Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Kailash Mansarovar Yatra 2026:କୈଳାସ ମାନସରୋବର ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଆବେଦନ କିପରି କରିବେ ଜାଣନ୍ତୁ?

ନୂଆଦିଲ୍ଲୀ: ପବିତ୍ର କୈଳାସ ମାନସରୋବର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କୈଳାସ ମାନସରୋବର ଯାତ୍ରା ପାଇଁ ପଞ୍ଜୀକରଣ ଏପ୍ରିଲ ୩୦ତାରିଖରୁ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ମେ ୧୯ ତାରିଖ। ପିଥୋରାଗଡ଼ ପ୍ରଶାସନ ମଧ୍ୟ କୈଳାସ ମାନସରୋବର ଯାତ୍ରା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି।…

ମମତାଙ୍କ ବଡ଼ ଦାବି, ୨୨୬ରୁ ଅଧିକ ଆସନରେ ଜିତିବୁ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଆଉ ଏପଟେ ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେ ମାତୃଭୂମି, ମାଟି ଏବଂ ଲୋକଙ୍କ ପାଇଁ ସରକାର ଗଠନ କରୁଛନ୍ତି। ସେ ରାଜ୍ୟର ୨୯୪ ବିଧାନସଭା…

ମେ’ ୨ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି ମାଧ୍ୟମିକ ଶିକ୍ଷା ପରିଷଦ (BSE)। ମେ‘ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏହାସହ ମଧ୍ୟମା, ଓପନ ସ୍କୁଲ୍ ପରୀକ୍ଷା ଫଳ ବି ପ୍ରକାଶ ହେବ। ମେ ୨…

ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା: ମୃତ୍ୟୁ ପ୍ରମାଣପତ୍ରକୁ ନେଇ RDC ଦେଲେ ସାଂଘାତିକ ତଥ୍ୟ

କେନ୍ଦୁଝର: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ଜିତୁ ମୁଣ୍ଡା ବ୍ୟାଙ୍କ୍‌କୁ ନେବା ଘଟଣା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିଲେ। କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ସେ ବାଧ୍ୟ ହେଲେ ଏବଂ ବ୍ୟାଙ୍କ କର୍ମଚାରୀ କ’ଣ…

ଅସୁରକ୍ଷିତ ହୋଇପଡୁଛି ରାଜଧାନୀ;ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର: ଭୁବନେଶ୍ବର ଉପକଣ୍ଠ ଧଉଳି ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଛନ୍ତି। ଛିଡି ପଡିଥିବା ପାପୁଲିକୁ ନେଇ କୁକୁର ଚମ୍ପଟ୍ ମାରିଛି। ଗୁରୁତର ଯୁବକଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡାରେ…

ସମସ୍ତ ଭାରତୀୟଙ୍କ ଡିଏନଏରେ ଅଛନ୍ତି ମହାଦେବ: ଏପରି ବୟାନ ଦେଇ ବିବାଦରେ ଜାମିଆ ଭିସି

ନୂଆଦିଲ୍ଲୀ: ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ (SFI) ର ଜାମିଆ ୟୁନିଟ୍‌ରେ ମଜହର ଆସିଫଙ୍କ ବୟାନକୁ କଡ଼ା ନିନ୍ଦା କରାଯାଇଛି। ଜାମିଆ ମିଲିଆ ଇସଲାମିଆ ଭାଇସ୍ ଚାନ୍ସେଲର ମଜହର ଆସିଫ କହିଥିଲେ ଯେ ସମସ୍ତ ଭାରତୀୟଙ୍କ ଡିଏନ୍‌ଏରେ ଅଛନ୍ତି ମହାଦେବ। ଏହି ମନ୍ତବ୍ୟକୁ ଜାମିଆ ମିଲିଆ ଇସଲାମିଆର…

US Returns Indian Antiquities: ଭାରତକୁ ୬୫୦ ରୁ ଅଧିକ ପ୍ରାଚୀନ ସାମଗ୍ରୀ ଫେରାଇଲା ଆମେରିକା;ମୂଲ୍ୟ ହେବ ୧୩୩…

ନୂଆଦିଲ୍ଲୀ: ଆମେରିକା ପ୍ରାୟ ୧.୪ କୋଟି ଆମେରିକୀୟ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି ଏବଂ କହିଛି ଯେ ଚୋରି ହୋଇଥିବା ସାମଗ୍ରୀଗୁଡ଼ିକୁ ଏସୀୟ ଦେଶକୁ ଫେରାଇ ଆଣିବା ପାଇଁ "ଅଧିକ କାମ ବାକି ଅଛି"। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୧୩୩ କୋଟି ଟଙ୍କା ହେବ ।…

‘ଭାରତ ଆଇଟି ପାଇଁ ଜଣାଶୁଣା ଏବଂ ପାକିସ୍ତାନ ଆତଙ୍କବାଦ ପାଇଁ…’

ନୂଆଦିଲ୍ଲୀ: ଏଏନଆଇର ଜାତୀୟ ସୁରକ୍ଷା ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ଉପରେ କଠୋର ଆକ୍ରମଣ କରିଛନ୍ତି । ପାକିସ୍ତାନର ପ୍ରକୃତ ଚେହେରାକୁ ପ୍ରକାଶ କରି ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆତଙ୍କବାଦ ରହିଛି, ସେପର୍ଯ୍ୟନ୍ତ ଏହା ଆମର ଶାନ୍ତି, ବିକାଶ ଏବଂ…

Trump and Putin On Iran’s Uranium: ଫୋନ୍ କଲରେ କଥା କଟାକଟି, ଭରସି ପାରୁନାହାନ୍ତି ରାଷ୍ଟ୍ରପତି ଟ୍ରମ୍ପ,…

ନୂଆଦିଲ୍ଲୀ: ବୁଧବାର ପୁଣି ଥରେ ଆମେରିକା ରାଷ୍ଟ୍ରପତି ଏବଂ ରୁଷ୍ ରାଷ୍ଟ୍ରପତି ଫୋନ୍ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ। ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷକୁ ସବୁଦିନ ପାଇଁ ସମାପ୍ତ କରିବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ଫୋନ୍…

ଜମ୍ମୁ କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦେଖାଇ ଫସିଗଲା ନେପାଳ ଏୟାରଲାଇନ୍ସ

ନୂଆଦିଲ୍ଲୀ: ନେପାଳରେ ବାଲେନ ଶାହଙ୍କ ସରକାର ଗଠନ ହେବା ପରେ କାଠମାଣ୍ଡୁ ଭାରତ ବିରୋଧୀ କାର୍ଯ୍ୟକଳାପର ଏକ ଧାରାବାହିକ ଆରମ୍ଭ କରିଛି। ଏବେ ନେପାଳ ଏୟାରଲାଇନ୍ସ ସମସ୍ତ ସୀମା ଅତିକ୍ରମ କରିଛି। ନେପାଳ ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଫ୍ଲାଇଟ୍ ନେଟୱାର୍କ ମ୍ୟାପ୍ ଜାରି…