Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆମେରିକା ସିନେଟର ଓ ମେୟରଙ୍କ କିଟ୍‍-କିସ୍‍ ପରିଦର୍ଶନ, ୧୦ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ଆମେରିକାର ୱାଶିଂଟନ ରାଜ୍ୟର ସିନେଟର ତଥା ବିଭିନ୍ନ ସହରର ମେୟରଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଏହି ଅବସରରେ କିସରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ…

Attempted Shooting at US Hindu Temple:ଆମେରିକାର ହିନ୍ଦୁ ମନ୍ଦିରରେ ଗଣ ଗୁଳିକାଣ୍ଡ ଘଟାଇବା ଷଡ଼ଯନ୍ତ୍ରକୁ ନେଇ…

ନୂଆଦିଲ୍ଲୀ:ଯୁକ୍ତରାଷ୍ଟ୍ର ଆମେରିକାର ଏକ ହିନ୍ଦୁ ମନ୍ଦିରରେ ଗଣ-ଗୁଳିକାଣ୍ଡ ଘଟାଇବା ପାଇଁ ଏକ ଯୋଜନା ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଭାରତ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଗତ ବୁଧବାର ଦିନ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇଲିନୋଇସ୍‌ର ଅରୋରା ସ୍ଥିତ ଏକ ହିନ୍ଦୁ…

ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀର ରାମଲୀଳା ଉତ୍ସବରେ ଏକ ଅନନ୍ୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିବ। ପାରମ୍ପରିକ ଭାବେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳିକା ଦାହ କରାଯାଉଥିବା ବେଳେ ଏଥର ସେମାନଙ୍କ ସହିତ ଏକ ୩୦ ଫୁଟ୍‌ ଉଚ୍ଚତାର 'କକ୍ରୋଚ୍' ବା ଅସରପା ପ୍ରତିମୂର୍ତ୍ତି ରେ…

ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ (ବିଜିୟୁ) ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ମୃଣାଳିନୀ…

ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ

ଭୁବନେଶ୍ୱର:ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି। ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି…

Odisha Student Union Elections:ଭୋଟିଂ ପରେ ଆସିଛି ଫଳାଫଳ;ରେଭେନ୍ସାରେ BCJD,ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ…

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିଜ ପସନ୍ଦର ପ୍ରତିନିଧି ଚୟନ କରିଛନ୍ତି ଛାତ୍ରଛାତ୍ରୀ ।ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ…

ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଚମାଖଣ୍ଡି:ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଘଟିଥିବା ସିରିଜ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ।…

ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍‌ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସାମ୍ପ୍ରତିକ ପ୍ରକାଶିତ 'ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬' ତାଲିକାରେ ଭାରତୀୟ ପାସପୋର୍ଟର ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଗତଥର ୮୫ ତମ ସ୍ଥାନରେ ଥିବା ଭାରତ ଏଥର ଗୋଟିଏ ସ୍ଥାନ ଉପରକୁ ଉଠି ୮୪ ତମ ସ୍ଥାନରେ ପହଞ୍ଚିଛି। ତେବେ ରାଙ୍କିଙ୍ଗ୍‌ରେ ସାମାନ୍ୟ…

ଲୋକଭବନରେ ହେବ ଆଉ ୧୪୪ କ୍ୱାର୍ଟର୍ସ, ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଲୋକଭବନ ପରିସରରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପାଟି। ଏହି ପ୍ରକଳ୍ପ ଅନ୍ତର୍ଗତ ଚାରୋଟି ବ୍ଲକ୍ରେ ୯୬ଟି ‘ଇ-ଟାଇପ୍’ଏବଂ ଦୁଇଟି ବ୍ଲକ୍ରେ ୪୮ଟି ‘ଏଫ୍-ଟାଇପ୍’…

ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ, ଆସନ୍ତା ୨୬ରୁ ଘରକୁ ଘର ସର୍ଭେ

ଭୁବନେଶ୍ୱର: ଅକ୍ଟୋବର ୨୬ରୁ ସମଗ୍ର ଓଡ଼ିଶାରେ ଘରକୁ ଘର ଭୋଟର ସର୍ଭେ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୦୨୭ ପଞ୍ଚାୟତ ଏବଂ ପୌର (ମ୍ୟୁନିସିପାଲିଟି) ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରିବା ଉଦ୍ଦେଶ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।…