Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

WBF in Bihar Elections: ବିହାର ନିର୍ବାଚନରେ ​​NDA ବିଶ୍ୱ ବ୍ୟାଙ୍କରୁ ୧୦,୦୦୦ କୋଟି ଖର୍ଚ୍ଚ କରିଥିଲା ​​କି?,…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ଏବେ ଅନେକ ପ୍ରଶ୍ନ ଉଠାଇଛି। ବିରୋଧୀ ମହାଗଠବନ୍ଧନ ଅଭିଯୋଗ କରୁଛି ଯେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ସରକାର ମହିଳାମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଏହା ବ୍ୟତୀତ, ଜନସୁରାଜ ନେତା ପବନ ବର୍ମା…

ଭକ୍ତ ଦାସଙ୍କୁ କଡ଼ା କାଉଣ୍ଟର କଲେ ପୃଥ୍ବୀରାଜ ହରିଚନ୍ଦନ…

ଭୁବନେଶ୍ବର: ନୂଆପଡ଼ା ଜନାଦେଶକୁ ନେଇ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ଆମ ଦଳର ବିଭୀଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତ୍ମସମୀକ୍ଷା ପରେ ବିଭୀଷଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସରକାରୀ କଳ, ଅର୍ଥବଳ ବ୍ୟବହାର ପରେ ବି ୪୦ ହଜାର ଭୋଟ୍‌ ପାଇ ଦ୍ଵିତୀୟରେ…

ହତ୍ୟାକାରୀ ମୁହଁରେ ହତ୍ୟାର ସତ, ସ୍ୱାମୀକୁ ମାରିବା ପାଇଁ ଷଡ଼ଯାନ୍ତ୍ର ରଚିଥିଲା ସ୍ତ୍ରୀ

ବେଙ୍ଗାଲୁରୁ: ସ୍ୱାମୀ ସ୍ତ୍ରୀଙ୍କୁ ମଝି ରାସ୍ତାରେ ହଠାତ୍ ଦୃର୍ବୃତ୍ତଙ୍କ ଆକ୍ରମଣ। ଆଉ ଏହି ଆକ୍ରମଣରେ ଗଲା ସ୍ୱାମୀଙ୍କ ଜୀବନ। ପାର ପାଇଗଲା ସ୍ତ୍ରୀ। କର୍ଣ୍ଣାଟକର ମଇସୁରରେ, ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହଠାତ୍ କିଛି ଲୋକ ଆକ୍ରମଣ କରିଥିଲେ। ସେମାନେ ବାଇକ୍ ଚଲାଉଥିବା ସମୟରେ ଏକ କାର ଯୋଗେ…

Delhi Blast: ଦିଲ୍ଲୀ ବିସ୍ଫୋରଣ ପଛରେ ପାକିସ୍ତାନ୍ ଚାଲ୍?

ନୂଆଦିଲ୍ଲୀ: ୨୬/୧୧ ପରେ ୧୦/୧୧ର ସେ କଳା ରାତି...ଆତଙ୍କୀ ଆକ୍ରମଣ ବୋଲି ଘୋଷଣା କରିସାରିଛନ୍ତି ସରକାର...ସୂତାଖିଅ ଖୋଜୁଛି ଏନଆଇଏ...ତୁର୍କୀରୁ ପାକିସ୍ତାନ ସବୁ ରାଡାରରେ...ନିଜେ ପାକିସ୍ତାନୀ ସାମ୍ବାଦିକ କଲେ ଚାଞ୍ଚଲ୍ୟକର ଖୁଲାସା...କହିଦେଲେ ଦିଲ୍ଲୀ ବିସ୍ଫୋରଣର ଯୋଜନା କାହାର?…

ସଞ୍ଜୟ ଯାଦବ ଓ ରମିଜ? ଏମାନଙ୍କ ପାଇଁ ପରିବାର ସହ ସମ୍ପର୍କ କାଟିଦେଲେ ରୋହିଣୀ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପରେ, ଲାଲୁ ପ୍ରସାଦ ଯାଦବଙ୍କ ପରିବାର ମଧ୍ୟରେ ଥିବା ବିବାଦ କମିବାର ନାଁ ଧରୁନି। ଏହା ଏବେ ସାର୍ବଜନୀନ ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ଗତକାଲି ପରିବାର ଏବଂ ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ସେ…

Naxal Encounter:ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ଛତିଶଗଡ଼ ସୁକମା ଜିଲ୍ଲାର ଭେଜ୍ଜି ଏବଂ ଚିନ୍ତାଗୁଫା ମଧ୍ୟରେ ଥିବା ଘନ ଜଙ୍ଗଲରେ ଡିଆରଜି ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏହି ଅପରେସନ ସମୟରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲା ରିଜର୍ଭ ଗାର୍ଡ (DRG)…

Rohini Acharya: “ଚପଲ ଫିଙ୍ଗିଲେ, ଗାଳି କଲେ…”, କାହିଁକି ପରିବାରର ସାଥ୍ ଛାଡିଲେ…

ପାଟନା: ଲାଲୁ ପରିବାର ଏବେ ଫାଟ ଫାଟ । ବଡ ପୁଅ ତେଜ ପ୍ରତାପ ଯାଦବ ପରେ ଝିଅ ରୋହିଣୀ ଆଚାର୍ଯ୍ୟ ପରିବାର ଠାରୁ ଦୂରେଇ ଗଲେ । ପରିବାର ଏବଂ ରାଜନୀତି ଉଭୟରୁ ନିଜକୁ ଛିନ୍ନ କରିଛନ୍ତି ରୋହିଣୀ । ଏଥିପାଇଁ ଭାଇ ତେଜସ୍ବୀ ଏବଂ ତାଙ୍କ ପାଖ ଲୋକଙ୍କ ବିରୋଧରେ ବଡ ବଡ ଅଭିଯୋଗ ଲଗାଇଛନ୍ତି ।…

Putin, Netanyahu on call: କରିପାରିଲେନି ଟ୍ରମ୍ପ, କରି ଦେଖେଇବେ ପୁଟିନ୍?

ନୂଆଦିଲ୍ଲୀ:  ସୁଧୁରିବ କି ମଧ୍ୟପ୍ରାଚ୍ୟ ସ୍ଥିତି?...ଫେରିବ କି ଗାଜାରେ ଶାନ୍ତି?...ଯାହା ଟ୍ରମ୍ପ କରିପାରିଲେନି, ତାହା ପୁଟିନ କରି ଦେଖେଇବେ କି?...କଥା ହେଲେ ନେତାନ୍ୟାହୁ ଏବଂ ପୁଟିନ...ଇରାନର ପରମାଣୁ ଉପରେ ବି କଲେ ବଡ ଆଲୋଚନା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲୀ…

“ଶିକ୍ଷକ ରତ୍ନ ସମ୍ମାନ-୨୦୨୫”ରେ ସମ୍ମାନୀତ ହେଲେ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ

ଭୁବନେଶ୍ବର: "ଶିକ୍ଷକ ରତ୍ନ ସମ୍ମାନ-୨୦୨୫" ରେ ସମ୍ମାନୀତ ହେଲେ କଟକ ସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲର ଶିକ୍ଷୟିତ୍ରୀ ରୀନା ଦେବୀ । ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଛି । ଓଡ଼ିଶା ପ୍ରତିଭା ସମ୍ମାନ ପକ୍ଷରୁ ଆୟୋଜିତ ବାର୍ଷିକ…

Tiger Census: କେନ୍ଦୁଝର ବନଖଣ୍ଡରେ ହେବ ବାଘ ଗଣନା

କେନ୍ଦୁଝର: ଆସନ୍ତା ୨୦ ତାରିଖରୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା। ବାଘ ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଗଣନା ମଧ୍ୟ କରାଯିବ। କେନ୍ଦୁଝର ବନଖଣ୍ଡରେ ୧୦୫ ବିଟ୍‌ରେ ଏହି ଗଣନା ହେବାକୁ ଥିବା ବେଳେ ୩୦୦ କର୍ମଚାରୀ ବନଖଣ୍ଡ ଅଧିକାରୀ ଠାରୁ ଆରମ୍ଭ କରି ବନରକ୍ଷୀ ପର୍ଯ୍ୟନ୍ତ ସମସ୍ତେ…