Latest Odisha News
Browsing Category

ମୁଖ୍ୟ ଖବର

Jawan Arrested: ପ୍ରେମ ପ୍ରତାରଣା ଅଭିଯୋଗରେ ଏୟାରଫୋର୍ସ ଯବାନ ଗିରଫ

ଭୁବନେଶ୍ବର: ଯୁବତୀଙ୍କ ସହ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଏୟାର ଫୋର୍ସର ଜଣେ ଯବାନ ଗିରଫ । ଗିରଫ ଅଭିଯୁକ୍ତ ଯବାନ ଜଣକ ନୟାଗଡ ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ ଓରଫ ଗୋପାଳ ବୋଲି ଜଣାପଡିଛି । ଗୋଲକ ବିହାରୀଙ୍କୁ ବଡଗଡ ଥାନା ପୋଲିସ ଭୁବନେଶ୍ଵର ମାର୍କେଟ୍ ବିଲ୍ଡିଂ ଅଞ୍ଚଳରୁ…

Mandi Open: ଚାଷୀଙ୍କ ପାଇଁ ଖୁସି ଖବର, ରାଜ୍ୟରେ ଡିସେମ୍ବର ୨୫ରୁ ଖୋଲିବ ମଣ୍ଡି

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ମଣ୍ଡି ଖୋଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ, ସରକାର ଧାନ ନେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ମିଲରମାନଙ୍କୁ ଗୋଦାମ ଖାଲି କରିବା ପାଇଁ ଦାୟିତ୍ୱ ମଧ୍ୟ…

Aishwarya touches PM’s feet: ମଞ୍ଚ ଉପରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି, ପାଦ ଛୁଇଁ ପ୍ରଣାମ କଲେ…

ଥିରୁଅନନ୍ତପୁରମ୍: ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପାଦ ଛୁଇଁ ଆର୍ଶୀବାଦ ନେଲେ ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯୋଗ ଦେଇଥିଲେ। ଏହି…

Ccpi 2026: ଡରାଇଲାଣି ଜଳବାୟୁ ପରିବର୍ତ୍ତନ, ୧୩ରୁ ସିଧା ୨୩କୁ ଖସିଲା ଭାରତ…

ନୂଆଦିଲ୍ଲୀ: ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନରେ ଭାରତ ୧୩ତମ ସ୍ଥାନରୁ ଖସି ସିଧା ୨୩ ତମ ସ୍ଥାନରେ ପହଞ୍ଚିଛି। ଭାରତ ସର୍ବଶେଷ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ୧୩ ସ୍ଥାନ ଖସି ୨୩ ତମ ସ୍ଥାନରେ ପହଞ୍ଚିଛି। ଜାତୀୟ କୋଇଲା ନିର୍ଗମନ ସମୟସୀମା ଏବଂ ଚାଲୁଥିବା କୋଇଲା…

ଭିଡ଼ିଓ ଜାରି କରି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ଟପ୍ ମାଓନେତା ଭୂପତି..

ମାଲକାନଗିରି: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ…

International Men’s Day: ପୁରୁଷଙ୍କ ପାଇଁ ଦିନଟିଏ… ପୁରୁଷ ଦିବସ ପାଳିବାକୁ କିଏ ରଖିଥିଲେ ମତ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ,…

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରାସିସ (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଏହି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା; କରିବ ସଚେତନ

ଭୁବନେଶ୍ୱର: ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଏ ନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ସହ ସକରାତ୍ମକ ଆଚରଣରେ…

ସାବଧାନ! ହ୍ୱାଟସଆପରେ ବ୍ଲାକମେଲ୍‌ର ଶିକାର ହେଉଥିଲେ ତୁରନ୍ତ ଗ୍ରହଣ କରନ୍ତୁ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂଆ ଜିନିଷ ଶିଖୁଥିବା ଏବଂ ପ୍ରଗତି କରୁଥିବା ବେଳେ, ଅନେକ ଏହାର ଅପବ୍ୟବହାର ମଧ୍ୟ କରୁଛନ୍ତି। ଯେତେବେଳେ ଲୋକମାନେ କାହା ସହିତ କଥା ହେବାକୁ ଚାହାଁନ୍ତି, ସେମାନେ ତୁରନ୍ତ ହ୍ୱାଟ୍ସଆପ୍ ଖୋଲି ଏକ ମେସେଜ୍ ପଠାନ୍ତି।…

Dev Deepabali Ritual: ଆଜିଠୁ ଶ୍ରୀମନ୍ଦିରରେ ୩ ଦିନ ବ୍ୟାପୀ ଚାଲିବ ଦେବଦୀପାବଳି ନୀତି

ପୁରୀ: ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ । ତିନିଦିନ ମହାପ୍ରଭୁ ଶ୍ରାଦ୍ଧବେଶରେ ଵିଭୂଷିତ ହେବେ । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ,ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ଅର୍ଥାତ ପ୍ରଥମ…