Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Nowgam blast:ନୌଗାମ ବିସ୍ଫୋରଣର ଜୋରଦାର ତଦନ୍ତ; ଗ୍ରାଉଣ୍ଡରେ NIA ଏବଂ NSG ସମେତ ଅନେକ ଏଜେନ୍ସି

ଶ୍ରୀନଗର: ନୌଗାମ ବିସ୍ଫୋରଣର ଏକ ବଡ଼ ଧରଣର ତଦନ୍ତ ଏବେ ଆରମ୍ଭ ହୋଇଛି। CFSL, NIA, NSG ବୋମା ନିଷ୍କ୍ରିୟକାରୀ ଦଳ ଏବଂ NIA ଦଳ ନୌଗାମରେ ପହଞ୍ଚିଛନ୍ତି। ଏହି ଦଳଗୁଡ଼ିକ ବିସ୍ଫୋରଣ ଘଟିଥିବା ପୋଲିସ ଷ୍ଟେସନ ପରିଦର୍ଶନ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଗିରଫ ଡାକ୍ତରଙ୍କ ମଡ୍ୟୁଲରୁ…

ଭାଙ୍ଗୁଛି ମାଓଗଡ଼, ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ଦମ୍ପତି

କନ୍ଧମାଳ: ଭାଙ୍ଗୁଛି ମାଓଗଡ଼। ପୋଲିସକୁ ମିଳୁଛି ସଫଳତା। ୨୦୨୬ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ହେବ। ଆଉ ଏହାର ଲକ୍ଷରେ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ନେଇ ଅଭିଯାନ ଚାଲୁ ରଖିଛି କନ୍ଧମାଳ ପୋଲିସ। ନିକଟ ଅତୀତରେ ଅନେକ କ୍ୟାଡର ମାଓବାଦୀ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମୃତ୍ୟୁ ବରଣ…

Doctor Dies On Duty: ଏମିତି ଆସେ ମୃତ୍ୟୁ: ଓପିଡିରେ ରୋଗୀ ଦେଖୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାଲେଶ୍ବର: ଏମିତି ଆସେ ମୃତ୍ୟୁ। ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର। ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ। ଏଭଳି ଅଭାବନୀୟ ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ। ଆଜି…

ଖଟଲାପଦର ବ୍ରିଜରେ ଟଙ୍କା ଲୁଟ ମାମଲା, ୭ ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜ ନିକଟରେ ଲୁଟ ମାମଲାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ କୁନ୍ଦାରିଗୁଡାର ଅରୁଣ ମୁଦୁଲି (୨୬), ଗଡପଦର ଗ୍ରାମ ହରିଜନ…

ଟେମ୍ପୋକୁ ଧକ୍କା ଦେଲା ଟ୍ରେଲର: ୬ ତୀର୍ଥଯାତ୍ରୀ ମୃତ, ୧୪ ଆହତ

ଯୋଧପୁର: ରାଜସ୍ତାନ ଯୋଧପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ । ଏଥିରେ ୧୪ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି । ଟେମ୍ପୋରେ ପ୍ରାୟ ୨୦ ଜଣ ଭକ୍ତ…

Bihar New Government: ନୂତନ ସରକାର ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନୀତିଶ,…

ପାଟନା: ବିହାରରେ ନୂତନ ସରକାର ଗଠନ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ମଧ୍ୟ ଏକ ସିରିଜ ବୈଠକ ହୋଇଥିଲା। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହା ପରେ ଜେଡିୟୁ ନେତା ଏବଂ କେନ୍ଦ୍ର…

ବଢିଲା ମହୁଆ ମୋଇତ୍ରାଙ୍କ ଅଡୁଆ, କ୍ୟାସ୍-ଫର୍-କ୍ବାଇରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକପାଳଙ୍କ ମଞ୍ଜୁରୀ

କୋଲକାତା: ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡୁଆ । ‘କ୍ୟାସ୍-ଫର୍-କ୍ୱେରୀ ମାମଲାରେ ଟିଏମ୍ ସି ସାଂସଦଙ୍କ ବିରୋଧରେ ହେବ ଚାର୍ଜସିଟ ଦାଖଲ । ଚାର୍ଜସିଟ୍ ଦାଖଲ ପାଇଁ ସିବିଆଇକୁ ଅନୁମତି ଦେଲେ ଲୋକପାଳ। ମହୁଆଙ୍କ ସହ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ । ଚାରି…

Baladevjew temple complex: କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଅଟକଳ କରାଯାଇଛି। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଫାଇନାଲ ଡିପିଆର ପ୍ରସ୍ତୁତ କରାଯାଇ ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ।…

ଭାରତରେ ଖୁବ୍‌ଶୀଘ୍ର ଚାଲିବ ବୁଲେଟ୍ ଟ୍ରେନ୍, ସୁରଟ ଷ୍ଟେସନ୍ ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ଭାରତର ରେଳ ଚଳାଚଳରେ ଖୁବ୍ ଶୀଘ୍ର ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଆଲୋଚନାରେ ଥିବା ବୁଲେଟ୍ ଟ୍ରେନ୍ ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ କରିଡର (MAHSR) ର କାମ ଦ୍ରୁତ ଗତିରେ ଚାଲିଛି । ଏହି କରିଡର…

WBF in Bihar Elections: ବିହାର ନିର୍ବାଚନରେ ​​NDA ବିଶ୍ୱ ବ୍ୟାଙ୍କରୁ ୧୦,୦୦୦ କୋଟି ଖର୍ଚ୍ଚ କରିଥିଲା ​​କି?,…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଏବେ ଅନେକ ପ୍ରଶ୍ନ ଉଠାଇଛି। ବିରୋଧୀ ମହାଗଠବନ୍ଧନ ଅଭିଯୋଗ କରୁଛି ଯେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ସରକାର ମହିଳାମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏହା ବ୍ୟତୀତ, ଜନସୁରାଜ ନେତା ପବନ ବର୍ମା…