Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Agni-1 ballistic missile from Odisha:ଚାନ୍ଦିପୁରରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ସଫଳ…

ନୂଆଦିଲ୍ଲୀ: ଶୁକ୍ରବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଶୁକ୍ରବାର ଦିନ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ପରିସରରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର 'ଅଗ୍ନି-୧'ର ସଫଳ ପରୀକ୍ଷଣ ହୋଇଛି । ସେନାର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ…

Heritage Conservation:ଐତିହ୍ୟ ସଂରକ୍ଷଣ ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ IIT ଖଡ଼ଗପୁର, SPA ଭୋପାଳ ମଧ୍ୟରେ…

ଭୁବନେଶ୍ୱର:ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି,ଖଡ଼ଗପୁର ଏବଂ ସ୍କୁଲ ଅଫ୍ ପ୍ଲାନିଙ୍ଗ ଆଣ୍ଡ ଆର୍କିଟେକ୍‌ଚର,ଭୋପାଳ ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି,…

ପାୱାର ସେକ୍ଟରରେ ଲାଗୁ ହେଲା ଏସମା, ୬ ମାସ ପାଇଁ ଧର୍ମଘଟ ମନା

ଭୁବନେଶ୍ୱର: ରାଜ୍ୟର ପାୱାର ସେକ୍ଟରରେ ଲାଗୁ ହେଲା ଏସମା। ବିଦ୍ୟୁତ ସେବାରେ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ସରକାର କଟକଣା ଜାରି କରିଛନ୍ତି। ଆଗାମୀ ୬ ମାସ ପାଇଁ ଏହି ନିୟମ ବଳବତ୍ତର ରହିବ। ଗ୍ରୀଷ୍ମ ଋତୁରେ ବିଦ୍ୟୁତ ଚାହିଦା ବଢ଼ିଥିବା ବେଳେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ…

FM StudentCase:FM ଛାତ୍ରୀ ଆତ୍ମାହୁତି ମାମଲା;୧୦ ମାସ ପରେ ଜେଲରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ

ବାଲେଶ୍ବର:FM ଛାତ୍ରୀ ଆତ୍ମାହୁତି ମାମଲା ।୧୦ ମାସ ପରେ ବାଲେଶ୍ବର ଜିଲ୍ଳା ମୁଖ୍ୟ କାରାଗାରରୁ ବାହାରିଲେ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ । ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଲେ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ମୁଖ୍ୟ ଅଭିଯୁକ୍ତ ପ୍ରଫେସର…

ଭାଷଣ ଦେଲା ବେଳେ କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀଙ୍କ ଉପରେ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ!

ଗୟା: ବିହାରର ଗୟା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ଏକ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଂଝୀଙ୍କ ଉପରେ ଖୋଲାଖୋଲି ପଥର ମାଡ଼ କରାଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଆକ୍ରମଣରୁ…

ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ୮୧ ହଜାର ୫୯୦ କୋଟି ଟଙ୍କା ନିବେଶ କଲା ଆବିଆଇ: ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅର୍ଥର ପ୍ରବାହକୁ ସ୍ୱାଭାବିକ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ ଆରବିଆଇ ଏକ ୩ ଦିନିଆ ଭେରିଏବଲ୍ ରେଟ୍ ରେପୋ ନିଲାମ ଜରିଆରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୮୧ ହଜାର ୫୯୦…

BSE Odisha:ଜୁନ୍ ୨୧ ପରିବର୍ତ୍ତେ ଏହି ଦିନ ହେବ OTET ପରୀକ୍ଷା

କଟକ:ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ OTET ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା, ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୬ ପାଇଁ ତାରିଖ ପରିବର୍ତ୍ତନ କରିଛି । ଆସନ୍ତା ଜୁନ୍ ୨୮…

ଟ୍ରିବୁନାଲରେ ମହାନଦୀରେ ଉପଲବ୍ଧ ଜଳ ରାଶି ସମ୍ପର୍କିତ ଦାଖଲ ହୋଇଥିବା ବିଭ୍ରାନ୍ତିକର ତଥ୍ୟର ପୁନର୍ବିଚାର ପାଇଁ ଦାବି

ଭୁବନେଶ୍ୱର: ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରାଯାଇଥିଲା l ଗତ ମେ ମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସମୟ ମଗା ଯାଇଥିଲା ଏବଂ ମେ ୨୦ ତାରିଖ ସୁଦ୍ଧା ଆଲୋଚନା ପାଇଁ ନିବେଦନ କରାଯାଇଥିଲା l ମାତ୍ର…

ଏବୋଲା ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ଏବୋଲା ଭାଇରସ୍ ନେଇ ବିଶ୍ୱସ୍ତରରେ ଚିନ୍ତା ବଢୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ସତର୍କତା ବଢାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଆଲର୍ଟ ଜାରି କରାଯାଇଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ ମଧ୍ୟରେ କଡ଼ା ନଜର…

ଦେଶରେ ଧନୀ-ଗରିବ ତାରତମ୍ୟ ଭୟଙ୍କର ଭାବେ ବୃଦ୍ଧି ପାଉଛି: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବାଶିଷ ନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୀତି ପରଚାଳନା ଓ ବହୁ କ୍ଷେତ୍ରରେ ଭୁଲ ନିଷ୍ପତ୍ତି ଯୋଗୁଁ ଭାରତ ବର୍ଷର…