Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

OTET Result Out: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ଫଳ, ପାସ ହାର ରହିଛି…

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ଏଥିମଧ୍ୟରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସହାର ୬୬.୫୦ ପ୍ରତିଶତ ରହିଛି । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।…

Nowgam Blast: ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଏକ ଦୁର୍ଘଟଣା, କୌଣସି ଆତଙ୍କୀ ହମଲା ନୁହେଁ: ଡିଜିପି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ଦୁର୍ଘଟଣା ବୋଲି କହିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ । ଆଜି ଏକ ସାମ୍ନାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା…

Rahul-Tejashwi in Bihar: କାହିଁକି ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି?

ପାଟନା: ବିହାରରେ ମାଟି କାମୁଡି ପଡିଛି ମହାଗଠବନ୍ଧନ । ଫେଲ୍ ମାରିଲା ରାହୁଲ-ତେଜସ୍ବୀ ଯୋଡି । ମାତ୍ର ୩୫ ଆସନରେ ବସିପଡିଲା ମହାଗଠବନ୍ଧନ । ଯେଉଁଥିରେ ଆରଜେଡି ୨୫ ଆସନ ପାଇଥିବା ବେଳେ କଂଗ୍ରେସ ମାତ୍ର ୬ ଆସନ ହାସଲ କରିବାରେ ସକ୍ଷମ ହୋଇଛି । ଯାହା ମହାଗଠବନ୍ଧନକୁ ଶୋଚନୀୟ ପରାଜୟ ଦେଇଥିବା…

କୋଟିଆରେ ବାଣ୍ଟୁଥିଲା ଔଷଧ… ତଡ଼ା ଖାଇଲା ଆନ୍ଧ୍ର ସ୍ୱାସ୍ଥ୍ୟ ସେବା ଟିମ୍‌

କୋରାପୁଟ: ବାରମ୍ବାର ବାରଣ କରାଯାଉଛି ତଥାପି ଗଳାବାଟ ଦେଇ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ର ଅଧିକାରୀ । ରାଜ୍ୟ ସରକାର ବିଭିନ୍ନ ଯୋଜନା ସାଙ୍ଗକୁ କୋଟିଆବାସୀ ଯେପରି ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାରୁ ବଞ୍ଚିତ ହେବେ ନାହିଁ ସେନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ…

Nitish Kumar: କେବେ ନିର୍ବାଚନ ଲଢି ନାହାନ୍ତି ନୀତିଶ…ତଥାପି ବିହାରର ୯ ଥର ସମ୍ଭାଳିଛନ୍ତି ଶାସନ ଭାର… ହେଲେ କେମିତି?

ପାଟନା: କ’ଣ ଆପଣ ଜାଣନ୍ତି କି ବିହାରର ୯ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର କୌଣସି ନିର୍ବାଚନ ମଣ୍ଡଳୀ ନାହିଁ…କେବେ ବି ମଇଦାନରେ ନିର୍ବାଚନ ଲଢିନାହାନ୍ତି ନୀତିଶ । ତଥାପି ବିହାରର ଶାସନ ଭାର ସମ୍ଭାଳିଆସିଛନ୍ତି । ଚଳିତ ଥର ମଧ୍ୟ ଏନଡିଏର ବମ୍ପର ବିଜୟ ପରେ ପୁଣି ୧୦ମ ଥର ପାଇଁ…

Nitish Kumar Bihar CM: ନିତୀଶ ହେବେ ତ ମୁଖ୍ୟମନ୍ତ୍ରୀ?

ପାଟନା: ବିହାରରେ ପୁଣି ଏନଡିଏ ସରକାର । ୨୦୨୫ ବିଧାନସଭା ନିର୍ବାଚନରେ ବଡ ବାଜିମାତ୍ କରିଛି ଏନଡିଏ । ବିଜେପି-ଜେଡିୟୁ-ଏଲଜେପି-ହାମ୍ ମେଣ୍ଟ ମୋଟ ୨୪୩ ଆସନରୁ ୨୦୨ ସିଟ୍ ହାତେଇ ପୁଣି ବିହାର ଗଡ ନିଜ ନାଁରେ କରିଛନ୍ତି । ଏଥିରେ ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି ବିଜେପି । ୧୦୧ଟି ଆସନରେ ଲଢି…

Jay Dholkia: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା; ନୂଆପଡ଼ାବାସୀଙ୍କୁ ଧନ୍ୟବାଦ…

ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ…

PM’s big message: ବିହାରରେ ପରେ ଏବେ ଦିଦିଙ୍କ ଆସନ ଉପରେ ବିଜେପିର ନଜର, ପିଏମ୍ ମୋଦି, କହିଲେ, ‘ଏବେ…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​NDA ଏକ ଜବରଦସ୍ତ ବିଜୟ ହାସଲ କରିଛି । NDA ୨୪୩ ବିଧାନସଭା ଆସନରୁ ୨୦୨ ଆସନ ଜିତି ଏକ ଏକପାଖିଆ ବିଜୟ ଲେଖିଛି । ଯାହା ପରେ ଏବେ ନଜର ମମତା ସରକାରଙ୍କ ଆସନ ଉପରେ ବୋଲି ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନଡିଏର ବଡ ବିଜୟ ପରେ…

Rajkummar Rao: ଭିକି ଏବଂ କ୍ୟାଟ୍ରିନାଙ୍କ ପରେ ନୂଆ ଅତିଥିଙ୍କୁ ସ୍ବାଗତ କଲେ ରାଜକୁମାର ରାଓ ଏବଂ ପତ୍ରଲେଖା…

ମୁମ୍ବାଇ: ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫଙ୍କ ପରେ, ଆଉ ଏକ ବଲିଉଡ୍ ଦମ୍ପତି ପିତାମାତା ହୋଇଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି। ବିବାହର ଚାରି ବର୍ଷ ପରେ, ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ସେମାନେ ବର୍ତ୍ତମାନ ଏକ…

Weather update: ଦିନକୁ ଦିନ ଖସୁଛି ପାରଦ; କଟକ ଓ ଭୁବନେଶ୍ୱରରେ ୧୪ ଡିଗ୍ରୀ ତଳେ ପାରଦ

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ।  ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବାର…