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ସାମରିକ ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେବାର ୬ ଘଣ୍ଟା ଭିତରେ ଆଦେଶ ପ୍ରତ୍ୟାହୃତ କଲେ ଦକ୍ଷିଣ କୋରିଆର ରାଷ୍ଟ୍ରପତି । ରିପୋର୍ଟ ଅନୁଯାୟୀ, ସାମରିକ ଆଇନ ଲାଗୁ ହେବା ନେଇ ରାଷ୍ଟ୍ରପତି ଆଦେଶ ଦେବା ପରେ ଦେଶରେ ସ୍ଥିତି ଜଟିଳ ହୋଇପଡିଥିଲା । ବିରୋଧିଙ୍କ ବିରୋଧ ସହ ଜନସାଧାରଣଙ୍କ…

ନୌସେନା ଦିବସ; କାଲି ସମସ୍ତ ସ୍କୁଲକୁ ଛୁଟି ଘୋଷଣା

ପୁରୀ: ଆସନ୍ତାକାଲି ଅର୍ଥାତ୍‌ ୪ ତାରିଖରେ ପୁରୀ ବେଳାଭୂମୀରେ ନୌସେନା ଦିବସ ପାଳନ ହେବ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହାକୁ ନଜରରେ ରଖି ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ୍ ବନ୍ଦ ରହିବ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ…

ଚିଫ୍ ଇଲେକ୍ସନ କମିଶନର ନିଯୁକ୍ତି ପ୍ରସଙ୍ଗ: ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନ ବିରୋଧରେ ହୋଇଥିବା ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା।  ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ରେ ହେବା ସହିତ ଏହା ପାଇଁ ଏକ ନୂଆ ବେଞ୍ଚ ଗଠିତ ହେବ। ୨…

‘ଗତ ୩ ବର୍ଷରେ ୨୩୩ ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି’

ଭୁବନେଶ୍ବର: ଗତ ୩ ବର୍ଷରେ ପ୍ରାଣ ହରାଇଛନ୍ତି ୨୩୩ ଜଣ ଦାଦନ ଶ୍ରମିକ । ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ରଖିଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ପୂର୍ବ ସରକାର ଉପରେ ଏବକାର ସରକାର ଦୋଷ…

ବାସଭବନରେ ଦିବ୍ୟାଙ୍ଗ ମାନଙ୍କୁ ସମ୍ବର୍ଦ୍ଧିତ କଲେ ଓ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ । ଖବର ମୁତାବକ, ଆଜି…

ରାସ୍ତା ଉପରେ ଜଳିଗଲା ହାଇୱା, ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲ୍‌ପର

ମୟୂରଭଞ୍ଜ: ରାସ୍ତା ଉପରେ ଜଳିଗଲା ହାଇୱା। ଏଭଳି ବଡ ଅଘଟଣରେ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲ୍‌ପର। ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତାରେ ଘଟିଛି। ସୂଚନା…

ମିଳିଲା ମାଓ ପୋଷ୍ଟର, ବଢିଲା ସୁରକ୍ଷା

ରାଉରକେଲା:ମାଓବାଦୀ ସଂଗଠନ ପକ୍ଷରୁ ଡିସେମ୍ବର ୨ରୁ ୮ ଯାଏଁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ଏଥିମଧ୍ୟରେ ଓଡିଶା- ଝାଡଖଣ୍ଡ ସୀମାବର୍ତ୍ତୀ ଜରେଇକେଲାରୁ ମନୋହରପୁର ଯିବା ରାସ୍ତାରେ ମାଓ ପୋଷ୍ଚର ଦେଖିବାକୁ ମିଳିଛି । ପୋଲିସ୍ ପୋଷ୍ଟରକୁ ଜବତ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।…

ବିଦେଶରୁ ଚାକିରି ପାଇଁ ଆସୁଛି କି ଅଫର ? ସାବଧାନ !

ଭୁବନେଶ୍ବର : ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । ଆଜି ଆମେ ଆପଣଙ୍କୁ କହିବୁ ଡିଜିଟାଲ ଆରେଷ୍ଟ କ'ଣ ,…

ଓଡ଼ିଶାରେ ରେଳ ଭିତ୍ତିଭୂମିର ହେବ ଆହୁରି ବିକାଶ; ୭୩,୭୨୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ଆଗାମୀ ଦିନ ଗୁଡିକରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ଆହୁରି ବିକାଶ ହେବ । ସେନେଇ ରାଜ୍ୟରେ ରେଳ ବିକାଶ ପାଇଁ ର ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏହି ରାଶି ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ରେଳପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ କରାଯିବ । ଏନେଇ ସୋସିଆଲ…