Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ବୁଧବାର ଅପରାହ୍ନ ୩.୩୦ରେ ବାର୍ଷିକ ଯୁକ୍ତ ୨ ପରୀକ୍ଷା ୨୦୨୬ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବାକୁ ଯାଉଛି। ଫେବୃଆରୀ ୧୫ ରୁ ୨୫ ମଧ୍ୟରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଚାରୋଟି ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କ…

ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…

ଭୁବନେଶ୍ୱର: ରାଜ୍ୟର ଶାସନ ଆଧୁନିକୀକରଣ ଏବଂ ଏହାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି (CAGR) ଗଠନ କରିଛନ୍ତି। ଏହି ପଦକ୍ଷେପ ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ସହିତ ସମନ୍ୱିତ ଅଟେ ବୋଲି ଜଣା ପଡ଼ିଛି। ତେବେ…

Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସଫଳତାର ସହ ଏକ ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ହାଇ-ସ୍ପିଡ୍ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣର ସଫଳ ପରିଚାଳନା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO, IAF, ADA, HAL ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି ।…

ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଯାତ୍ରା ଅନୁଭୂତିକୁ ଅଧିକ ସୁଗମ କରିବା ପାଇଁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ରିଲାଏନ୍ସ ଜିଓ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ସହଭାଗୀତା ଅଧୀନରେ, ୫୦ କୋଟିରୁ ଅଧିକ ଜିଓ…

Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…

ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ଏକ ହଜାର ୩୯୬ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ, ଏଥିରେ ୫,୬୦୯ ସଂଖ୍ୟକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏଥିନିମନ୍ତେ ସରକାରଙ୍କ ଦ୍ବାରା ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଜି…

ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୨୭ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। ଆଉ ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୦୨୭ରେ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଦିନ ସରକାର ଲୋକସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ…

କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଆଗରୁ ମଧ୍ୟ ଚାରି ଚକିଆରେ କଳା କାଚ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଆଗକୁ ମଧ୍ୟ ଏହା ଉପରେ ଜାରି ରହିବ ବୋଲି ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ…

୧୦୦ ବର୍ଷ ପରେ କିପରି ଦେଖାଯିବ ମଣିଷ? ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଟିକିଏ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ହାଡ଼ ଭାଙ୍ଗିବା ପରିବର୍ତ୍ତେ ରବର ପରି ବଙ୍କା ହେବାକୁ ଲାଗେ ଏବଂ ଆପଣଙ୍କର ଦାନ୍ତ ଥଣ୍ଟରେ ପରିଣତ ହୋଇଯାଏ, ତେବେ କ’ଣ ହେବ? ଏହା କାଳ୍ପନିକ କଥା ପରି ଲାଗୁଥିବ, କିନ୍ତୁ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣା ଅନୁଯାୟୀ ପରବର୍ତ୍ତୀ ଶତାବ୍ଦୀର…

Leopard: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଭୁବନେଶ୍ବର: ନନ୍ଦନକାନନକୁ ଆସିବ ଆଉ ଏକ ନୂଆ ଅତିଥି । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନରେ ଚିତା ଦେଖିବାର ସୁଯୋଗ ପାଇବେ । ତେବେ ଖୁବ ଶୀଘ୍ର ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ…

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ…