Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ରଥଯାତ୍ରା ଦଳାଚକଟା; ୭ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରଥଯାତ୍ରା ସମୟରେ ପୁରୀ ଶରଧାବାଲିରେ ଦଳାଚକଟା ଘଟଣାରେ ଓଡ଼ିଶା ସରକାର ୭ ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏକ ଘରୋଇ ପ୍ରଯୁକ୍ତିବିଦ୍ୟା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ନିଷ୍ପତ୍ତି…

China’s Fujian: ଶକ୍ତି ଦେଖାଇଲା ଚୀନ, ଲଞ୍ଚ କଲା ମୃତ୍ୟୁର ଜାହାଜ!

ନୂଆଦିଲ୍ଲୀ: ଚୀନ୍ ତାର ସବୁଠାରୁ ଉନ୍ନତ ଯୁଦ୍ଧଜାହାଜ ନିର୍ମାଣ କରିଛି । ଏକ ଯୁଦ୍ଧଜାହାଜ ଯାହା କେବଳ ମହାସାଗରରେ ଯାତ୍ରା କରେ ନାହିଁ ବରଂ ବିଶ୍ୱର ରଣନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିବାର ଶକ୍ତି ମଧ୍ୟ ରଖେ। ଚୀନ୍‌ ଶେଷରେ ଏହାର ସବୁଠାରୁ ଉନ୍ନତ ବିମାନ ବାହକ, ଫୁଜିଆନ୍‌କୁ କାର୍ଯ୍ୟକ୍ଷମ…

ରାଜ୍ୟକୁ ଉତ୍ତର ଦିଗରୁ ଆସୁଛି ଥଣ୍ଡା ପବନ: ଖସିବ ତାପମାତ୍ରା, ଆହୁରି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ଥଣ୍ଡାରେ ଥରହର ହେଲେଣି ପଶ୍ଚିମ ଓଡ଼ିଶାବାସୀ । ଆଗକୁ ରାଜ୍ୟରେ ବୃଦ୍ଧି ପାଇବ ଶୀତର ପ୍ରକୋପ । ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁଥିବାରୁ ଶୀତର ମାତ୍ରା ବଢିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୭…

Parliament Winter Session: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହେବ ଏବଂ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରବିବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଶୀତକାଳୀନ ଅଧିବେଶନ…

Sun Temple: କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ନେଇ ଲାଗିଲା କଟକଣା

ପୁରୀ: ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସଆଇ) ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ଏଣିକି ଆଉ ପର୍ଯ୍ୟଟକ ଚଢି ପାରିବେ ନାହିଁ । ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି…

US boycott G20: ଜି ୨୦ ସମ୍ମିଳନୀକୁ ଆମେରିକାର ବର୍ଜନ, ଦକ୍ଷିଣ ଆଫ୍ରିକା ଉପରେ ବର୍ଷିଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଗ୍ରୁପ୍ ୨୦ (G-20) ସମ୍ମିଳନୀରେ କୌଣସି ଆମେରିକୀୟ ସରକାରୀ ଅଧିକାରୀ ଯୋଗ ଦେବେ ନାହିଁ। ସେ ଦକ୍ଷିଣ ଆଫ୍ରିକାରେ ଧଳା ଚାଷୀଙ୍କ ପ୍ରତି ହେଉଥିବା ବ୍ୟବହାରକୁ ତାଙ୍କ…

Ashrumochan Mohanty: ଦୁର୍ଘଟଣାର ଶିକାର ହେଲେ ଅଭିନେତା ଅଶ୍ରୁମୋଚନ, କେନାଲକୁ ଖସିଲା କାର୍

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ପ୍ରବୀଣ ଅଭିନେତା ଅଶ୍ରୁମୋଚନଙ୍କ କାର୍ । କୁକରକୁ ବଞ୍ଚାଇବାକୁ ଯାଇ କେନାଲକୁ ଖସିଲା ଗାଡି । ଅଳ୍ପକେ ବଞ୍ଚିଗଲେ ଅଶ୍ରୁମୋଚନ କଟକରେ ଏକ ସୁଟିଂ ସାରି ଫେରୁଥିବା ସମୟରେ ପ୍ରବୀଣ ଓଡ଼ିଆ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର କେନାଲରେ ଖସି ପଡ଼ିବାରୁ ଆଜି ଏକ…

Hurricane Melissa: “କେବେ ଭୁଲିପାରିବୁ ନାହିଁ ସାହାଯ୍ୟ”, ବାତ୍ୟା ଦ୍ୱାରା ବିଧ୍ୱସ୍ତ ଜାମାଇକା ଏବଂ…

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ମେଲିସା କାରିବିଆନରେ ତାଣ୍ଡବ ସୃଷ୍ଟି କରିଛି। ଏହି ବାତ୍ୟା ଯୋଗୁଁ ଶହ ଶହ ଲୋକ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇଛନ୍ତି। ଏପରି କଠିନ ସମୟରେ, ଭାରତ ବନ୍ଧୁତାର ହାତ ବଢ଼ାଇଥିଲା, ଯାହାକୁ ନେଇ କ୍ୟୁବା ଏବଂ ଜାମାଇକା ହୃଦୟରୁ…

PM Modi flags off 4 Vande Bharat: “ବନ୍ଦେ ଭାରତ ସହିତ ସଂଯୁକ୍ତ ହେବ ସମସ୍ତ ତୀର୍ଥସ୍ଥଳ…,”…

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରାଣସୀ ରେଳ ଷ୍ଟେସନରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନଗୁଡ଼ିକ ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ…

ନୁଆପଡା ଉପନିର୍ବାଚନରେ ଶିଶୁମାନଙ୍କ ଦୁରୁପଯୋଗ;ବିଜେପି ବିରୋଧରେ କଂଗ୍ରେସର ସିଇଓ ନିକଟରେ ଅଭିଯୋଗ

ଭୁବନେଶ୍ୱର: ନୁଆପଡା ବିଧାନସଭା ଉପ ନିର୍ବାଚନରେ ନିର୍ବାଚନ ଆଦର୍ଶ ଆଚରଣ ନିୟମ ଉଲ୍ଲଂଘନ କରି ଶିଶୁମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଗୁରୁତର ଅଭିଯୋଗ ଉଠିଛି। ଏହି ଅଭିଯୋଗ ନେଇ ଆଜି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ (OPCC) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ…