Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଏ ବନିବେ ବଙ୍ଗଳାର ମୁଖ୍ୟମନ୍ତ୍ରୀ? ସିଏମ୍ ଚେହେରାରେ ମୋହର ମାରିବେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଲକାତା: କିଏ ବନିବେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ? ଆଜି ଘୋଷଣା ହୋଇପାରେ ସିଏମଙ୍କ ନାଁ। ବିଜେପିର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ହେବ। କେନ୍ଦ୍ର ଗୃହମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ୍ ଶାହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା…

ବାଲିଅନ୍ତାରେ କାହିଁକି ଉପୁଜିଲା ଅଭାବନୀୟ ସ୍ଥିତି? ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଦୃଢ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ବାଲିଅନ୍ତା ବର୍ବରକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ । ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରିଛିି ପୋଲିସ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେସିଆଲ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ବାହାରେ ହୋହାଲ୍ଲା…

ବିମାନରେ ବିଜେଡି ନେତାଙ୍କ ସାଂସଦ ପତ୍ନୀଙ୍କୁ ଚୋର ଚୋର କହି ଅପମାନ

ନୂଆଦିଲ୍ଲୀ: ବିଜୁ ଜନତା ଦଳର ନେତା ତଥା ପୂର୍ବତନ ସାଂସଦ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୋଇତ୍ରାଙ୍କ ସହ ବିମାନ ଭିତରେ ଅଭାବନୀୟ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ସମୟରେ କିଛି ଯାତ୍ରୀ ତାଙ୍କୁ ହଇରାଣ କରିବା ସହ ଟିଏମସି ନେତା ଚୋର ଚୋର ସହ…

ମହିଳା ନେତ୍ରୀଙ୍କୁ କୁଣ୍ଢାଇବାକୁ ଚେଷ୍ଟା କଲେ ବରିଷ୍ଠ କଂଗ୍ରେସ ନେତା, ମଞ୍ଚ ଉପରେ ଦେଖିବାକୁ ମିଳିଲା ହାଇଡ୍ରାମା

ଥିରୁଅନନ୍ତପୁରମ: କେରଳ କଂଗ୍ରେସ ଭିତରେ ଏବେ ଏକ ଅଶୋଭନୀୟ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ବରିଷ୍ଠ ନେତା ସର୍ବସାଧାରଣରେ ମହିଳା ନେତ୍ରୀଙ୍କୁ ଜବରଦସ୍ତି କୁଣ୍ଢାଇବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ରାଜ୍ୟ ରାଜନୀତିରେ…

ଥାଲାପତି ବିଜୟଙ୍କ ଚେତାବନୀ; କ୍ଷମତା ପାଇଁ ଡିଏମକେ-ଏଆଇଏଡିଏମକେ ଏକାଠି ହେଲେ…

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ହାଇ-ଭୋଲଟେଜ୍ ଡ୍ରାମା ଜାରି ରହିଛି। ରାଜ୍ୟରେ କିଏ ଗଢ଼ିବ ସରକାର, ତାକୁ ନେଇ ଲାଗି ରହିଛି ସସପେନ୍ସ। ଏହାରି ଭିତରେ ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟ ଏକ ବଡ଼ ଚାଲ୍ ଖେଳିଛନ୍ତି। ଯାହା ବିରୋଧୀଙ୍କ ନିଦ ହଜାଇ ଦେଇଛି। ସୂଚନା ଅନୁସାରେ,…

୬୭ ବର୍ଷୀୟ ଅବସରପ୍ରାପ୍ତ ବୃଦ୍ଧଙ୍କ କଳା କାରନାମା: ନିଜ ଘରେ ଚଳାଇଥିଲେ ସେକ୍ସ ର‍୍ୟାକେଟ୍

ଭୁବନେଶ୍ୱର: ବୟସ ୬୭ ଛୁଇଁଲାଣି। ଚାକିରିରୁ ଅବସର ବି ନେଇସାରିଛନ୍ତି। ହେଲେ ଏ ବୟସରେ ସେ ଯାହା କରୁଥିଲେ, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ନିଜ ଘରକୁ ଦେହବ୍ୟବସାୟର ଆଡ୍ଡା ବନାଇଥିଲେ। ଆଉ ଶେଷରେ ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଏହି ବୃଦ୍ଧ। ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତି ଜଣକ…

ତାମିଲନାଡୁ ରାଜନୀତିରେ ହାଇଡ୍ରାମା: ଏତେ ସହଜରେ ବିଜୟ ହୋଇପାରିବେନି ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ସରିଛି, ହେଲେ ରାଜନୈତିକ ଡ୍ରାମା ଏବେ ବି ଜାରି ରହିଛି। ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟରେ ବଡ଼ କଣ୍ଟା ସାଜିଛି ‘ମ୍ୟାଜିକ୍ ନମ୍ବର’। ବିଜୟଙ୍କ ଦଳ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ସତ, କିନ୍ତୁ ସରକାର…

Road Projects In Odisha: ରାଜ୍ୟରେ ଭିତ୍ତିଭୂମି ହେବ ସୁଦୃଢ଼; ସଡକ ପ୍ରକଳ୍ପ ପାଇଁ ୭୬୯ କୋଟି ମଞ୍ଜୁର କଲେ କେନ୍ଦ୍ର

ଭୁବନେଶ୍ୱର:ଓଡିଶାର ସଡକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ଆଜି କେନ୍ଦ୍ର ସରକାର ୧୦ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ୭୬୯ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ  ନୀତିନ…

Snake Found In Mid-Day Meal: ମଧ୍ୟାହ୍ନ ଭୋଜନରେ ମିଳିଲା ସାପ; ୨୫୦ରୁ ଅଧିକ ପିଲା ଅସୁସ୍ଥ

ବିହାର: ବିହାରର ସହରସାରୁ ଏକ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ମହିସି ବ୍ଲକର ବାଲୁଆହାସ୍ଥିତ ସରକାରୀ ମଧ୍ୟମା ବିଦ୍ୟାଳୟରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଏକ ସାପ ଛୁଆ ମିଳିଛି। ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୫୦ରୁ ଅଧିକ ପିଲା ଅସୁସ୍ଥ ହୋଇପଡ଼ିଥିଲେ।…

Bengal Governor dissolves assembly:ମମତାଙ୍କ ଶାସନର ହେଲା ଅନ୍ତ; ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଆର.ଏନ. ରବି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପରିଷଦକୁ ବରଖାସ୍ତ କରିଛନ୍ତି। ରାଜ୍ୟପାଳ ଆର.ଏନ. ରବି ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ) ଅନୁଯାୟୀ ରାଜ୍ୟ ବିଧାନସଭାକୁ ଭାଙ୍ଗିବା ପାଇଁ ଏକ ଆଦେଶ ଜାରି କରିଛନ୍ତି, ଯାହା ଆଜି ଠାରୁ…