Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Loot: ବନ୍ଧୁକ ମୁନରେ ପରିବହନ କାର୍ଯ୍ୟାଳୟରୁ ଲୁଟ୍,୩ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି…

National Para Swimming Championships: ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡିଶାର ୩୯ ପଦକ ହାସଲ

ଭୁବନେଶ୍ୱର: ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ…

Odisha High Court: ହାଇକୋର୍ଟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଆଶ୍ବସ୍ତି, ମୋକଦ୍ଦମା ଖାରଜ

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବହୁତ ବଡ଼ ଆଶ୍ବସ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ୨୦୨୪ରୁ…

High blood pressure patient: ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ଶୀତ ଦିନେ ଏହି ଜିନିଷ ପ୍ରତି ଧ୍ୟାନ…

ଭୁବନେଶ୍ବର: ଉଚ୍ଚ ରକ୍ତଚାପର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଥଣ୍ଡା ପାଗ ଏହି ସମସ୍ୟାକୁ ଆହୁରି ଗୁରୁତର କରିଥାଏ। ଶୀତଦିନେ ତାପମାତ୍ରା ହ୍ରାସ ପାଇଲେ, ଶରୀରର ଶିରାଗୁଡ଼ିକ ସଙ୍କୁଚିତ ହୋଇଯାଏ, ଯାହା ଫଳରେ ରକ୍ତଚାପ ସ୍ୱାଭାବିକ ଭାବରେ ବୃଦ୍ଧି ପାଏ। ଥଣ୍ଡା ପବନ ଶରୀର ଉପରେ ଚାପ…

ପୋଲିସ ସାଧାରଣ ଲୋକଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଯାପିତ ହେଲା ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ । ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଆଜି ଉଦଯାପିତ ହୋଇଛି । ଉଦଯାପନୀ…

ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ଏମଓୟୁ ସ୍ଵାକ୍ଷରିତ

ଭୁବନେଶ୍ଵର: ଶେଷ ହେଲା ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା । ଏହି ଅବସରରେ ଓଡ଼ିଶା ସରକାର ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌ ମଧ୍ୟରେ ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ନେଇ ଏକ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର…

ଦ୍ଵିତୀୟ ଦିନରେ ସାଲିଆ ସାହିରେ ମାଟିରେ ମିଶିଲା ୨୦୦ରୁ ଅଧିକ ଘର

ଭୁବନେଶ୍ବର: ଦ୍ଵିତୀୟ ଦିନରେ ସାଲିଆ ସାହିରେ ବୁଲିଲା ବୁଲଡୋଜର । ଦୁଇ ଦିନରେ ମାଟିରେ ମିଶିଲା ୨୦୦ରୁ ଅଧିକ ଘର । ବିଏମସି, ବିଡିଏ, ଟିପିସିଓଡିଏଲ, ଫାୟାରା, ପିଡବ୍ଳୁଡି ସେମତ ଲାଇନ ଡିପାର୍ଟେମେଣ୍ଟକୁ ନେଇ ୫ଟି ଟିମ୍ ଗଠନ ହୋଇଛି । ୫୫୪ଟି ଘର ଭାଙ୍ଗିବା ଲାଗି ଚିହ୍ନଟ କରିଛି ବିଏମସି ।…

Madrasas in UP: ଆସିଲା ନୂଆ ନିୟମ…ପ୍ରତ୍ୟେକ ମୌଲାନାଙ୍କୁ ମଦ୍ରାସାର ସମସ୍ତ ସୂଚନା ATSକୁ ଦେବାକୁ ପଡିବ

ଲକ୍ଷ୍ନୌ:ଉତ୍ତରପ୍ରଦେଶ ସରକାର ମଦ୍ରାସାଗୁଡ଼ିକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯୋଗୀ ସରକାର ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ ରଖିବା ପାଇଁ ଏକ ନୂତନ ପ୍ରୋଟୋକଲ ଲାଗୁ କରିଛନ୍ତି। ଏହା ଅଧୀନରେ ମଦ୍ରାସାରେ ଥିବା ମୌଲାନା ଏବଂ ରାଜ୍ୟର ମଦ୍ରାସାଗୁଡ଼ିକରେ ପାଠପଢ଼ୁଥିବା ସମସ୍ତ…

ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ପାଇଲେ ପିଏମ୍‌ କିଷାନ ଟଙ୍କା

ଭୁବନେଶ୍ୱର: କୃଷି ବିଭାଗ ପଦ ସମ୍ଭାଳିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବୁଧବାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ୬୮୨.୫୨ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଯାହାଦ୍ଵାରା ଓଡ଼ିଶାର ୩୪,୧୨,୦୦୦ଚାଷୀ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ…

Indian Coast Guard:ବାଂଲାଦେଶ ବିରୋଧରେ ଭାରତୀୟ ତଟରକ୍ଷୀ ବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ, ୩ଡଙ୍ଗା ଜବତ, ୭୯ ଗିରଫ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶୀ ଡଙ୍ଗା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ECZ) ରେ ବେଆଇନ ମାଛ ଧରିବା ପାଇଁ ତିନୋଟି ବାଂଲାଦେଶୀ ମାଛଧରା ଡଙ୍ଗା ଜବତ କରାଯାଇଛି ଏବଂ ସେଥିରେ ଥିବା ୭୯ ଜଣଙ୍କୁ ଗିରଫ କରାଯାଇଛି।…