Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁବନେଶ୍ୱରରେ ବର୍ଷା ଓ କୁଆପଥର ମାଡ଼, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଶନିବାର ଅପରାହ୍ନରେ ହଠାତ୍‌ ବଦଳିଗଲା ରାଜଧାନୀର ପାଗ। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା, କୁଆପଥର, ବଜ୍ରପାତ ଓ ଜୋର ପବନ ଦେଖିବାକୁ ମିଳିଛି। ହଠାତ୍‌ ଆସିଥିବା ଏହି ଝଡ଼ବର୍ଷା ଲୋକଙ୍କୁ ଖରାରୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଛି ସ୍ଥାନରେ…

Pickup vehicle-truck collision:ଅସ୍ଥି ବିସର୍ଜନ ପାଇଁ ବାହାରିଥିଲେ ପରିବାର ଲୋକେ…ଦୁର୍ଘଟଣାରେ ଚାଲିଗଲା…

ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବର ଫାଜିଲକା-ଫିରୋଜପୁର ରାସ୍ତାରେ ଏକ ପିକଅପ୍ ଭ୍ୟାନ ଏବଂ ଟ୍ରକ୍ ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଏଆଇରେ ଓଡ଼ିଶା ଶାସନ ଲୋଗୋ ବିକୃତ, ଟ୍ରୋଲ ପରେ ଚେତିଲା ପ୍ରଶାସନ

ଭୁବନେଶ୍ୱର: ଏଆଇରେ ନିର୍ମିତ ପୋଷ୍ଟରରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ନାମ ପାଖରେ ଏକ ‘ଓଡ଼ିଶା ଶାସନ’ ଲୋଗୋ ରହିଛି । ଯେଉଁ ଲୋଗୋରେ ଓଡ଼ିଆ ଓ ହିନ୍ଦୀରେ…

ଟି-୨୦ ଦଳର ନୂଆ ଅଧିନାୟକ ହେଲେ ଶ୍ରେୟସ ଆୟର: ସୂର୍ଯ୍ୟକୁମାରଙ୍କୁ ଦଳରୁ ବାଦ୍ ଦେଲା ବିସିସିଆଇ

ମୁମ୍ବାଇ: ଭାରତୀୟ ଟି-୨୦ କ୍ରିକେଟ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଭାରତର ନୂଆ ଟି-୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ନେବେ । କେବଳ ଅଧିନାୟକ ପଦ ନୁହେଁ ଖରାପ ଫର୍ମ ଦେଇ ଯାଉଥିବା…

କୋର୍ଟରେ ଆତ୍ମସମର୍ପଣ କଲେ ଖାନ୍ ସାର୍

ନୂଆଦିଲ୍ଲୀ: ଗୁଳିକାଣ୍ଡ ମାମଲାରେ ପ୍ରସିଦ୍ଧ ଶିକ୍ଷକ ଖାନ ସାର୍ ଶନିବାର ପାଟନା ସିଭିଲ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ଅନୁମାନ କରାଯାଉଥିଲା ଯେ ପୋଲିସ ତାଙ୍କୁ ଗିରଫ କରିପାରେ। ଖାନ ସାରଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ ସେ ପାଟନା ସିଭିଲ୍ କୋର୍ଟରେ ପ୍ରବେଶ କରିଛନ୍ତି।…

ଭୁବନେଶ୍ୱରରେ ଅସହ୍ୟ ଗରମ ଓ ପ୍ରବଳ ଗୁଳଗୁଳି: ୪୭ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗୁଳଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିପକାଇଛି। ଆକାଶରୁ ନିଆଁ ଭଳି ବର୍ଷା ହେଉଥିବା ବେଳେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅତ୍ୟଧିକ ବୃଦ୍ଧି ପାଇଛି। ଏହି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର…

ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ; ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଯୁକ୍ତି ନେଇ ଚିଠି ଜାରି କରିଛି ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ । ବିଭାଗର ଲକ୍ଷ୍ୟ ଜୁନ ୩୦ ସୁଦ୍ଧା ୧ ହଜାର ୧୮୩ ଜଣଙ୍କୁ ନିଯୁକ୍ତି ଦେବା । ନିର୍ଦ୍ଦେଶ ଅନୁସାରେ ୧୭ଟି ବିଭାଗରେ ୩୨ଟି ବୋର୍ଡ…

ଅନ୍ନାମଲାଇଙ୍କ ନୂଆ ରାଜନୀତିକ ଚାଲ୍, କଲାମଙ୍କ ନାମରେ ତାମିଲନାଡୁରେ ନୂଆ ଆନ୍ଦୋଳନ

ଚେନ୍ନାଇ: ବିଜେପି ଛାଡ଼ିବା ପରେ ତାମିଲନାଡୁର ପୂର୍ବତନ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ ନୂଆ ରାଜନୀତିକ ଯାତ୍ରା ଆରମ୍ଭ କରିଛନ୍ତି। ସେ “We The Leaders” ନାମରେ ଏକ ନୂଆ ରାଜନୀତିକ ଆନ୍ଦୋଳନ ଘୋଷଣା କରିଛନ୍ତି। ଏହି ଆନ୍ଦୋଳନ ଭବିଷ୍ୟତରେ ଏକ ରାଜନୀତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା…

CJP protest: “ପଦ ଛାଡନ୍ତୁ ଶିକ୍ଷାମନ୍ତ୍ରୀ…”, ଜନ୍ତର ମନ୍ତରରେ ଗର୍ଜିଲେ କକ୍ରୋଚ୍; ସନ୍ଧ୍ୟା ୫ଟା ଯାଏଁ ପ୍ରତିବାଦ…

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ “କକ୍ରୋଚ୍ ଜନତା ପାର୍ଟି(CJP)”ର ପ୍ରତିବାଦ ଆରମ୍ଭ ହୋଇଛି। ଯୁବଗୋଷ୍ଠୀଙ୍କ ଭିଡ ଜମିଛି । ବେଟା ତୁମସେ ନା ହୋ ପାଏଗା (ପୁଅ ତୁମ ଦ୍ବାରା ହୋଇପାରିବ ନାହିଁ)…ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନାରାରେ କମ୍ପୁଛି ଦିଲ୍ଲୀ । CJPର ପ୍ରତିଷ୍ଠାତା…

ଯଦି କକ୍ରୋଚକୁ ଗିରଫ କର; ୪୨ ଦିନିଆ ଅନଶନ ଆରମ୍ଭ ହେବ, ଜାଣନ୍ତୁ କିଏ ଦେଲେ…

ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଯଦି ଦିଲ୍ଲୀର ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ କିମ୍ବା ଆନ୍ଦୋଳନର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରାଯାଏ, ତେବେ ସେ ୪୨ ଦିନିଆ ଅନଶନ ଆରମ୍ଭ କରିବେ। ତେବେ…