Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Grenades recovered:ସୁରକ୍ଷାବାହିନୀକୁ ବଡ଼ ସଫଳତା; ଜଙ୍ଗଲର ଏକ ଆଡ୍ଡାରୁ ୬ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ନିରନ୍ତର ଅଭିଯାନ ଜାରି ରହିଛି ଏବଂ ସୁରକ୍ଷା ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ଛଅଟି ଗ୍ରେନେଡ୍ ଉଦ୍ଧାର କରାଯାଇଥିଲା। ସେନା…

ASO ମେନ୍ ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ

ଭୁବନେଶ୍ବର:ASO ଲିଖିତ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ୨୦୨୫ ଡିସେମ୍ବର ୭ରେ ସାନି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଏସ୍‌ଓ ପଦ ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ୭୧୧୩ ଜଣ ପ୍ରାର୍ଥୀଙ୍କ ପାଇଁ ଡିସେମ୍ବର ୭ରେ ନୂଆକରି ମୁଖ୍ୟ ଲିଖିତ…

PoKରେ ଲସ୍କର ଆତଙ୍କବାଦୀଙ୍କୁ ଫୁଲମାଳ ଦେଇ ସ୍ୱାଗତ, ଦିଲ୍ଲୀ ବିସ୍ଫୋରଣ ସହ ରହିଛି କି ସମ୍ପର୍କ?

ନୂଆଦିଲ୍ଲୀ: ସୋମବାର ଦିନ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ, ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଲସ୍କର-ଏ-ତୈବା (ଏଲଇଟି)ର ଶୀର୍ଷ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଲସ୍କର ଆତଙ୍କବାଦୀମାନଙ୍କୁ ଫୁଲମାଳ ଦେଇ ସ୍ୱାଗତ…

Baliyatra 2025: ବାଲିଯାତ୍ରାରେ ଟଳିଲା ବଡ଼ ଧରଣର ଅଘଟଣ;ଦୋଳି ହେଲା ଅଚଳ…ଫସିଲେ ୧୬

କଟକ:ଐତିହାସିକ କଟକ ବାଲିଯାତ୍ରାରେ ଟଳିଲା ବଡ ବିପଦ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ୧୬ ଜଣ ଲୋକ ଫସି ରହିଥିଲେ । ଏକ ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ । ୨ ଘଣ୍ଟା ଧରି ୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିବା ସୂଚନା…

ଓଡ଼ିଶାର କୃଷି ଐତିହ୍ୟ ଓ ଶ୍ରୀ ଅନ୍ନର ସଂରକ୍ଷଣ,ପ୍ରସାର ପଦକ୍ଷେପକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଭୁୟସୀ ପ୍ରଶଂସା

ଭୁବନେଶ୍ଵର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ନଭେମ୍ବର ୧୦ ଓ ୧୧ ରେ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ ସମ୍ମିଳନୀ ୨୦୨୫ ଲୋକସେବା ଭବନ କନଭେନସନ ହଲଠାରେ ସଫଳତାର ସହ ସମାପ୍ତ ହୋଇଛି । ଏହି ସମ୍ମିଳନୀ “କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ…

Film Heritage Foundation: ଓଡ଼ିଆ ଚଳଚ୍ଚିତ୍ରର ପୁନରୁଦ୍ଧାର ପାଇଁ ଫିଲ୍ମ ହେରିଟେଜ ଫାଉଣ୍ଡେସନ୍ ସହ ବୁଝାମଣାପତ୍ର…

ଭୁବନେଶ୍ୱର:ଆମ ଓଡ଼ିଆ ସିନେମା ଆମ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଏଥିରେ ଅନେକ ସ୍ମୃତି ଜଡ଼ିତ ହୋଇ ରହିଛି । ଆମେ ଯେତେବେଳେ ଏହାର ସରଂକ୍ଷଣ ପାଇଁ ଉଦ୍ୟମ କରୁଛୁ ନିଶ୍ଚିତ ରୂପେ ଏହି ସ୍ମୃତି ସବୁ ଜୀବିତ ହେବ ଏବଂ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Delhi Blast: କେନ୍ଦ୍ର ସରକାରଙ୍କ ବଡ ବୟାନ…ଦିଲ୍ଲୀ ବିସ୍ଫୋରଣ ଏକ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକ ଡାକିଥିଲେ । କ୍ୟାବିନେଟ ଦିଲ୍ଲୀ ବିସ୍ଫୋରଣକୁ ନିନ୍ଦା କରିବା ଏବଂ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ପ୍ରସ୍ତାବ ପାରିତ କରିଛି। ଏଥିସହ…

ସ୍ବାମୀ ମୋବାଇଲ କିଣି ନଦେବାରୁ ୩ ଛୁଆଙ୍କ ସହ ଜୀବନ ହାରିଲେ ମହିଳା

ପାଟନା: ବିହାରର ବକ୍ସର ଜିଲ୍ଲାର ନୂଆ ଭୋଜପୁର ଥାନା ଅଞ୍ଚଳର ଏକ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବହୁଦିନ ଧରି ମୋବାଇଲ କିଣିଦେବା ପାଇଁ ଜିଦି କରୁଥିଲା ସ୍ତ୍ରୀ । ହେଲେ ପତ୍ନୀର ଇଚ୍ଛା ପୂରଣ କରିନଥିଲା ସ୍ବାମୀ । ଫଳରେ ଜଣେ ବିବାହିତ ମହିଳା ତାଙ୍କ ତିନି…

ଗୁରୁବାର ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ରାତିପାହିଲେ ମାର୍ଗଶିର କୃଷ୍ଣ ନବମୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସାଧାରଣ ଲୋକଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ…

୨୪ ଜଣ ଲେଖକଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର-୨୦୨୫

ଭୁବନେଶ୍ୱର: ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୁରସ୍କାର ପାଇଁ ୨୪ ଜଣ ଲେଖକଙ୍କୁ ମନୋନୀତ କରାଯାଇଛି । ୨୪ ଜଣ ପୁରସ୍କାର ବିଜେତାଙ୍କୁ ମାନପତ୍ର ସହିତ ୫୦ ହଜାର ଟଙ୍କାର ଚେକ୍ ଏବଂ ଏକ କାଂସ୍ୟ ଫଳକ ପ୍ରଦାନ କରାଯିବ । ବାର୍ଷିକ…