Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ରାଜଧାନୀରୁ ଜଣେ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେସିଆଲ କ୍ରାଇମ ୟୁନିଟ (ଏସସିୟୁ) ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି । ତା ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଅଞ୍ଚଳର ଶେଖ ଆକବର। ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ତାକୁ…

ପୀତବାସ ହତ୍ୟା ମାମଲା, ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କର ପୁଣି ହେବ ଟିଆଇ ପରେଡ। କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତଙ୍କର ଟିଆଇ ପରେଡ ହେବ। ଏଥିପାଇଁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି JMFC ଓ ଟାଉନ ଏସଡିପିଓ । ଆଜି ଆକାଶ ବିଷୋୟୀ ଓ…

ଭତ୍ତା ଟଙ୍କା ପାଇଁ ବାପାକୁ ମାରିଦେଲା ପୁଅ

ଗଞ୍ଜାମ: ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ। ଭତ୍ତା ଟଙ୍କା ପାଇଁ ବପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ। ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଦେଲା ଜନ୍ମିତ ପୁଅ। ବାପାଙ୍କୁ ଭତ୍ତା ଟଙ୍କା ମାଗି ଝଗଡ଼ା କରିଥିଲା ପୁଅ। ବୃଦ୍ଧ ବାପାଙ୍କ ଭତ୍ତା ଟଙ୍କା…

Army Chief Warns Pakistan: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା: ସେନା ମୁଖ୍ୟ ପାକିସ୍ତାନକୁ ପୁଣି ଦେଲେ…

ନୂଆଦିଲ୍ଲୀ:ଶତ୍ରୁକୁ ବଡ଼ ଚେତାବନୀ । ସ୍ଥଳସେନା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦେଲେ କଡା ଚେତାବନୀ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଅପରେସନ ସିନ୍ଦୂର ସମ୍ପର୍କରେ କହିଛନ୍ତି ଯେ,  ୮୮ ଘଣ୍ଟାର ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି…

କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ, ICUରେ ଭର୍ତ୍ତି

ଭୁବନେଶ୍ୱର: ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର। ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବର୍ତ୍ତମାନ…

Delhi Blast: ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ହାଇ ଆଲର୍ଟରେ ସୁରକ୍ଷା ଏଜେନ୍ସି…

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ । ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରେ ଢାକାରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଁ ଭାରତରେ ବିସ୍ଫୋରଣ ଘଟାଇବାକୁ ଚୂଡାନ୍ତ ଯୋଜନା କରାଯାଇଥିଲା । ଏହି ବୈଠକରେ…

Bhubaneswar Cold Wave: ଶୀତରେ ଥରୁଛି ରାଜଧାନୀ, ଭାଙ୍ଗିଲା ୨୫ ବର୍ଷର ରେକର୍ଡ

ଭୁବନେଶ୍ୱର: ସାରା ଓଡ଼ିଶା ଶୀତରେ ଥରୁଛି। ରାଜଧାନୀରେ ଭୁବନେଶ୍ୱରରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡାରେ ୨୫ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର। ଭୁବନେଶ୍ୱରରେ ଗତ ରାତିରେ ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି । ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯°C ରେକର୍ଡ…

ବଢୁଛି ଆମିଷ ଚାହିଦା; ହେଲେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଉତ୍ପାଦନ ହେଉନି ମାଛ ଓ ଅଣ୍ଡା

ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ ଭାବେ ଉତ୍ପାଦାନ ହେଉନି ମାଛ ଓ ଅଣ୍ଡା । ଯାହା ଫଳରେ ରାଜ୍ୟ ବାହାରୁ ଏସବୁକୁ ଆମଦାନୀ କରାଯାଉଛି । କାର୍ତ୍ତିକ ମାସ ଶେଷ ହେବାପରେ ଏବେ ରାଜ୍ୟରେ ଆମିଷ ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଆମିଷ ଉପଭୋକ୍ତାଙ୍କ ଚାହିଦା…

Bangladeshi Houses Demolished: ବେହେରାମପୁର ବସ୍ତିରେ ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା…

ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଭାଙ୍ଗିଲା ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ସେମାନେ ସରକାରୀ ଜାଗାରେ ଘର ତିଆରି କରି ରହୁଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ…

ଦିଲ୍ଲୀ ବିସ୍ଫୋରଣ: ‘ମାଡାମ ସର୍ଜନ’ ଶାହିନ ନିକଟରୁ ମିଳିଲା ୩ଟି ପାସପୋର୍ଟ, ପାକିସ୍ତାନ ଏବଂ…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି । ତଦନ୍ତ ଆଗକୁ ବଢ଼ିବା ସହିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଫରିଦାବାଦ ମଡ୍ୟୁଲ୍ ଏବଂ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ମାମଲାରେ ଜଡିତ । ଏହି ସମୟରେ, ଡକ୍ଟର ଶାହିନଙ୍କ…