Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bhubaneswar: ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ ; ତିଆରି ହେବ ୨ ଥାକିଆ ରାସ୍ତା

ଭୁବନେଶ୍ଵର:ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ…

Digital Priest: ଡିଜିଟାଲ ପାଷ୍ଟର କ’ଣ? ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ଧାର୍ମିକ ପ୍ରବଚନ

ନୂଆଦିଲ୍ଲୀ: ଆଜିକାଲି ବ୍ରିଟେନରେ ଏକ ନୂତନ ଧାର୍ମିକ ଏବଂ ସାମାଜିକ ଧାରା ଦ୍ରୁତ ଗତିରେ ପ୍ରସାରିତ ହେଉଛି, ଯାହା ଡିଜିଟାଲ ପାଷ୍ଟରଙ୍କ ଯୁଗ ଭାବରେ ଜଣାଶୁଣା। ଏହା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଏହା ପାରମ୍ପରିକ ଚର୍ଚ୍ଚଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନେ…

ଟଙ୍କା ଆତ୍ମସାତ ଅଭିଯୋଗରେ କୃଷି ସମବାୟ ସମିତିର ପୂର୍ବତନ ସଂପାଦକ ଗିରଫ

ଭୁବନେଶ୍ୱର: ଆର୍ଥିକ ଠକେଇ ଏବଂ ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ଏକ ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରିଛି। ଅଭିଯୁକ୍ତ କୁଶଧ୍ୱଜା ସାହୁ ଜିଲ୍ଲାର ପାଟଣାଗଡ଼…

Nuapada By-election: ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ହେବ ଭୋଟ…

ନୂଆପଡା: କାହାର ହେବ ନୂଆପଡ଼ା ? ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୧୪ ଟି ଟେବୁଲ, ୨୬ ରାଉଣ୍ଡ ଗଣତି କରାଯିବ। ପ୍ରଥମେ ବାଲାଟ, ପରେ ଇଭିଏମ କାଉଣ୍ଟିଂ ହେବ। କାଉଣ୍ଟିଂର ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତି କରାଯିବ। କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ…

Surrender: ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ; ଅନ୍ୟମାନଙ୍କୁ ସରେଣ୍ଡର ପାଇଁ ପୋଲିସର ଅନୁରୋଧ

ରାଞ୍ଚି:ଲାତେହାର ପୋଲିସ ନିକଟରେ JJMP ସଂଗଠନର ୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର । ୨ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ପାଲାମୁ ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ଲାତେହାର ଏସପି…

Kharif Paddy: ଏହି ଦିନଠାରୁ ଆରମ୍ଭ ହେବ ଖରିଫ ଧାନ କିଣା, ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା। ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଛି। ୧ମ…

Disabilities Children Survey: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ, ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ…

ଭୁବନେଶ୍ୱର: ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି କରାଯାଇଛି ।…

କ’ଣ ଅଭିନେତ୍ରୀ ଝିଅ ଦେଇପାରିବେ ବାପା ଅଜିତ ଶର୍ମାଙ୍କୁ ବିଜୟ?, କ’ଣ କହୁଛି ପୂର୍ବ ନିର୍ବାଚନ…

ପାଟନା: ୨୦୨୫ ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବଲିଉଡ୍ ଅଭିନେତ୍ରୀ ନେହା ଶର୍ମା ତାଙ୍କର ଗ୍ଲାମରସ୍ ଶୈଳୀ ସହିତ ଶିରୋନାମା ହାସଲ କରିଛନ୍ତି। ନେହା ତାଙ୍କ ଇନଷ୍ଟାଗ୍ରାମ ରିଲରେ ଭାଗଲପୁରରେ ତାଙ୍କ ବାପା ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ଶର୍ମାଙ୍କ ସହିତ ଏକ ଖୋଲା ଜିପରେ ପ୍ରଚାର…

Jagannath Temple Closed:ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି। ଆଜି ମାର୍ଗଶିର ମାସ କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହବ। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ…

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ: ଏକତା ପଦଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି। ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ…