Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟିପିଏସ୍ଓଡିଏଲ୍ ତରଫରୁ ଏହି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ;ସୌର ଶକ୍ତି ବାବଦରେ ସଚେତନ କରିବ

କୋରାପୁଟ: ମାସବ୍ୟାପୀ ଚାଲୁ ରହିଥିବା ସେବା ସଂକଳ୍ପ ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ମନୋଜ…

Durga Puja Security:ଦଶହରାରେ କଟକ ଜଗିବେ ୬୦ପ୍ଲାଟୁନ ପୋଲିସ;ଲାଗିବ ୧୩୦୦ ସିସିଟିଭି,ମଣ୍ଡପରେ ହେବ ଅଗ୍ନି…

କଟକ:ଚଳିତ ବର୍ଷ କଟକର ୨୧୫ଟି ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ତେବେ ଦୁର୍ଗାପୂଜା ପାଇଁ କଟକ ସହରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଶୃଙ୍ଖଳା ରକ୍ଷା ପାଇଁ ପୁରା ସହରରେ ଲାଗିବ ୧୩ ଶହରୁ ଅଧିକ କ୍ୟାମେରା । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅସାମାଜିକ…

କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୧୯୮୩ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ ଦେଶର ଯୁବପିଢ଼ି (Gen Z) ଏବଂ ଆନ୍ଦୋଳନକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ଏବଂ ପୋଲିସ କଟକଣା ମଧ୍ୟରେ କପିଲ ଦେବ ଯୁବକମାନଙ୍କୁ ଅଧିକ…

Simlipal National Park:ଏହିଦିନ ଖୋଲିବ ଶିମିଳିପାଳ;ଦୈନିକ ୬୦ଗାଡ଼ିକୁ ଅନୁମତି

ବାରିପଦା: ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ନିୟମାବଳୀ ଜାରି ହୋଇଛି। ପର୍ଯ୍ୟଟନ ପରିଚାଳନା…

ବଡ଼ ଷଡ଼ଯନ୍ତ୍ର! POKରେ ୫୦୦ ଆତଙ୍କବାଦୀ ଥିବା ଦାବି, ଶୀତ ପୂର୍ବରୁ ଅନୁପ୍ରବେଶ ଆଶଙ୍କା

ଶ୍ରୀନଗର: ଶୀତ ଆରମ୍ଭ ହେବା ପୂର୍ବରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରାୟ ୫୦୦ ଆତଙ୍କବାଦୀ ଲଞ୍ଚପ୍ୟାଡରେ ଉପସ୍ଥିତ ଅଛନ୍ତି। ତୁଷାରପାତ ଯୋଗୁଁ ପାର୍ବତ୍ୟ ପଥ…

ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ

ନୂଆଦିଲ୍ଲୀ: ଭାରତରେ ଜର୍ମାନ ଦୂତାବାସର ରାଜନୈତିକ ବ୍ୟାପାର ମୁଖ୍ୟ ତଥା ମନ୍ତ୍ରୀ ପରାମର୍ଶଦାତା ମାରିୟସ୍ ଓସୱାଲ୍ଡ ଏକ ଭାରତୀୟ ଗାଁକୁ ଯାଇ ଗ୍ରାମୀଣ ଜୀବନଶୈଳୀ ଏବଂ କୃଷି କାର୍ଯ୍ୟର ଅନନ୍ୟ ଅଭିଜ୍ଞତା ହାସଲ କରିଛନ୍ତି। ସେ ଗାଁରେ ପହଞ୍ଚି ସ୍ଥାନୀୟ ଚାଷୀ ପ୍ରମୋଦ ଶର୍ମାଙ୍କ ସହ ଭେଟଘାଟ…

ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ

ବ୍ରହ୍ମପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ଛାରଖାର ହୋଇଗଲା ୩ଟି ଫଳ ଦୋକାନ। ବ୍ରହ୍ମପୁର ସହରର ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୨ଟା ବେଳେ ଜଳିଗଲା ୩ ଫଳ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ…

ଉତ୍କଳ ବିଶ୍ବବିଦ୍ୟାଳୟ କବ୍‌ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା…

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ କବ୍‌ଜା କଲା ABVP। ୯ରୁ ୭ଟି ସିଟରେ ABVP ପ୍ରାର୍ଥୀ ବିଜୟୀ। ABVPର ଅଭିରାମ ମିଶ୍ର ସଭାପତି ଭାବେ ନିର୍ବାଚିତ। ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେଲେ ଆୟୂଶ୍ରୀ ପ୍ରଧାନ। ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI। ପପୁ ରାଉତ ଉପସଭାପତି ଭାବେ…

ଓଡ଼ିଶା ସରକାର ଓ BGU ମଧ୍ୟରେ ଚୁକ୍ତି; ‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ 'ରଜ' କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ ଏହା କିଶୋର-କିଶୋରୀ, ବିଶେଷ କରି କିଶୋରୀମାନଙ୍କ ସଶକ୍ତୀକରଣ, ସ୍ଵାଧୀନତା ଏବଂ ସେମାନଙ୍କ ଗୌରବର ଏକ ମହାନ ପ୍ରତୀକ। ‘ରଜ ପର୍ବ’ ଏକ ଉତ୍ସାହପୂର୍ଣ୍ଣ ଚାରିଦିନିଆ ଉତ୍ସବ, ଯାହା ନାରୀତ୍ୱ, ପ୍ରଜନନ ଶକ୍ତି ଏବଂ…

ରମାଦେବୀ ବିଶ୍ୱଦ୍ୟାଳୟରେ ଐତିହାସିକ ନିର୍ବାଚନ: ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD

ଭୁବନେଶ୍ୱର: ରମାଦେବୀରେ ରାତି ୨ଟା ଯାଏ ହାଇଡ୍ରାମା। ରାତି ଅଢେଇଟାରେ ବାହାରିଲା ଇଲେକ୍ସନ ରେଜଲ୍ଟ। ସସପେନ୍ସ ଭିତରେ ବାଜି ମାରିନେଲା BCJD। ରମାଦେବୀ (ଆର୍‌ଡି) ମହିଳା ବିଶ୍ୱବିଦ୍ୟାଳୟରେ ୮ ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍‌ ବିଜୟ ଲାଭ କରିଛନ୍ତି…