Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭତ୍ତା ବଣ୍ଟନ ସମସ୍ୟା ଖୁବଶୀଘ୍ର ସମାଧାନ ହେବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଭତ୍ତା ପାଇବାରେ ବିଳମ୍ବ ଓ ବିଭିନ୍ନ ପ୍ରକାର ଟେକ୍ନିକାଲ ସମସ୍ୟାକୁ ନେଇ ରାଜ୍ୟର ହଜାର ହଜାର ହିତାଧିକାରୀ ଚିନ୍ତାରେ ଥିବାବେଳେ ଏହା ଭିତରେ ବଡ଼ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏକ ସପ୍ତାହ ଭିତରେ ଭତ୍ତା…

ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମିଶନ ଶକ୍ତି ମହିଳା ନେବେ ଟେକ୍ନୋଲୋଜି ଟ୍ରେନିଂ । ଏନେଇ ଓଡ଼ିଶା ଜୀବିକା ମିଶନ ଓ ଭୁବନେଶ୍ୱର ଆଇଆଇଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି । ମିଶନ ଶକ୍ତି ମହିଳାଙ୍କୁ ଟ୍ରେନିଂ ଦେବେ ଆଇଆଇଟି ପ୍ରଫେସର । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।…

ଇସ୍ରାଏଲ ଉପରେ ଘନଘନ ମିସାଇଲ ମାଡ଼, ବନ୍ଦ କଲା ଏୟାରସ୍ପେସ 

ନୂଆଦିଲ୍ଲୀ: ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ରକୁ ଅଟକାଇବା ପରେ ଇସ୍ରାଏଲ ସୋମବାର ଅସ୍ଥାୟୀ ଭାବରେ ଏହାର ଆକାଶ ମାର୍ଗ ବନ୍ଦ କରିଦେଇଛି। ଇସ୍ରାଏଲୀ ସେନା କହିଛି ଯେ ତେଲ ଅଭିଭ କ୍ଷେତ୍ର ସହିତ କେନ୍ଦ୍ରୀୟ ଏବଂ ଦକ୍ଷିଣ ଇସ୍ରାଏଲର କିଛି ଅଂଶରେ ସାଇରନ୍ ବାଜିବା ପରେ…

ଆଇଟିଆର୍ (ITR) ଦାଖଲ ପୂର୍ବରୁ ସାବଧାନ !

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଚାକିରିଆ କିମ୍ବା ବ୍ୟବସାୟୀ ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ, ITR ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଆୟକର ବିଭାଗ ପକ୍ଷରୁ ପୋର୍ଟାଲ୍ ଲାଇଭ୍ ହୋଇସାରିଥିଲେ ମଧ୍ୟ ଏବେ ଆଇଟିଆର୍ ଫାଇଲ୍ କରିବା…

Weather Update : ଆସନ୍ତା ୭ ଦିନ ଏସବୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ଦେଶରେ ଏବେ ଆକ୍ଟିଭ୍ ମୋଡ୍‌ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳ ଉପକୂଳ ଛୁଇଁବା ପରେ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମନ୍‌ସୁନ୍। ଭାରତୀୟ ପାଣିପାଗ ବିଭାଗ, IMD ର ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର…

୫୧ ବର୍ଷରେ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ୍‌ର ସଦାବହାର ଏବଂ ଫିଟ୍‌ନେସ୍ ଆଇକନ୍ ଶିଳ୍ପା ଶେଟ୍ଟୀଙ୍କୁ ଆଜି ୫୧ ବର୍ଷ ବୟସ ହୋଇଛି। ଜୁନ୍ ୮ ତାରିଖରେ ନିଜର ଏହି ସ୍ପେଶାଲ ବର୍ଥଡେ’ ପାଳନ କରୁଛନ୍ତି ଅଭିନେତ୍ରୀ। ତେବେ ଏହି ଖାସ୍ ଅବସରରେ ସ୍ୱାମୀ ରାଜ୍ କୁନ୍ଦ୍ରା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି…

ରାଜଧାନୀରେ ଚାଞ୍ଚଲ୍ୟ: ହଷ୍ଟେଲରୁ ଡାକି ନେଇ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଧଉଳି ଅଞ୍ଚଳରେ ଏକ ଲଜ୍ଜାଜନକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହଷ୍ଟେଲରୁ ଡାକି ନେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ନେଇ ଥାନାରେ ଗୁରୁତର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…

ନେପାଳ ସୀମାରୁ ଧରାପଡିଲେ ଟିଏମସି ନେତା ଜାହାଙ୍ଗୀର ଖାନ୍: ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଡାଇମଣ୍ଡ ହାର୍ବରର ଫାଲଟା ଅଞ୍ଚଳର ଟିଏମସିର ପ୍ରଭାବଶାଳୀ ନେତା ତଥା ନିଜକୁ 'ପୁଷ୍ପା' କହୁଥିବା ଜାହାଙ୍ଗୀର ଖାନଙ୍କୁ ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଛି। ସେ ଫେରାର୍ ହେବାକୁ ଚେଷ୍ଟା…

ସମ୍ବଲପୁରରେ ଡବଲ ମର୍ଡର: ଗିରିପାଲି ଗାଁରେ ମା’ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଏକ ସଂଘାତିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ଘରେ ପଶି ମାଆ ଏବଂ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। କୁକୁଡ଼ାପାଲି ପଞ୍ଚାୟତର ଗିରିପାଲି ଗାଁରେ ଘଟିଥିବା ଏହି ଦୋହରା ହତ୍ୟାକାଣ୍ଡ (ଡବଲ ମର୍ଡର) ସାରା ଅଞ୍ଚଳରେ…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: ତଦନ୍ତ ପରିସରକୁ ଆସିଲେ ସୌମ୍ୟଙ୍କ ବାନ୍ଧବୀ, କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ…

ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳର ଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଥିବା ବେଳେ ଏନଏଚଆରସିରେ ପଚରାଉଚରା କରାଯାଇଥିବା ସୌମ୍ୟଙ୍କ ସେହି ରହସ୍ୟମୟୀ ଯୁବତୀ ବାନ୍ଧବୀଙ୍କୁ ନେଇ ସୌମ୍ୟଙ୍କ ମାମୁଁ ଏକ ବଡ଼…