Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଛୁଆଁ ରୋଗ ନୁହେଁ ଅପସ୍ମାର: ରୋଗୀଙ୍କୁ ସହାୟତାର ହାତ ବଢାନ୍ତୁ, ସୁସ୍ଥ ଜୀବନ ଯାତ୍ରା କରନ୍ତୁ

ଭୁବନେଶ୍ୱର: ପିଢ଼ି ପିଢ଼ି ଧରି ଅପସ୍ମାରକୁ ଏକ ଭୟଙ୍କର, ଗୁପ୍ତ, ଅନ୍ଧବିଶ୍ୱାସରେ ଡୁବିଥିବା ରୋଗ ଭାବେ ଆମର ସମାଜରେ ପରିଗଣିତ ହୋଇଆସୁଛି। କିନ୍ତୁ ଆଧୁନିକ ବିଜ୍ଞାନ ଦୁନିଆରେ ଅପସ୍ମାର ଜୀବନକୁ ସମାପ୍ତ କରିଦେଇଥିବା ରୋଗ ନୁହେଁ ବରଂ ଏହାର ସଫଳତାର ସହିତ ନିୟନ୍ତ୍ରଣଯୋଗ୍ୟ ଚିକିତ୍ସା ସମ୍ଭବ।…

Prashant Kishor : ରାଜନୀତିରୁ ସନ୍ନ୍ୟାସ ନେବେ କି ପ୍ରଶାନ୍ତ କିଶୋର?, ନିର୍ବାଚନ ହାରିବା ପରେ ପ୍ରଥମ ଥର ଖୋଲିଲେ…

ପାଟନା: ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଦଳ, ଜନ ସୂରାଜ ପାର୍ଟି, ବିହାର ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ବରଣ କରିଛି। ବିହାର ନିର୍ବାଚନ ପରାଜୟ ପରେ କିଶୋର ପ୍ରଥମ ଥର ମିଡିଆ ଆଗକୁ ଆସିଛନ୍ତି। ସେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କ…

Elephant Deadbody Found: ଜଙ୍ଗଲରୁ ଆଉ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର, କାରଣ ଖୋଜୁଛି ବନ ବିଭାଗ..

ସମ୍ବଲପୁର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କେତବେଳେ, ବିଦ୍ୟୁତ ଆଘାତରେ ଜୀବନ ଯାଉଚି ତ ଆଉ କେତବେଳେ, କୂଅ ଓ ବଡ ବଡ ଗାତରେ ପଡି । ଏହି ପରିପ୍ରେକ୍ଷୀରେ ପୁଣି ଉଦ୍ଧାର ହୋଇଛି ଦନ୍ତା ହାତୀର ମୃତ ଦେହ । ସମ୍ବଲପୁର ଜିଲ୍ଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର…

ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସ ନାମ, ଜାଣନ୍ତୁ କିଏ କେଉଁ ଭୂମିକାରେ କରିବେ ଅଭିନୟ

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଛି।…

Chinese Woman: ଭାରତରେ ଚୀନ ମହିଳାଙ୍କୁ ଦିଆଗଲା ୮ ବର୍ଷର ଜେଲ୍ ଦଣ୍ଡ…

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାର ଏକ କୋର୍ଟ ଜଣେ ଚୀନ୍ ମହିଳାଙ୍କୁ ଆଠ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କ ଉପରେ ଦୁଇ ବର୍ଷ ପୂର୍ବେ ଅବୈଧ ଭାବରେ ଭାରତରେ ପ୍ରବେଶ କରିବାର ଅଭିଯୋଗ ହୋଇଥିଲା । କୋର୍ଟ ଏହି ମାମଲାରେ ଚୀନ୍ ମହିଳା ଲି-ଜିନମେଇ, ଯାହାକୁ ଲି-ସିନମେଇ ନାମରେ…

୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ

ଭୁବନେଶ୍ୱର: ଖୁବଶୀଘ୍ର ହେବାକୁ ଯାଉଛି ଓଡ଼ିଶାରେ ଜାତୀୟ ଜନ ଗଣନା । ୨୦୨୭ ଜାତୀୟ ଜନ ଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା ପୂର୍ବରୁ ଆରମ୍ଭ ହୋଇଛି ପୂର୍ବ ପରୀକ୍ଷା ଜନଗନଣନା । ପରୀକ୍ଷାମୂଳକ ଭାବେ ୪ଟି ଅଞ୍ଚଳରେ ପ୍ରଥମେ ହେବ ପ୍ରାକ୍ ଜନଗନଣନା ।…

Ukraine-France Deal: ପୁଟିନଙ୍କୁ ଦେବେ ଚକମା, ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ଜେଲେନସ୍କି…

ନୂଆଦିଲ୍ଲୀ: ଅଢେଇ ବର୍ଷରୁ ଅଧିକ ଦିନ ଧରି ଚାଲିଛି ଯୁଦ୍ଧ...ଏବେ ବି ହାର୍ ମାନିନାହାନ୍ତି ଜେଲେନସ୍କି...ଆମେରିକା ସହ ଟୋମାହକ ଡିଲ୍ ଫେଲ୍ ମାରିବା ପରେ ଭାରତର ବନ୍ଧୁ ଦେଶ ସହ ମିଳେଇଲେ ହାତ...ପୁଟିନଙ୍କ ସୁଖୋଇ-୫୭କୁ ମାତ୍ ଦେବାକୁ କଲେ ଚୁକ୍ତି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି…

ଅଧିକ ଫିଲ୍‌ଡ ଭିଜିଟ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଉପନିବେଶ…

ଦିଲ୍ଲୀ ବିସ୍ଫୋରଣ: କିପରି ତିଆରି ହୋଇଥିଲା ଡାକ୍ତର ମଡ୍ୟୁଲ୍?

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ୨୦୧୧ ପରେ ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପି ଉଠିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣର ଭୟଙ୍କର…

ହ୍ୟୁମାନ ସାଗରଙ୍କ ଶେଷ ଗୀତ, ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏହି ପୋଷ୍ଟ

ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଗଲେ ବେତାଜ୍ ବାଦଶାହା ହ୍ୟୁମାନ ସାଗର। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ନଭେମ୍ବର ୧୭। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା ।…