Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଂଲାଦେଶରେ ଚର୍ଚ୍ଚା: ‘ଡୋନାଲ୍ଡ ଟ୍ରମ୍ପ’କୁ ମିଳିଲା ନୂଆ ଜୀବନ

ସୁରକ୍ଷିତ ରଖିବା ପାଇଁ ମନ୍ତ୍ରଣାଳୟର ନିର୍ଦ୍ଦେଶ ବାଂଲାଦେଶରେ ଏଭଳି ଧଳା ରଙ୍ଗର ମଇଁଷି ଅତ୍ୟନ୍ତ ବିରଳ ଢାକା: ବାଂଲାଦେଶରେ ଏବେ ଏକ ଅଦ୍ଭୁତ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ଏବଂ ତାଙ୍କ ଭଳି କେଶ ଥିବା ଏକ…

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଆସନ୍ତା ୪ ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି

ଅରେଞ୍ଜ ଆଲର୍ଟ: ଆସନ୍ତା ୪ ଦିନ ପାଇଁ ଉତ୍ତର ଓଡ଼ିଶାର ୭ଟି ଜିଲ୍ଲାକୁ ପାଇଁ ସତର୍କ ସୂଚନା ପବନର ବେଗ: ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ଆଶଙ୍କା। ତାପମାତ୍ରା: ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର…

ଆରଟିଓ ନାମରେ ୭ କୋଟିର ଠକେଇ: ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ନକଲି ରାଜନୈତିକ ଦଳ ଓ ଆରଟିଓ ଅଫିସର ନା ବ୍ୟବହାର କରି ପ୍ରାୟ ୭ କୋଟି ଟଙ୍କାର ଠକେଇ କରିଥିବା ଏକ ଅନ୍ତଃରାଜ୍ୟ ଠକ ଗୋଷ୍ଠୀକୁ ପୋଲିସ କାବୁ କରିଛି। ଏହି ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏହା ପଛରେ ଥିବା ଏକ ବଡ଼ ନେଟୱାର୍କକୁ…

୨ ବରିଷ୍ଠ IPSଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।…

ରାଜ୍ୟସଭାକୁ ଯିବେ କି ସିଦ୍ଧରମୈୟା, ଜାଣନ୍ତୁ କଣ କହିଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି ଯେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଜାତୀୟ ରାଜନୀତିରେ ତାଙ୍କର କୌଣସି ଆଗ୍ରହ ନଥିବାରୁ ସେ ଏହାକୁ…

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ତ୍ଵିଶା ଶର୍ମାଙ୍କ ଶାଶୁ ରିଟାୟର୍ଡ ଜଜ୍ ଗିରଫ

ନୂଆଦିଲ୍ଲୀ: ମଡେଲ, ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଆସିଛି ବଡ଼ ଖବର। ତ୍ୱିଶା ମୃତ୍ୟୁ ମାମଲାରେ କିଛି ଘଣ୍ଟା ପଚରାଉଚରା ପରେ ଅବସରପ୍ରାପ୍ତ ବିଚାରପତି ତଥା ତ୍ୱିଶା ଶର୍ମାଙ୍କ ଶାଶୁ ଗିରିବାଲା ସିଂହଙ୍କୁ ସିବିଆଇ ଗିରଫ କରିଛି। ଅବସରପ୍ରାପ୍ତ ଏମପି ହାଇକୋର୍ଟ ବିଚାରପତିଙ୍କ…

ପାଇଖାନା ଭିତରେ ମା’ ପୁଅଙ୍କୁ ମାଡ଼ ମାରିବା ଘଟଣାରେ ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନାରେ ପାଇଖାନା ଭିତରେ ମା’ପୁଅଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ମା’କୁ ଅର୍ଦ୍ଧଉଲଗ୍ନ କରି ସର୍ବସମ୍ମୁଖରେ ମାଡ଼ ମାରିଥିବାବେଳେ, ପୁଅର ତଣ୍ଟି ଚିପି ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା ।…

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗାଁର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଜି ଲୋକସେବା ଭବନରେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା: ଯିବେ ନାହିଁ ରାଜ୍ୟସଭା, ଜାଣନ୍ତୁ କାରଣ

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା। ଲୋକଭବନ ଯାଇ ରାଜ୍ୟପାଳଙ୍କ ବିଶେଷ ସଚିବ ପ୍ରଭୁ ଶଙ୍କରଙ୍କୁ ଦେଲେ ଇସ୍ତଫା ପତ୍ର। କିନ୍ତୁ ରାଜ୍ୟପାଳ ଫେରିବା ପରେ ଏହାକୁ ସ୍ୱୀକାର କରିବେ। କୁହାଯାଉଛି ଯେ, ରାଜ୍ୟପାଳ ଥାୱରଚନ୍ଦ ଗହଲୋଟ, ମଧ୍ୟ ପ୍ରଦେଶର ନାଗଦା…