Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଲି ଘାଟରେ ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ;ଜବତ ଗାଡ଼ି ଛଡ଼ାଇ ନେଲେ ମାଫିଆ

ସୁନ୍ଦରଗଡ଼: ଖଣି ଅଧିକାରୀ ଓ ପୋଲିସକୁ ଆକ୍ରମଣ କଲେ ବାଲି ମାଫିଆ । ସକାଳେ ସୁନ୍ଦରଗଡ଼ ଟାଉନ୍ ଥାନା ଅମଲିପାଲି ଇବ ନଦୀ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । କନିଷ୍ଠ ଖଣି ଅଧିକାରୀ ଓ ଟାଉନ ଥାନା ପୋଲିସ ବାଲି ଘାଟରେ ଚଢ଼ଉ କରିଥିଲେ। ୬ଟି ଗାଡ଼ିରେ ବୋଲି…

ଜଣେ ମହିଳାଙ୍କୁ ୭୦୦ ଲୋକ କରିଛନ୍ତି ଦୁଷ୍କର୍ମ !

ନୂଆଦିଲ୍ଲୀ: ବ୍ରିଟେନରେ ସାମ୍ନାକୁ ଆସିଛି ସାଙ୍ଘାତିକ ଯୌନ ଶୋଷଣ ମାମଲା, ଯାହା ପୂରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜଣେ କି ଦୁଇ ଜଣ ନୁହେଁ, ବରଂ ପ୍ରାୟ ୬୦୦ରୁ ୭୦୦ ଲୋକଙ୍କ ବିରୋଧରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ବ୍ରିଟେନ୍ ସଂସଦରେ ଜୋରଦାର ଆଲୋଚନା…

କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣା, ବଦଳିଲେ ଥାନାର ସବୁ କର୍ମଚାରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୋଲିସର ଅକଥନୀୟ ଅତାୟଚାରରେ ସୁଶାନ୍ତ ସାହୁଙ୍କ ମୃତ୍ୟୁ ଘଟଣା । ପୂର୍ବରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ବଦଳି କରାଯାଇଥିବାବେଳେ, ଏବେ ବଦଳିଲେ ଥାନାର ସବୁ କର୍ମଚାରୀ । କେବଳ ଥାନା ନୁହଁ ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀଙ୍କୁ ବି…

Kangana Ranaut on 26/11 attack: ୨୬/୧୧ ଆକ୍ରମଣ ବେଳେ ପାର୍ଟି କରୁଥିଲେ କଙ୍ଗନା, ନିଜେ କହିଲେ ସେ ଭୟାନକ ଦିନର…

ମୁମ୍ବାଇ:  ଅଭିନେତ୍ରୀରୁ ସାଂସଦ ହୋଇଥିବା କଙ୍ଗନା ରାଣାୱତ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ "ଭାରତ ଭାଗ୍ୟ ବିଧାତା" ପାଇଁ ଖବରରେ ଅଛନ୍ତି । ଯାହାର ଟ୍ରେଲର ଏହି ନିକଟରେ ମୁକ୍ତିଲାଭ କରିଛି। ଯେଉଁଥିରେ କଙ୍ଗନା ରାଣାୱତ ଜଣେ ନର୍ସ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଇଛି। ଟ୍ରେଲର…

ଏସଆଇଆର କାମରେ ଅବହେଳା, ନିଲମ୍ଵିତ ହେଲେ ବିଡିଓ

ମୟୁରଭଞ୍ଜ: ନିଲମ୍ବିତ ହେଲେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ । ଏସଆଇଆର କାର୍ଯ୍ୟରେ ଅବହେଳା କାରଣରୁ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ ସ୍ମୃତିମୟୀ ବନଜା ଦାସଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ନିଲମ୍ବିତ କରିଥିବା…

Ranveer Singh gets relief: ରଣଭୀର ସିଂହଙ୍କ ବଡ଼ ବିଜୟ, ପଛଘୁଞ୍ଚା ଦେଲା FWICE, ଶେଷ କଲା ଅସହଯୋଗ ଆନ୍ଦୋଳନ

ନୂଆଦିଲ୍ଲୀ: ଅଭିନେତା ରଣଭୀର ସିଂହଙ୍କୁ ମିଳିଲା ବଡ ବିଜୟ । 'ଡନ୍ ୩' ବିବାଦରେ ବଡ ଆଶ୍ବସ୍ତି । ମେ ୨୫ ରେ, FWICE ରଣଭୀର ସିଂହଙ୍କ ବିରୁଦ୍ଧରେ ଏକ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲା। ଫରହାନ୍ ଅଖତରଙ୍କ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଫରହାନ୍ ଦାବି କରିଥିଲେ ଯେ ରଣଭୀର ସିଂହ…

ଜୁଆ ଆଡ୍ଡାରେ ଚଢ଼ାଉ ୨୨ ଜୁଆଡ଼ି ଗିରଫ, ସାଢେ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡା: ନୂଆପଡା ଜିଲ୍ଲା ପୋଲିସକୁ ପୁଣି ମିଳିଲା ବଡ ସଫଳତା l ଏକ ଜୁଆ ଆଡ୍ଡା ରେ ଚଢ଼ାଉ କରି ୨୨ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଲକ୍ଷ ୫୬ ହଜାର ୫୫ ଟଙ୍କା ଜବତ କରିବା ସହ ୨୦ ଗୋଟି ସ୍ମାର୍ଟ ଫୋନ୍, ୬ ଗୋଟି ମୋଟର ସାଇକେଲ ଓ ୪ ଗୋଟି ତାସ ପ୍ୟାକେଟକୁ ଜବତ କରିଛି…

ଚଳିତ ବର୍ଷ କମ୍‌ ବର୍ଷା, ଆସୁଛି ସୁପର ଏଲନିନୋ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀଜନିତ ବର୍ଷା କମ୍‌ ରହିବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣ ଯେତିକି ବର୍ଷା ହୁଏ ତାଠାରୁ କମ୍‌ ରହିବ। ଉତ୍ତର ଓଡ଼ିଶାରେ ସାଧାରଣଠୁ କମ୍‌ ବର୍ଷା ନେଇ ପୂର୍ବାନୁମାନ ହୋଇଛି।…

ରାସ୍ତାକଡ଼ରେ ଗଦା ଗଦା ଅଳିଆ ଦେଖି ରାଗିଗଲେ ମେୟ, ସ୍ଵଚ୍ଛତା ଦିଗରେ ସହରବାସୀ ସଜାଗ ହେବାକୁ ଦେଲେ ପରାମର୍ଶ

ଭୁବନେଶ୍ବର: ରାଜଧାନୀର ରୂପାଲି ଛକରେ ଆଜି ସକାଳୁ ବିଏମସି ପକ୍ଷରୁ ଗଣ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ରାସ୍ତା କଡରେ ପଡ଼ିରହିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା ଓ ମଦ ବୋତଲକୁ ଦେଖି ରାଗିଗଲେ ଭୁବନେଶ୍ୱର ମେୟର । ଏହା ସହ ରାସ୍ତା ଉପରେ ହୋଇଥିବା ଜବରଦଖଲ ଦେଖି ମଧ୍ୟ ବିରକ୍ତି ଭାବ…

୭ ଦିନ ମଧ୍ୟରେ ସମାଧାନ ହେବ ଭତ୍ତା ସମସ୍ୟା, ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ନୂଆ ସଫ୍ଟଓୟାର ଅପଡେଟ୍‌ ଯୋଗୁଁ ଅନଲାଇନ୍ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଗତ କିଛି ମାସ ଧରି ଟଙ୍କା ମିଳିବାରେ ସମସ୍ୟା ଦେଖାଦେଇଛି। ସରକାର ଏହି ସମସ୍ୟାର ସମାଧାନ କରୁଛନ୍ତି। ଆଉ ସାତ ଦିନ ମଧ୍ୟରେ ଭତ୍ତା ସମସ୍ୟାର ସମାଧାନ ହେବ। ଏଣିକି ସିଧାସଳଖ ହିତାଧିକାରୀଙ୍କ…