Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

PM Modi Plays Football: ପିଏମ୍ ମୋଦୀଙ୍କ ଫୁଟବଲ୍ ଅବତାର, ପିଲାଙ୍କ ସହ ଖେଳି କଲେ ଗୋଲ ପରେ ଗୋଲ…

ଗ୍ୟାଙ୍ଗଟକ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦୁଇ ଦିନିଆ ସିକିମ୍ ଗସ୍ତରେ ଅଛନ୍ତି। ସେ ସିକିମର ୫୦ ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ସମାପନ ଉତ୍ସବରେ ଯୋଗଦେବା ପାଇଁ ଗ୍ୟାଙ୍ଗଟକ୍ ରେ ପହଞ୍ଚିଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସହରରେ ଏକ ବିଶାଳ ରୋଡ୍ ଶୋ’ରେ…

ମହାରାଷ୍ଟ୍ର MLC ନିର୍ବାଚନ: କାହିଁକି ନାଁ ଘୋଷଣା କରୁନାହିଁ ବିଜେପି, କ’ଣ ରହିଛି ରଣନୀତି?

ମୁମ୍ବାଇ: ଦୁଇବର୍ଷ ଧରି ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ (MLC) ନିର୍ବାଚନ ରାଜ୍ୟରେ ହଇଚଇ ସୃଷ୍ଟି କରୁଛି। ଶାସକ ଭାରତୀୟ ଜନତା ପାର୍ଟି (BJP) ନିର୍ବାଚନ ପାଇଁ ସତର୍କ ରହିଛି। ମେ ୧୨ ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଏବେ ରିପୋର୍ଟ ଆସିଛି…

First LNG Shipment: ଆସିଲା ବଡ଼ ଖୁସି ଖବର, ଭାରତ ମୁହାଁ ପ୍ରଥମ LNG ପୂର୍ଣ୍ଣ ଟ୍ୟାଙ୍କର 

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ସ୍ଥଗିତ ଅଛି, ଏବଂ ଯୁଦ୍ଧବିରତି ଆଲୋଚନା ଚାଲିଛି। ଏହି ସମୟରେ, ଭାରତ ପାଇଁ ଏକ ବଡ଼ ଖବର ଆସିଛି। ଏଲଏନଜିରେ ଲୋଡ୍ ଏକ ଟ୍ୟାଙ୍କର ଜାହାଜ ହରମୁଜ୍ ପ୍ରଣାଳୀ ପାର କରିଛି, ଯାହା କିଛି ଦିନ ମଧ୍ୟରେ ଭାରତରେ ପହଞ୍ଚିବ। ଆମେରିକା ଏବଂ…

ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଯାତ୍ରୀ ଆହତ; ଚାଳକଙ୍କ ଅସାବଧାନତା ନା ଆଉ କିଛି କାରଣ?

ନୟାଗଡ଼: ଖୋର୍ଦ୍ଧାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ମଙ୍ଗଳବାର ସକାଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ବାଲୁଗାଁ ନିକଟରେ ଏହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଆହତ…

କାଳବୈଶାଖୀ ସାଙ୍ଗକୁ ତାତିର ଡବଲ୍ ମାଡ଼: ଆଇଏମଡି ଜାରି କଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚଳିତ ସପ୍ତାହରେ ଓଡ଼ିଶାବାସୀଙ୍କୁ ଏକାସାଙ୍ଗରେ ଉଭୟ କାଳବୈଶାଖୀ ଏବଂ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡ଼ିବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡ଼ଘଡ଼ି, ଝଡ଼ ପବନ ସହିତ ପ୍ରବଳ ଖରାର ପ୍ରଭାବ ଜାରି…

ମୋଦିଙ୍କ ‘ଝାଲମୁଢ଼ି’ ବନାମ ଦିଦିଙ୍କ ‘ପରିବା’! ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଶେଷ, କିଏ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହାଇଭୋଲଟେଜ୍ ପ୍ରଚାର ଅଭିଯାନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ' ୪ ତାରିଖରେ ଫଳାଫଳ ଘୋଷଣା ହେବ। ଚଳିତ ଥର ପ୍ରମୁଖ ବିରୋଧୀ ବିଜେପି ଏବଂ ଶାସକ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନେଉଛି ବାସ୍ତବ ରୂପ: ପାରାଦୀପ ଓ ବଲାଙ୍ଗୀରରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ…

ଭୁବନେଶ୍ୱର: ରାଜ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି…

ଆଇନ ପେଷାରେ ମଧୁପଣିଆର ପ୍ରାସଙ୍ଗିକତା

ବିଭୁପ୍ରସାଦ ତ୍ରିପାଠୀ ପ୍ରତିବର୍ଷ ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀକୁ ସାରା ରାଜ୍ୟର ଆଇନଜୀବୀ ମାନେ ଆଇନଜୀବୀ ଦିବସ ଭାବେ ପାଳନ କରନ୍ତି। ଏହି ଅବସରରେ ସବୁ ବାର୍ ଆସୋସିଏସନ୍ ସଭାଗୃହରେ ମଧୁବାବୁଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ, ତାଙ୍କର କୃତୀ ଓ କୃତିତ୍ୱକୁ ନେଇ ସାଧାରଣ…

ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ଏବେ ଏକ ନୂଆ ଏବଂ ସଙ୍ଗିନ୍ ବିବାଦ ମୁଣ୍ଡ ଟେକିଛି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଅଜୟପାଲ…

ରାତି ଅଧିଆ ବିସ୍ଫୋରଣରେ ଉଡ଼ିଲା ରେଳ ଧାରଣା, ହାଇ-ଆଲର୍ଟରେ ସୁରକ୍ଷା ଏଜେନ୍ସି

ପଟିଆଲା/ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଶମ୍ଭୁ ଏବଂ ରାଜପୁରା ମଧ୍ୟରେ ଥିବା ରେଳ ଧାରଣାରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ବ୍ଲାଷ୍ଟ୍ ଯୋଗୁଁ ରେଳ ଧାରଣାର ବ୍ୟାପକ କ୍ଷତି ଘଟିଥିବା ବେଳେ ଏହା ପଛରେ କୌଣସି…